ଅଧିକ ପଢନ୍ତୁ : ବୁଧବାର ରାତି, ଗୁରୁବାର ସକାଳ ମଧ୍ୟରେ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ `ଦାନା’
ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଅତିକ୍ରମ କରିବ ବାତ୍ୟା । ଘଣ୍ଟାପ୍ରତି ପବନର ବେଗ ରହିବ ୧୦୦ରୁ ୧୨୦ କିଲୋମିଟର ।
ଅର୍ଗସ ବ୍ୟୁରୋ : ସୃଷ୍ଟି ହେଲା ବାତ୍ୟା ।ବାତ୍ୟାର ରୂପ ନେଲା ଗଭୀର ଅବପାତ । ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା । ପାରାଦୀପ ରାଡାରରେ ବାତ୍ୟାର ଚିତ୍ର ଅନୁମାନ । ସାଟେଲାଇଟ ଚିତ୍ରରେ ଦେଖା ଗଲା ବାତ୍ୟାର ଆଖି । କାଲି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନବ ।ଗତ ୬ ଘଣ୍ଟାହେବ ଘଣ୍ଟାପ୍ରତି ୩ କିଲୋମିଟର ଦେଇ ଗତି କରୁଛି । ଅଶାନ୍ତ ହେଉଛି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ।
ଅଧିକ ପଢନ୍ତୁ : ବୁଧବାର ରାତି, ଗୁରୁବାର ସକାଳ ମଧ୍ୟରେ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ `ଦାନା’
ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଅତିକ୍ରମ କରିବ ବାତ୍ୟା । ଘଣ୍ଟାପ୍ରତି ପବନର ବେଗ ରହିବ ୧୦୦ରୁ ୧୨୦ କିଲୋମିଟର ।
ଅର୍ଗସ ବ୍ୟୁରୋ : ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ବାତ୍ୟା ସମ୍ପର୍କରେ ବୈଠକରେ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡିଶା ଖବର
ବିଭିନ୍ନ ବିଭାଗର ପ୍ରସ୍ତୁତି ନେଇ ହେଉଛି ଆଲୋଚନା । ଏହା ସହ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଚାଲିଛି ଆଲୋଚନା ।
ଅର୍ଗସ ବ୍ୟୁରୋ : ଭିତରକନିକା ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଦାନା । ୨ ଘଣ୍ଟା ପର୍ଯ୍ୟନ୍ତ ରହିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ୧୨୦ କିଲୋମିଟର ଯାଏଁ ବହିପାରେ ପବନର ବେଗ ।
ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା
ବର୍ତ୍ତମାନ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି । ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ୍ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା