ନିର୍ବାଚନ ପୂର୍ବରୁ ରାଜଧାନୀରେ ହିଂସା
·2 years ago

ଅର୍ଗସ ବ୍ୟୁରୋ : ନିର୍ବାଚନ ପୂର୍ବରୁ ରାଜଧାନୀରେ ହିଂସା । ଲଷ୍ମୀସାଗରରେ ଦୁଇ ଗୋଷ୍ଟୀ ମୁଁହାମୁଁହି । ଜଣଙ୍କର ମୁଣ୍ଡ ଫାଟିଥିବା ବେଳେ ଉଭୟ ପକ୍ଷରୁ ୫ ଜଣଙ୍କୁ ଗିରଫ କଲା ଲଷ୍ମୀସାଗର ପୋଲିସ । ଗତକାଲି ବଙ୍ଗାଳି ସାହିର ଜଣେ ଯୁବକ ଗାଡି ନେଇ ଯିବା ବେଳେ ପାଟିତୁଣ୍ଡ ହୋଇଥିଲା ଓ ତାକୁ ଆକ୍ରମଣ କରିଥିଲେ । ପରେ ଯୁବକଙ୍କ ସପକ୍ଷରେ କିଛି ଲୋକ ଆସି ପାଲଟା ଆକ୍ରମଣ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: