UPI Payment Charge / ଆସିଲା ସରକାରଙ୍କ ବୟାନ; ₹2000 UPI ପେମେଣ୍ଟରେ ଏମାନଙ୍କୁ ଦେବାକୁ ପଡ଼ିବ ଚାର୍ଜ
·1 hour ago·2 min read

Key Points
ୟୁପିଆଇ ପେମେଣ୍ଟ କଲେ ଦେବାକୁ ପଡ଼ିବ ଟଙ୍କା
ଚର୍ଚ୍ଚା ଜୋର ପରେ ଆସିଲା ସରକାରଙ୍କ ସ୍ପଷ୍ଟୋକ୍ତି
କହିଦେଲେ କେଉଁମାନଙ୍କୁ ଦେବାକୁ ପଡ଼ିବ ଟଙ୍କା
ଚର୍ଚ୍ଚା ଜୋର ପରେ ଆସିଲା ସରକାରଙ୍କ ସ୍ପଷ୍ଟୋକ୍ତି
କହିଦେଲେ କେଉଁମାନଙ୍କୁ ଦେବାକୁ ପଡ଼ିବ ଟଙ୍କା
ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ସଂସଦରେ ପେମେଣ୍ଟ ଏଣ୍ଡ ସେଟେଲମେଣ୍ଟ ସିଷ୍ଟମ (ସଂଶୋଧନ) ବିଲ୍ ୨୦୨୭ ଗତ ମଙ୍ଗଳବାର ଆଗତ ହୋଇଛି । ଯେଉଁଥିରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରାଯାଉଥିବା କୁହାଯାଉଛି । ଏହି ବିଲ୍କୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାର ଆଶଙ୍କା ସୃଷ୍ଟି ହୋଇଛି । ୟୁପିଆଇ ପେମେଣ୍ଟ କଲେ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ ଚର୍ଚ୍ଚା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟୋକ୍ତି ରଖିଛନ୍ତି ।
ତେବେ ଏହି ଚାର୍ଜ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ କରିବା ପରେ ଲାଗୁ କରାଯିବ । ଅର୍ଥାତ୍ ଯଦି ଥରକେ ୨୦୦୦ରୁ ଅଧିକ ପେମେଣ୍ଟ କରାଯାଉଛି ତେବେ MDR ଚାର୍ଜ ଲାଗୁ ହେବ । ସଂସଦରେ ଏହି ବିଲ୍ ଆଗତ ପରେ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରିଛି ଯେ ଏହି ଟଙ୍କା କାହାକୁ ଦେବାକୁ ପଡ଼ିବ । ଏହାକୁ ନେଇ ବିରୋଧୀ ଦଳ ନେତା ସରକାରଙ୍କୁ ଘେରିବା ପରେ ନିର୍ମଳା ସୀତାରମଣ ସ୍ପଷ୍ଟୋକ୍ତି ରଖିଛନ୍ତି ।
ପଢନ୍ତୁ ଏହି ଖବର: ପ୍ଲାଷ୍ଟିକ୍ ନୋଟ୍ କେବେ ଲୋକଙ୍କୁ ମିଳିବ ? RBI ଗଭର୍ଣ୍ଣର କହିଦେଲେ ତାରିଖ

- MDRକୁ ନେଇ କଣ କହିଲେ ନିର୍ମଳା ?
ପଢନ୍ତୁ ଏହି ଖବର: ପ୍ଲାଷ୍ଟିକ୍ ନୋଟ୍ କେବେ ଲୋକଙ୍କୁ ମିଳିବ ? RBI ଗଭର୍ଣ୍ଣର କହିଦେଲେ ତାରିଖ
- MDR ମାନେ କଣ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories