|
logo
Live
Argus News App
GET APP

Argus News - ମେ ୩୧ ରେ କେରଳ ଛୁଇଁ ପାରେ ମୌସୁମୀ !

argusnews

ମେ ୩୧ ରେ କେରଳ ଛୁଇଁ ପାରେ ମୌସୁମୀ !

Jitendra Dash
Browse all articles by Jitendra Dash
·1 year ago
ମେ ୩୧ ରେ କେରଳ ଛୁଇଁ ପାରେ ମୌସୁମୀ !

ଅର୍ଗସ ବ୍ୟୁରୋ : ଏଥର ସହଳ ଆସିବ ମୌସୁମୀ । ମେ ୩୧ ରେ କେରଳ ଛୁଇଁ ପାରେ ମୌସୁମୀ । ସାଧାରଣ ତ ଜୁନ ୧ ରେ କେରଳ ଛୁଇଁ ଥାଏ ମୌସୁମୀ । ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୩୧ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ । 

ଅଧିକ ପଢନ୍ତୁ ପାଣିପାଗ ଖବର

ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେବ । ଗତବର୍ଷ ଏହି ସମୟରେ ଉପରୋକ୍ତ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ହୋଇଥିଲା । ତେବେ ୭ ଦିନ ବିଳମ୍ବରେ ଅର୍ଥାତ୍‌ ଜୁନ ୮ରେ ଭାରତର ମୁଖ୍ୟ ଭୂଖଣ୍ଡର କେରଳ ଉପକୂଳକୁ ପ୍ରବେଶ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମେ ୩୧ ରେ କେରଳ ଛୁଇଁ ପାରେ ମୌସୁମୀ ! | Argus News