New FD Rules / ଅକ୍ଟୋବରରୁ ବଦଳୁଛି FD ନିୟମ; ୩ ବଡ଼ ପରିବର୍ତ୍ତନ କଲା RBI
·39 mins ago·2 min read

Key Points
ଆପଣଙ୍କର ଫିକ୍ସଡ ଡିପୋଜିଟ୍ ଅଛି କି ?
ଜାଣିନିଅନ୍ତୁ...ହେଲା ବଡ଼ ପରିବର୍ତ୍ତନ
ଅକ୍ଟୋବରରୁ ବଦଳୁଛି ଏଫଡି ନିୟମ
ଜାଣିନିଅନ୍ତୁ...ହେଲା ବଡ଼ ପରିବର୍ତ୍ତନ
ଅକ୍ଟୋବରରୁ ବଦଳୁଛି ଏଫଡି ନିୟମ
ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ (FD) କରିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଜମା ଉପରେ ସୁଧ ହାର ନିୟନ୍ତ୍ରଣ କରୁଥିବା ନିୟମରେ କିଛି ବଡ଼ ପରିବର୍ତ୍ତନ କରିଛି । ଏହି ନୂତନ ନିୟମ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ କାର୍ଯ୍ୟକାରୀ ହେବ । ତେବେ କଣ ଏହି ନୂତନ ପଦକ୍ଷେପ ଏବଂ ଏହା FD ଧାରକମାନଙ୍କୁ କିପରି ପ୍ରଭାବିତ କରିବ ତାହା ଜାଣିବା ନିହାତି ଆବଶ୍ୟକ ହୋଇପଡ଼ିଛି ।
ଦ୍ଵିତୀୟ: ପୂର୍ବରୁ ବିଭିନ୍ନ ଶାଖାରେ ସୁଧ ହାର ବିଷୟରେ ଦ୍ୱନ୍ଦ୍ୱ ଥିଲା, କିନ୍ତୁ ଆଉ ତାହା ହେବ ନାହିଁ । ଆରବିଆଇ ସ୍ପଷ୍ଟ ଭାବରେ କହିଛି ଯେ ଯଦି ଜଣେ ଜମାକାରୀ ସମାନ ତାରିଖରେ ସମାନ ପରିମାଣର FD କରନ୍ତି, ତେବେ ବ୍ୟାଙ୍କର କୌଣସି ଶାଖାରେ ସୁଧ ହାର ପୃଥକ କରାଯାଇପାରିବ ନାହିଁ । ଏହାର ଅର୍ଥ ହେଉଛି ଦେଶର ପ୍ରତ୍ୟେକ ଶାଖା ସେହି ଦିନ ସମାନ ସୁଧ ହାର ପ୍ରଦାନ କରିବେ ।
ତୃତୀୟ: ଆରବିଆଇ ବ୍ୟାଙ୍କଗୁଡ଼ିକୁ ଲିକ୍ୱିଡିଟି କଭରେଜ ଅନୁପାତ (ଏଲ୍ସିଆର୍) ଫ୍ରେମୱାର୍କ ଉପରେ ଆଧାର କରି ୩ କୋଟି ଟଙ୍କା କିମ୍ବା ତା'ଠାରୁ ଅଧିକ ପରିମାଣର ବଲ୍କ ଜମା ଉପରେ ଭିନ୍ନ ସୁଧ ହାର ସ୍ଥିର କରିବାକୁ ଅନୁମତି ଦେଇଛି ।
ପଢନ୍ତୁ ଏହି ଖବର: ଚିନି ଦର ବୃଦ୍ଧି ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ; ଆମଦାନୀ ହେବ ୧୦ ଲକ୍ଷ ଟନ୍ ଚିନି
- ଅକ୍ଟୋବରରୁ ୩ଟି ପ୍ରମୁଖ ପରିବର୍ତ୍ତନ

- ଖୁଚୁରା ଏଫଡି ନିବେଶକଙ୍କ ଉପରେ କଣ ପ୍ରଭାବ ପଡ଼ିବ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories