Budget Big Announcements / ବଜେଟ୍ର ୧୦ ବଡ଼ ଘୋଷଣା; ଚାଷୀ, ଯୁବବର୍ଗ ଓ ମଧ୍ୟବିତ୍ତଙ୍କ ପାଇଁ କଣ ଖାସ୍ ?
·2 months ago·4 min read

Key Points
ବଜେଟ୍ର ୧୦ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ
ସୀମା ଶୁଳ୍କ ହ୍ରାସ ପାଇଁ ଘୋଷଣା
୭ ହାଇସ୍ପିଡ୍ ରେଳ କରିଡ଼ର ନିର୍ମାଣ
ସୀମା ଶୁଳ୍କ ହ୍ରାସ ପାଇଁ ଘୋଷଣା
୭ ହାଇସ୍ପିଡ୍ ରେଳ କରିଡ଼ର ନିର୍ମାଣ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆର୍ଥିକ ବର୍ଷ ୨୦୨୬-୨୭ ଲାଗି ପୂର୍ଣ୍ଣାଙ୍କ କେନ୍ଦ୍ର ବଜେଟ୍ ୨୦୨୬ ଉପସ୍ଥାପନ କରିଛନ୍ତି । ଏହା ଥିଲା ନିର୍ମଳାଙ୍କ କ୍ରମାଗତ ନବମ ବଜେଟ୍ । ନିର୍ମଳା ନିଜର ଐତିହାସିକ ବଜେଟ୍ ଉପସ୍ଥାପନ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ଯେଉଁଥିରେ କଷ୍ଟମ ଡ୍ୟୁଟି ହ୍ରାସ ପାଇଁ ଘୋଷଣା ହୋଇଛି, ଯାହାଦ୍ବାରା ଅନେକ ସାମଗ୍ରୀ ଶସ୍ତା ହେବାକୁ ଯାଉଛି । ସେହିପରି ୭ ହାଇସ୍ପିଡ୍ ରେଳ କରିଡର ନିର୍ମାଣ ପାଇଁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହାବ୍ୟତୀତ ସରକାରଙ୍କ ପୁରା ଫୋକସ୍ ଚାଷୀଙ୍କ ସମୃଦ୍ଧି ଉପରେ ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଏଥିସହ ପଢନ୍ତୁ: ପ୍ରତିରକ୍ଷା ମନ୍ତ୍ରଣାଳୟ ଉପରେ 'ଅପରେସନ ସିନ୍ଦୂର'ର ପ୍ରଭାବ; ୧୫% ବଢିଲା ବଜେଟ୍
- ବଜେଟ୍ରେ ମଧ୍ୟବିତ୍ତଙ୍କ ପାଇଁ କଣ ଖାସ୍ ?
- MSME ଲାଗି ୧୦,୦୦୦ କୋଟି ଫଣ୍ଡ୍
- ସ୍ବାସ୍ଥ୍ୟ କ୍ଷେତ୍ର ଲାଗି କଣ ଯୋଜନା ?
- ଚାଷୀଙ୍କ ଲାଗି କଣ ଖାସ୍ ?
- ସଶକ୍ତ ହେବେ ସେନା ବାହିନୀ
- କ୍ରୀଡାବିତ୍ଙ୍କୁ ପ୍ରୋତ୍ସାହନ ଉଦ୍ୟମ
- ମହିଳାଙ୍କ ଲାଗି SHE-ମାର୍ଟ୍ସ ଘୋଷଣା
- ବିଦେଶରେ ପାଠ ପଢିବା ପାଇଁ ଛାତ୍ରଙ୍କୁ ଭେଟି
- ଉତ୍ପାଦକ ସେକ୍ଟରକୁ ବୁଷ୍ଟ୍
- 'ମେକ୍ ଇନ୍ ଇଣ୍ଡିଆ'କୁ ପ୍ରୋତ୍ସାହନ
ଏଥିସହ ପଢନ୍ତୁ: ପ୍ରତିରକ୍ଷା ମନ୍ତ୍ରଣାଳୟ ଉପରେ 'ଅପରେସନ ସିନ୍ଦୂର'ର ପ୍ରଭାବ; ୧୫% ବଢିଲା ବଜେଟ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories