DA Hike Implemented / ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ଲାଗୁ ହେଲା ମହଙ୍ଗା ଭତ୍ତା, ଏତିକି ବଢିବ ଦରମା
·2 months ago·2 min read

Key Points
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର
ସରକାର ଲାଗୁ କଲେ ୬୦% ମହଙ୍ଗା ଭତ୍ତା
ସରକାର ଲାଗୁ କଲେ ୬୦% ମହଙ୍ଗା ଭତ୍ତା
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାର ୬୦% ମହଙ୍ଗା ଭତ୍ତା ବୃଦ୍ଧି କାର୍ଯ୍ୟକାରୀ ହୋଇଛି । କେନ୍ଦ୍ର ସରକାର ଏଥିପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ମହଙ୍ଗା ଭତ୍ତା ୧ ଜାନୁଆରୀ, ୨୦୨୬ରୁ କାର୍ଯ୍ୟକାରୀ ହେବ । ଦୁଇ ଦିନ ପୂର୍ବରୁ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ । ପୂର୍ବରୁ ଏହା ୫୮ ପ୍ରତିଶତ ଥିଲା ।
କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ସରକାରୀ କର୍ମଚାରୀମାନେ ବହୁ ଦିନ ଧରି ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଦାବି କରିଆସୁଥିଲେ । କିନ୍ତୁ, ଏଥର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା ବହୁତ ବିଳମ୍ବରେ ହୋଇଛି । ଏହି ବୃଦ୍ଧି ସିଧାସଳଖ କର୍ମଚାରୀଙ୍କ ଦରମା ଉପରେ ପ୍ରଭାବ ପକାଇବ । ଉଦାହରଣ ସ୍ୱରୂପ, ଯଦି ଜଣେ କର୍ମଚାରୀଙ୍କ ମୂଳ ଦରମା ₹୫୦,୦୦୦ ହୁଏ, ତେବେ ସେମାନେ ପ୍ରତି ମାସରେ ଅତିରିକ୍ତ ପ୍ରାୟ ₹୧,୦୦୦ ଟଙ୍କା ଅଧିକ ପାଇବେ ।
ପଢନ୍ତୁ ଏହି ଖବର: ନୂଆ ଶ୍ରମ ଆଇନ୍ କରିବ ମାଲେମାଲ୍; ଓଭର ଟାଇମ୍ କଲେ ମିଳିବ ଦ୍ଵିଗୁଣା ଦରମା

- ଦରମା କେତେ ବଢିବ ?
- ପେନସନଭୋଗୀ କିପରି ଲାଭବାନ ହେବେ ?
- କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତି
ପଢନ୍ତୁ ଏହି ଖବର: ନୂଆ ଶ୍ରମ ଆଇନ୍ କରିବ ମାଲେମାଲ୍; ଓଭର ଟାଇମ୍ କଲେ ମିଳିବ ଦ୍ଵିଗୁଣା ଦରମା
- କେଉଁ କର୍ମଚାରୀଙ୍କ ଉପରେ ଲାଗୁ ହେବ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories