Historic Baliyatra Cuttack / ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ସପ୍ତମ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...
·8 months ago·3 min read

Key Points
ଆଜି ସୋମବାର ବାଲିଯାତ୍ରା ପଡ଼ିଆର ଦୁଇ ମଞ୍ଚ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
କଟକ: ଐତିହାସିକ ବାଲିଯାତ୍ରା କଟକର ଆଜି ହେଉଛି ସପ୍ତମ ଦିନ । ଆଜି ସୋମବାର ବାଲିଯାତ୍ରା ପଡ଼ିଆର ଦୁଇ ମଞ୍ଚ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଗଣକବି ବୈଷ୍ଣବ ପାଣି ମଞ୍ଚ, ସପ୍ତମ ଦିନର କାର୍ଯ୍ୟକ୍ରମ
ଉପସ୍ଥାପକ- ଅବନୀ ମିଶ୍ର
4 PM-4.15 PM - ଶ୍ରୀ ଗୁରୁ ପଦ୍ଯୁମ୍ନ କିଶୋର ଦେବ ଚାରିଟେବଲ, କଟକ - ପ୍ରମୋଦ କୁମାର ନାୟକ - ଭଜନ
4.15 PM-4.30 PM - ଉପାସନା କଲଚରାଲ୍ ଟ୍ରଷ୍ଟ, ଭୁବନେଶ୍ଵର - ଏଲ୍. ବିଶ୍ଵାଳ - ସଙ୍ଗୀତ
4.35 PM-4.45 PM - ସିଂଘମ ଡ୍ୟାନ୍ସ ଷ୍ଟୁଡିଓ 2.0, କଟକ - ନୂତନ ପାତ୍ର - ଫ୍ୟୁଜନ୍ ଡ୍ୟାନ୍ସ
4.50 PM-5.00 PM - ଡେଭିଲ୍ ଡ୍ୟାନ୍ସ ଷ୍ଟୁଡିଓ, କଟକ- ଅଂଶୁମାନ କାନୁନଗୋ - ଗଣେଶ ଫ୍ୟୁଜନ୍ ଆକ୍ଟ
5.04 PM-5.25 PM - ମଣିପୁରୀ ଡ୍ୟାନ୍ସ- ଫାୟାର ଡ୍ୟାନ୍ସ/ଢୋ ଚଲାମ E.Z.C.C - ଥୋକଚମ ଇମୋଚା ସିଂହ - ଫାୟାର ଡ୍ୟାନ୍ସ/ଢୋ ଚଲାମ
5.30 PM-5.40 PM - ନଟରାଜ ଡ୍ୟାନ୍ସ ଏକାଡେମୀ, କଟକ - ଦୀପଙ୍କର ନାୟକ - କାଲବେଲିଆ ଡ୍ୟାନ୍ସ (ରାଜସ୍ଥାନ)
5.45 PM-5.55 PM - ମାନିନୀ ସାଂସ୍କୃତିକ କଳା ପରିଷଦ, କଟକ - ଶୈବାଳିନି ତ୍ରିପାଠୀ - ରାସ ନୃତ୍ୟ
ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ପଛର ୭ ସନ୍ଦିଗ୍ଧ; ପୁଲୱାମାରୁ ଫରିଦାବାଦ ଲମ୍ବିଛି ନେଟୱର୍କ
ଉପସ୍ଥାପକ: ପୁପିନ୍ଦ୍ର ସିଂ
6.00 PM-6.15 PM: କଳା ବିକାଶ କେନ୍ଦ୍ର, କଟକ
6.20 PM-6.50 PM: ବୈଠକ
6.55 PM-7.45 PM: ଜନତା ରଙ୍ଗମଞ୍ଚ, କଟକ - ବିନୋଦ କୁମାର ବେହେରା- ଚଇତୁ
7.50 PM-8.00 PM: ଭାଗେଶ୍ଵରୀ କଳାକୁଞ୍ଜ, କଟକ - ମୁନମୁନ ଚକ୍ରବର୍ତ୍ତୀ- ଅଭିନୟ ଦେବୀ ସ୍ତୁତି
8.05 PM-8.25 PM: NADROOP, ପୁଣେ - ଅମୀରା ପତ୍ନାକର- କଥକ
8.30 PM-11.00 PM - ଦୀପ୍ତିରେଖା ପାଢ଼ୀ, କୁମାର ବାପି ଓ ସାଥି (ଓଲିଉଡ୍)
ଅକ୍ଷୟ ମହାନ୍ତି ମଞ୍ଚ, ସପ୍ତମ ଦିନର କାର୍ଯ୍ୟକ୍ରମ
ଉପସ୍ଥାପକ- ବିଭୁ
4 PM-4.20 PM - ଅମୃତ ମ୍ୟୁଜିକ୍ ଓଡ଼ିଆ, କଟକ - ନିଶିପ୍ରଭା ପାଣି - ଅକ୍ଷୟ ମହାନ୍ତି ଭକ୍ତି ସଙ୍ଗୀତ
4.25 PM-4.35 PM - ଶ୍ରୀ ରାମ ନାଟ୍ୟ ସଂସଦ, ବାଙ୍କୀ - ଅଶୋକ କୁମାର ବେହେରା - ଲାଉଡ଼ି ନୃତ୍ୟ
4.40 PM-5.05 PM - ଅନ୍ନପୂର୍ଣ୍ଣା ଥିଏଟର 'ବି' ଗ୍ରୁପ୍, କଟକ - ଆଲ୍ଲହାଦିନ କର - ରେକର୍ଡିଂ ଡ୍ରାମା
5.10 PM-5.25 PM - ଚାରୁ ନର୍ତନ, ପୁରୀ - ବିବେକାନନ୍ଦ ମହାନ୍ତି - ଦେବୀ ଅଭିନୟ
5.30 PM-5.55 PM - D.C.C (କନ୍ଧମାଳ) ଅନୁଗ୍ରହ ସାଂସ୍କୃତିକ କଳା ପରିଷଦ, ଜି.ଉଦୟଗିରି - ଶ୍ରୀ ଜୁନୁଷ ପରିଚ୍ଛା - କାଞ୍ଜର ନୃତ୍ୟ (ଆଦିବାସୀ ନୃତ୍ୟ)
ଏଥିସହ ପଢ଼ନ୍ତୁ: ଭୂଟାନରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ସନ୍ଦେଶ, 'ଷଡ଼ଯନ୍ତ୍ରର ମୂଳକୁ ଯିବୁ'
ଉପସ୍ଥାପକ- ଗୁନଗୁନ ମହାନ୍ତି
6.00 PM-6.10 PM - ମୀରାବାଇ କଳାବିକାଶ କେନ୍ଦ୍ର, ଢେଙ୍କାନାଳ - ଭଗବାନ ଗୁରୁ - ଲୋକକଳା
6.15 PM-6.25 PM - ନାଟସୂତ୍ର ରିସର୍ଚ୍ଚ ପବ୍ଲିକ ଚାରିଟେବଲ ଟ୍ରଷ୍ଟ, କଟକ - ସୁଜ୍ଞାନୀ ମହାପାତ୍ର - ନଗେନ୍ଦ୍ର ହରାୟ ଓଡ଼ିଶୀ
6.30 PM-6.40 PM- ସଂସ୍କୃତି ଡ୍ୟାନ୍ସ ଏକାଡେମୀ, କଟକ - ଶୁଭଲକ୍ଷ୍ମୀ ରାମ - ପୌରାଣିକ ନୃତ୍ୟ
6.45 PM-7.00 PM - ଧ୍ରୁପଦୀ କଳା କେନ୍ଦ୍ର, କୋଲକାତା - ଶୁକ୍ଳ ଅଦକ - ଦ ଆରାଇଭାଲ ଅଫ୍ ଲର୍ଡ ଜଗନ୍ନାଥ ଅନ୍ ଆର୍ଥ
7.05 PM-7.20 PM - ବୀଣାପାଣି କଳା ନିକେତନ, କେନ୍ଦୁଝର - ପାର୍ଥ ସାରଥି ଦାଶ - ଆମେ ସାଧବ ଆମ ପରମ୍ପାର ଆମେ ଏ ଯୁଗର ଶ୍ରସ୍ତ
7.25 PM-7.45 PM - ସ୍ଵାହ, କଟକ - ସ୍ଵାତୀ ମହାପାତ୍ର - ସୂତ୍ର ଯାତ୍ରା
7.50 PM-8.00 PM - ଓଡ଼ିଶା ନାଟ୍ୟ ଏକାଡେମୀ, କଟକ - ରୋଜାଲିନ୍ ସାହୁ - ଦ୍ରୌପଦୀ ଚିରହରଣ
8.00 PM-8.10 PM - ଜୟ ଡ୍ୟାନ୍ସ ଷ୍ଟୁଡିଓ, କଟକ - ଉତ୍ତମ କର - ଶିବ ତାଣ୍ଡବ ଫ୍ୟୁଜନ୍ ଡ୍ୟାନ୍ସ
8.15 PM-8.25 PM - ଶ୍ରୀ ଜଗନ୍ନାଥ ଡ୍ୟାନ୍ସ ଏକାଡେମୀ, କଟକ - ରାଜଲକ୍ଷ୍ମୀ ବେହେରା - କୃଷ୍ଣ ରାସ (ମାହାରୀ ନୃତ୍ୟ)
8.30 PM-11.00 PM - ମାନସୀ ଘୋଷ ଏବଂ ସାଥୀ (ବଲିଉଡ୍)

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories