Salary Hike / ଅଷ୍ଟମ ବେତନ କମିଶନ ୱେବସାଇଟ୍ରେ ବଡ଼ ଅପଡେଟ୍, କେବେ ବଢ଼ିବ କର୍ମଚାରୀଙ୍କ ଦରମା ?
·44 mins ago·3 min read

Key Points
ଅଷ୍ଟମ ବେତନ କମିଶନକୁ ନେଇ ସବୁଠି ଚର୍ଚ୍ଚା
ୱେବସାଇଟ୍ରେ ଆସିଲା ୫ ବଡ଼ ଅପଡେଟ୍
ଏହି ସହରଗୁଡ଼ିକରେ ବସିଲା ବୈଠକ
ୱେବସାଇଟ୍ରେ ଆସିଲା ୫ ବଡ଼ ଅପଡେଟ୍
ଏହି ସହରଗୁଡ଼ିକରେ ବସିଲା ବୈଠକ
ନୂଆଦିଲ୍ଲୀ: ଅଷ୍ଟମ ବେତନ କମିଶନର ସୁପାରିସକୁ ଅପେକ୍ଷା କରିଛନ୍ତି କେନ୍ଦ୍ର ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀ ଓ ପେନ୍ସନଭୋଗୀ । ଫିଟ୍ମେଣ୍ଟ ଫ୍ୟାକ୍ଟରଠାରୁ ଆରମ୍ଭ କରି ଦରମା ଓ ପେନ୍ସନ୍ ବୃଦ୍ଧି ପର୍ଯ୍ୟନ୍ତ ସମସ୍ତଙ୍କ ନଜର ରହିଛି । ଏହାରି ମଧ୍ୟରେ କମିଶନର ଅଫିସିଆଲ୍ ୱେବସାଇଟ୍ରେ ଆସିଛି ନୂଆ ଅପଡେଟ୍ । ଯେଉଁଥିରେ ଅନେକ କଥା ସମ୍ପର୍କରେ ଜଣାପଡ଼ିଛି ।
- ୱେବସାଇଟ୍ରେ ଜାରି ହେଲା ନୂଆ ସୂଚନା
- ମୁମ୍ବାଇରେ ହୋଇଥିଲା ବୈଠକ
- ବେଙ୍ଗାଲୁରୁରେ ମଧ୍ୟ ହୋଇଥିଲା ଆଲୋଚନା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ପରାମର୍ଶଦାତା ନିଯୁକ୍ତି ନିୟମରେ ପରିବର୍ତ୍ତନ
ପଢନ୍ତୁ ଏହି ଖବର: ଡିଜିଟାଲ୍ ପେମେଣ୍ଟରେ ସାଇବର ଠକେଇ ରୋକିବାକୁ RBIର ନୂଆ ନିୟମ
- ଜୟପୁର ଓ ଚଣ୍ଡୀଗଡ଼ରେ ମଧ୍ୟ ବୈଠକ
- କେବେ ବଢ଼ିବ ଦରମା ?
Related Topics
Explore more stories