Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ବାଲେଶ୍ବରରେ ଅଗ୍ନି ବର୍ଷା, ୪୬ ଡିଗ୍ରୀ ଟପିଲା ତାପମାତ୍ରା

Jitendra Dash
Browse all articles by Jitendra Dash
·2 years ago·1 min read
ବାଲେଶ୍ବରରେ ଅଗ୍ନି ବର୍ଷା, ୪୬ ଡିଗ୍ରୀ ଟପିଲା ତାପମାତ୍ରା

ଅର୍ଗସ ବ୍ୟୁରୋ : ରାଜ୍ୟରେ ତାତିରୁ ନାହିଁ ନିସ୍ତାର । ବାଲେଶ୍ବରରେ ଅଗ୍ନି ବର୍ଷା । ଦିନ 2ଟା 30 ସୁଦ୍ଧା ସର୍ବାଧିକ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ । କଟକ, ଭୁବନେଶ୍ବର ସହ ବାଲେଶ୍ବରକୁ ରେଡ୍‌ ଆଲର୍ଟ । ଆଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟୱେଭ୍ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର ।

ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟ ୱେଭ୍ ଜାରି କରିଛି ପାଣିପାଗ ବିଭାଗ । ଏନେଇ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ୫ ତାରଖରେ ପାଗରେ ପରିବର୍ତ୍ତନ ହୋଇପାରେ । 

ଅଧିକ ପଢନ୍ତୁ ପାଣିପାଗ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସନ୍ତା ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାଵରେ ତାପମାତ୍ରା କମିବ ସମ୍ଭାବନା ରହିଛି। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ରେଡ ଆଲର୍ଟ ରହିଛି। ୨ ତାରିଖ ପରଠୁ କମିବ ସିଭିୟର ହିଟ୍ ୱେଭ ସ୍ଥିତି ଯାହା ଫଳରେ ଦିନ ତାପମାତ୍ରାରେ ୨-୩ ଡ଼ିଗ୍ରି କମିବ ।

Sponsored
maximum temperature recorded was 46 degrees. Red alert for Cuttack, Bhubaneswar and Baleswar | Argus News