Union Budget / ଜୈବିକ ଗ୍ୟାସ୍ ଉପରୁ ହଟିଲା ଏକ୍ସସାଇଜ୍ ଡ୍ୟୁଟି; ଖସିବ CNG ଦର
·7 months ago·2 min read

Key Points
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଜୈବିକ ଗ୍ୟାସ୍ ମିଶିଥିବା ସିଏନଜି ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଅର୍ଥାତ୍ ସେଣ୍ଟ୍ରାଲ୍ ଏକ୍ସସାଇଜ୍ ଡ୍ୟୁଟିରୁ ଜୈବିକ ଗ୍ୟାସ୍କୁ ସମ୍ପୂର୍ଣ୍ଣ ବାହାର ରଖିଛନ୍ତି । ଫଳରେ ଆଗକୁ ଜୈବିକ ଗ୍ୟାସ୍ ବିଶିଷ୍ଟ ସିଏନଜି ଶସ୍ତା ହେବା ସହ ଆପଣ କମ୍ ଖର୍ଚ୍ଚାନ୍ତ ହେବେ ।
ନୂଆଦିଲ୍ଲୀ: କ୍ଷେତରେ ନଡ଼ା, ସହରର ଅଳିଆରୁ ପ୍ରସ୍ତୁତ ଜୈବିକ ଗ୍ୟାସ୍ ଏବେ କେବଳ ପରିବେଶରେ ଅଟକି ନାହିଁ । ବଜେଟ୍ ମଞ୍ଚରୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି ଜୈବିକ ଗ୍ୟାସ୍ ବିଶିଷ୍ଟ ସିଏନ୍ଜି (Bio-CNG Mix) ଉପରେ ଟିକସ ଦେବାକୁ ପଡ଼ିବ ନାହିଁ ।
ଅର୍ଥାତ୍ ଆପଣ ଯଦି ସିଏନଜି ଗାଡ଼ି ଚାଳନା କରୁଛନ୍ତି । ତାହେଲେ ଆପଣଙ୍କ ପକେଟକୁ ବାଧିବା ସହ ପ୍ରଦୂଷଣ କମାଇବାରେ ସହାୟକ ହୋଇପାରିବେ । ବଜେଟ୍ରେ ଏନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନର୍ମଳା ସୀତାରମଣ ।
ଏଥିସହ ପଢ଼ନ୍ତୁ: କେନ୍ଦ୍ରୀୟ ବଜେଟ୍ରେ ଓଡ଼ିଶାକୁ ଗୁରୁତ୍ଵ; ଏହି ସବୁ ଜିଲ୍ଲାକୁ ମିଳିବ ଲାଭ
ସଂସଦରେ ବଜେଟ୍ ଉପସ୍ଥାପନ ବେଳେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଜୈବିକ ଗ୍ୟାସ୍ ମିଶିଥିବା ସିଏନଜି ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଅର୍ଥାତ୍ ସେଣ୍ଟ୍ରାଲ୍ ଏକ୍ସସାଇଜ୍ ଡ୍ୟୁଟିରୁ ଜୈବିକ ଗ୍ୟାସ୍କୁ ସମ୍ପୂର୍ଣ୍ଣ ବାହାର ରଖିଛନ୍ତି । ଫଳରେ ଆଗକୁ ଜୈବିକ ଗ୍ୟାସ୍ ବିଶିଷ୍ଟ ସିଏନଜି ଶସ୍ତା ହେବା ସହ ଆପଣ କମ୍ ଖର୍ଚ୍ଚାନ୍ତ ହେବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେମିତି ତିଆରି ହୁଏ ଜୈବିକ ଗ୍ୟାସ୍ ?
ଜୈବିକ ଗ୍ୟାସ କ୍ଷେତର ଅଳିଆ, ଫସଲର ବର୍ଜ୍ୟ ଓ ଆବର୍ଜନରୁ ପ୍ରସ୍ତୁତ ହୋଇଥାଏ । ଯାହାକୁ ନିୟମିତ ସିଏନଜିରେ ମିଶାଇବା ଦ୍ଵାରା କମ୍ ଅଙ୍ଗାରକାମ୍ଳ ତୈଳ ପ୍ରସ୍ତୁତ ହୋଇଥାଏ । ଏହି ତୈଳର ବ୍ୟବହାର ଧିରେ ଧିରେ ଅଟୋ ମୋବାଇଲ୍ କ୍ଷେତ୍ରରେ ବଢ଼ୁଛି ।
ଅନେକ ଗାଡ଼ି ନିର୍ମାତା କମ୍ପାନୀ ଏହି ତୈଳରେ ଚାଲୁଥିବା ଗାଡ଼ିର ନିର୍ମାଣ କରୁଛନ୍ତି । ସରକାରଙ୍କ ଅନୁସାରେ, ଏହାଦ୍ଵାରା ପରିବେଶକୁ କମ୍ କ୍ଷତି ହେବା ସହ ବାତାବରଣ ଶୁଦ୍ଧ ରହିବ । ବେଶୀ ପ୍ରଦୂଷଣ କରୁନଥିବା ଶକ୍ତିକୁ ପ୍ରୋତ୍ସାହନ ମିଳିବ ।
ପୂର୍ବରୁ କ'ଣ ଥିଲା ନିୟମ ?
୨୦୨୩ ବର୍ଷରେ ସରକାର ଜୈବିକ ଗ୍ୟାସ୍କୁ ନେଇ ଆଂଶିକ ଆଶ୍ଵସ୍ତି ଦେଇଥିଲେ । ସେତେବେଳେ କେବଳ ଜୈବିକ ଗ୍ୟାସ୍ ଉପରେ ଜିଏସଟିକୁ ଏକ୍ସସାଇଜ୍ ଡ୍ୟୁଟିକୁ ହ୍ରାସ୍ କରାଯାଇଥିଲା । କିନ୍ତୁ ପୁରା ଜୈବିକ ଗ୍ୟାସ୍ ଉପରେ କୌଣସି ଛାଡ଼ ନଥିଲା ।
ଏଥିସହ ପଢ଼ନ୍ତୁ: ପ୍ରତିରକ୍ଷାକୁ ଗୁରୁତ୍ଵ ଓ 'ବିକଶିତ ଭାରତ'ର ରୋଡ୍ ମ୍ୟାପ୍ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ ମୋଦି

ଏବେ ରେଗୁଲାର ସିଏନଜି ଉପରେ ୧୫ ପ୍ରତିଶତ କେନ୍ଦ୍ରୀୟ ଶୁଳ୍କ ରହିଛି । ଏହାର ଅର୍ଥ ପ୍ରତି କେଜି ସିଏନଜି ଉପରେ ସରକାର ୧୪ରୁ ୧୫ ଟଙ୍କା ଟିକସ ଭାବେ ନେଉଛନ୍ତି । ପୁରୁଣା ନିୟମ ଅନୁସାରେ, ଜୈବିକ ଗ୍ୟାସ୍ ମିଶିଥିବା ସିଏନଜି ଉପରେ ଜୈବିକ ଗ୍ୟାସରେ ୯ ପ୍ରତିଶତ ଟିକସ ରହିଥିଲା ।
ନୂଆ ନୀତିରେ କେତେ ଆଶ୍ଵସ୍ତି ?
ବଜେଟ୍ରେ ଆଦି ହୋଇଥିବା ଘୋଷଣା ଅନୁସାରେ, ଜୈବିକ ଗ୍ୟାସ୍ ଉପରେ ଏକ୍ସସାଇଡ୍ ଡ୍ୟୁଟି ସମ୍ପୂର୍ଣ୍ଣ ଶେଷ ହୋଇଯିବ । ଫଳରେ ସିଏନଜିର କେଜି ପିଛା ମୂଲ୍ୟ କେତେ ଟଙ୍କା ହ୍ରାସ୍ ପାଇପାରେ । ଯାହାଦ୍ଵାରା ସିଏନଜି ପରିଚାଳିତ ଟ୍ରକ୍, କାର ଓ ୩ ଚକିଆ ଯାନର ସିଏନଜି ଖର୍ଚ୍ଚ କମିବ । ବିଶେଷ କରି ଏହା ବାଣିଜ୍ୟିକ ଡିଜେଲ୍ ବାହାନ ତୁଳନାରେ ଶସ୍ତା ବିକଳ୍ପ ହେବ ।

Related Topics
Explore more stories