8th Pay Commission / ୩% ନୁହେଁ ୬% ହୋଇପାରେ ଇନକ୍ରିମେଣ୍ଟ; ଦରମା ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍
·48 mins ago·3 min read

Key Points
ସରକାରୀ କର୍ମଚାରୀଙ୍କ ଲାଗି ବଡ଼ ଖବର
ଅଷ୍ଟମ ବେତନକୁ ନେଇ ଆସିଲା ଅପଡେଟ୍
୩% ନୁହେଁ ୬% ହୋଇପାରେ ଇନକ୍ରିମେଣ୍ଟ
ତାହାଲେ କେତେ ବଢିଯିବ ଆପଣଙ୍କ ଦରମା ?
ଅଷ୍ଟମ ବେତନକୁ ନେଇ ଆସିଲା ଅପଡେଟ୍
୩% ନୁହେଁ ୬% ହୋଇପାରେ ଇନକ୍ରିମେଣ୍ଟ
ତାହାଲେ କେତେ ବଢିଯିବ ଆପଣଙ୍କ ଦରମା ?
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ୮ମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘ (BPMS) ପକ୍ଷରୁ ବେତନ, ପେନସନ୍ ଓ ଅନ୍ୟାନ୍ୟ ସୁବିଧାରେ ବଡ଼ ପରିବର୍ତ୍ତନ ପାଇଁ ଦାବି ରଖାଯାଇଛି । ବାର୍ଷିକ ଇନକ୍ରିମେଣ୍ଟ ୩%ରୁ ୬%କୁ ବୃଦ୍ଧି, ପୁରୁଣା ପେନସନ୍ ଯୋଜନା ବା ଓପିଏସ୍ ପୁନଃଲାଗୁ ଏବଂ ଡିଏର ୫୦% ବେସିକ୍ ଦରମାରେ ମିଶାଇବା ଭଳି ପ୍ରସ୍ତାବ ରହିଛି ।
- ୧୮ ନଭେମ୍ବରରେ ବେତନ କମିଶନଙ୍କୁ ଦାବିପତ୍ର
- ୩% ଇନକ୍ରିମେଣ୍ଟକୁ ୬% କରିବାକୁ ଦାବି
- ବେସିକ୍ ଦରମାରେ ମିଶୁ ୫୦% DA
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- OPS ପୁନଃଲାଗୁ ଓ ବୋନସ୍ ବୃଦ୍ଧି ଦାବି
ପଢନ୍ତୁ ଏହି ଖବର: ଏକାସାଙ୍ଗରେ ସବୁ ଭତ୍ତା ଟଙ୍କା ମିଳିବ, ମନ୍ତ୍ରୀ କହିଲେ ତାରିଖ; ଏଇଠି ଦିଆଯିବ
- ବୀମା କଭର ୩୦ ହଜାରରୁ ୧୫ ଲକ୍ଷକୁ ବୃଦ୍ଧି ପ୍ରସ୍ତାବ
- ଛୁଟି ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଦାବି
Related Topics
Explore more stories