HDFC Bank New Rule / ଆପଣ HDFC ଗ୍ରାହକ କି ? ନୂଆବର୍ଷରୁ ବନ୍ଦ ହେଉଛି ଏହି ସେବା
·Published on: 28 Nov 2026, 17:43:10 IST·2 min read

Key Points
HDFC ଗ୍ରାହକ ସାବଧାନ
ଜାନୁଆରୀ ୧ରୁ ବଡ଼ ନିଷ୍ପତ୍ତି
ବନ୍ଦ ହୋଇଯିବ ଏହି ସେବା
ଜାନୁଆରୀ ୧ରୁ ବଡ଼ ନିଷ୍ପତ୍ତି
ବନ୍ଦ ହୋଇଯିବ ଏହି ସେବା
ନୂଆଦିଲ୍ଲୀ: ଆପଣ HDFC ବ୍ୟାଙ୍କର ଗ୍ରାହକ କି ? ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ । ୟୁପିଆଇ ଟ୍ରାଞ୍ଜାକ୍ସନ୍କୁ ନେଇ ଏଚଡିଏଫସି ବ୍ୟାଙ୍କ ବଡ଼ ପରିବର୍ତ୍ତନ କରିଛି । ଦେଶର ଅଗ୍ରଣୀ ବ୍ୟାଙ୍କ HDFC ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଏହି ନୂଆ ନିୟମ ବିଷୟରେ ମେସେଜ୍ ପଠାଇବା ଆରମ୍ଭ କରିଛି । ୨୦୨୭ ଜାନୁଆରୀ ୧ ତାରିଖରୁ ୫୦୦ ଟଙ୍କା କିମ୍ବା ଏହାଠାରୁ କମ୍ ମୂଲ୍ୟର UPI ଟ୍ରାଞ୍ଜାକ୍ସନ୍ ପାଇଁ ଆଉ SMS ଆଲର୍ଟ ମିଳିବ ନାହିଁ ।
ଅର୍ଥାତ ଆପଣ ୟୁପିଆଇ ମାଧ୍ୟମରେ ୧୦ ଟଙ୍କାର କିଛି କିଣନ୍ତୁ କିମ୍ବା ୫୦ ଟଙ୍କାର ପନିପରିବା କିଣନ୍ତୁ, ଏହି ଛୋଟ ଛୋଟ ଟ୍ରାଞ୍ଜାକ୍ସନ୍ର SMS ସୂଚନା ଆପଣଙ୍କ ମୋବାଇଲକୁ ଆଉ ଆସିବ ନାହିଁ । ତେବେ ୫୦୦ ଟଙ୍କାରୁ ଅଧିକ UPI ଟ୍ରାଞ୍ଜାକ୍ସନ୍ ପାଇଁ SMS ଆଲର୍ଟ ପୂର୍ବଭଳି ଜାରି ରହିବ । ଏଥିସହ ସମସ୍ତ UPI ଟ୍ରାଞ୍ଜାକ୍ସନ୍ର ଇ-ମେଲ୍ ଆଲର୍ଟ ମଧ୍ୟ ଗ୍ରାହକଙ୍କୁ ମିଳିବ ।

- ଇ-ମେଲ୍ ଅପଡେଟ୍ କରିବାକୁ ପରାମର୍ଶ
- ଗ୍ରାହକଙ୍କ ଉପରେ କ'ଣ ପଡ଼ିବ ପ୍ରଭାବ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: SBI କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି ? ଡିସେମ୍ବର ୧ରୁ ବଦଳିବ ବଡ଼ ନିୟମ
ତେଣୁ ଜାନୁଆରୀ ୧, ୨୦୨୭ରୁ ଲାଗୁ ହେବାକୁ ଥିବା HDFC ବ୍ୟାଙ୍କର ଏହି ନୂଆ ନିୟମ ଛୋଟ UPI ପେମେଣ୍ଟର SMS ଆଲର୍ଟକୁ ବନ୍ଦ କରିବ । ଏଥିପାଇଁ ଗ୍ରାହକ ନିଜ ଇ-ମେଲ୍ ଠିକଣା ଅପଡେଟ୍ ରଖିବା ସହ ଟ୍ରାଞ୍ଜାକ୍ସନ୍ ଉପରେ ନଜର ରଖିବା ଜରୁରୀ ।
ତେଣୁ ଜାନୁଆରୀ ୧, ୨୦୨୭ରୁ ଲାଗୁ ହେବାକୁ ଥିବା HDFC ବ୍ୟାଙ୍କର ଏହି ନୂଆ ନିୟମ ଛୋଟ UPI ପେମେଣ୍ଟର SMS ଆଲର୍ଟକୁ ବନ୍ଦ କରିବ । ଏଥିପାଇଁ ଗ୍ରାହକ ନିଜ ଇ-ମେଲ୍ ଠିକଣା ଅପଡେଟ୍ ରଖିବା ସହ ଟ୍ରାଞ୍ଜାକ୍ସନ୍ ଉପରେ ନଜର ରଖିବା ଜରୁରୀ ।
Related Topics
Explore more stories