DA Hike / ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର; ମିଳିଲା ମଞ୍ଜୁରୀ, ବଢିବ ଦରମା
·2 hours ago·2 min read

Key Points
ମୋଦି କ୍ୟାବିନେଟରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ଉପହାର
ସେବାରତ କର୍ମଚାରୀ ଓ ପେନସନଧାରୀଙ୍କୁ ମିଳିବ ଲାଭ
ମହଙ୍ଗା ଭତ୍ତାକୁ ବୃଦ୍ଧି କଲେ ମୋଦି ସରକାର
ସେବାରତ କର୍ମଚାରୀ ଓ ପେନସନଧାରୀଙ୍କୁ ମିଳିବ ଲାଭ
ମହଙ୍ଗା ଭତ୍ତାକୁ ବୃଦ୍ଧି କଲେ ମୋଦି ସରକାର
ଦେଶର କୋଟି କୋଟି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ଆଜି (ଶନିବାର) ଏମାନଙ୍କ ପାଇଁ ମହଙ୍ଗା ଭତ୍ତା (DA)ରେ ୨% ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି । ଏହା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏବଂ ପେନସନ ୫୮% ରୁ ୬୦%କୁ ବୃଦ୍ଧି କରିବ । କେନ୍ଦ୍ରର କର୍ମଚାରୀମାନେ ବହୁ ଦିନ ଧରି ମହଙ୍ଗା ଭତ୍ତା ପାଇଁ ଅପେକ୍ଷା କରିଥିଲେ । ଜାନୁଆରୀ ୧, ୨୦୨୬ରୁ ଏହା କାର୍ଯ୍ୟକାରୀ ହେଉଥିବାରୁ କର୍ମଚାରୀମାନେ ପୂର୍ବ ତିନି ମାସର ବକେୟା ମଧ୍ୟ ପାଇବେ ।
ତେବେ ଚଳିତ ବର୍ଷ ଜାନୁଆରୀରେ ଲାଗୁ ହେବାକୁ ଥିବା ଏହି ଭତ୍ତା ମାର୍ଚ୍ଚ ଆରମ୍ଭରୁ ଅପେକ୍ଷା କରାଯାଇଥିଲା । ସରକାର ସାଧାରଣତଃ ମାର୍ଚ୍ଚରେ ଏହି ଘୋଷଣା କରନ୍ତି । କିନ୍ତୁ ଚଳିତ ବର୍ଷ, ଏହା ଏପ୍ରିଲ ମାସର ଅଧା ବିତିଯିବା ପରେ କର୍ମଚାରୀମାନେ ଅପେକ୍ଷା କରିଥିଲେ । ଶେଷରେ ସରକାର ଏହି ଘୋଷଣା କରିଛନ୍ତି ।
ପଢନ୍ତୁ ଏହି ଖବର: DA ବଢିବ: ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି ଖବର...
ଅଧିକ ଖବର ପଢନ୍ତୁ...

- ମୌଳିକ ଦରମା ₹୬୯,୦୦୦ କରିବା ଦାବି
- ଦୁଇ ଥର ବଢିଥାଏ DA
ପଢନ୍ତୁ ଏହି ଖବର: DA ବଢିବ: ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି ଖବର...
- DA ବୃଦ୍ଧି ହେଲେ କଣ ହୁଏ ?
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories