Vegetable Price Today / ବନ୍ୟା ପରେ ପରିବା ବଜାରରେ ନିଆଁ; କନ୍ଦାଇଲାଣି ଦାମ, କେଉଁଠି କେତେ ଦର ଜାଣନ୍ତୁ
·1 month ago·2 min read

Key Points
ଏବେ ପରିବା ବଜାରରେ ଲାଗିଛି ନିଆଁ
ବ୍ୟାପକ ଫସଲ ନଷ୍ଟ ଯୋଗୁଁ ବଢିଛି ଦାମ
ଜାଣନ୍ତୁ କଟକ ଭୁବନେଶ୍ଵରରେ ଦାମ କେତେ
ବ୍ୟାପକ ଫସଲ ନଷ୍ଟ ଯୋଗୁଁ ବଢିଛି ଦାମ
ଜାଣନ୍ତୁ କଟକ ଭୁବନେଶ୍ଵରରେ ଦାମ କେତେ
ଭୁବନେଶ୍ଵର/କଟକ: ବଜାରରେ ଏବେ ପରିବା ଦରରେ ନିଆଁ ଲାଗିଛି । ଲଗାଣ ବର୍ଷା ପରେ ବନ୍ୟା ଯୋଗୁଁ ପରିବା କ୍ଷେତରେ ପାଣି ଜମି ରହି ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି । ଯାହାର ସିଧାସଳଖ ପ୍ରଭାବ ଏବେ ବଜାର ଦର ଉପରେ ପଡ଼ିଛି । ପନିପରିବା ଦର ବଢ଼ିବାରୁ ଶ୍ରାବଣରେ ସାଧାରଣ ଗ୍ରାହକ ଅସୁବିଧା ଭୋଗୁଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ବଜାରକୁ ଗଲେ ୫୦୦ ଟଙ୍କାରେ ବି ଗ୍ରାହକଙ୍କ ବ୍ୟାଗ ଭର୍ତ୍ତି ହେଉନାହିଁ । ଦିନକୁ ଦିନ ବଢୁଥିବା ଏହି ଦରଦାମ ସାଧାରଣ ଓ ମଧ୍ୟବିତ୍ତ ପରିବାରର ଘରୋଇ ବଜେଟ୍କୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି ।
ଆଜି ଭୁବନେଶ୍ଵର ୟୁନିଟ-୧ ବଜାରରେ ପରିବା ଦର (ପ୍ରତି କିଲୋ ପିଛା)
ବିନ-୭୦ ଟଙ୍କା
ପୋଟଳ- ୬୦ ଟଙ୍କା
କାଙ୍କଡ଼- ୬୦ ଟଙ୍କା
କଖାରୁ- ୨୫ ଟଙ୍କା
ଗାଜର- ୪୦ ଟଙ୍କା
ବିଟ- ୪୦ ଟଙ୍କା
ଟମାଟୋ-୩୦ ଟଙ୍କା
ବନ୍ଧାକୋବି- ୪୦ ଟଙ୍କା
ଅମୃତ ଭଣ୍ଡା- ୨୫ ଟଙ୍କା
ବାଇଗଣ- ୬୦ ଟଙ୍କା
ଭେଣ୍ଡି- ୫୦ ଟଙ୍କା
କଲରା- ୮୦ ଟଙ୍କା
- ଛତ୍ରବଜାରରେ ଖାଉଟିକୁ ମହଙ୍ଗା ମାଡ଼
- ଦୁଇଗୁଣା ବଢିଛି ଦର
ଆଜି ଭୁବନେଶ୍ଵର ୟୁନିଟ-୧ ବଜାରରେ ପରିବା ଦର (ପ୍ରତି କିଲୋ ପିଛା)
ବିନ-୭୦ ଟଙ୍କା
ପୋଟଳ- ୬୦ ଟଙ୍କା
କାଙ୍କଡ଼- ୬୦ ଟଙ୍କା
କଖାରୁ- ୨୫ ଟଙ୍କା
ଗାଜର- ୪୦ ଟଙ୍କା
ବିଟ- ୪୦ ଟଙ୍କା
ଟମାଟୋ-୩୦ ଟଙ୍କା
ବନ୍ଧାକୋବି- ୪୦ ଟଙ୍କା
ଅମୃତ ଭଣ୍ଡା- ୨୫ ଟଙ୍କା
ବାଇଗଣ- ୬୦ ଟଙ୍କା
ଭେଣ୍ଡି- ୫୦ ଟଙ୍କା
କଲରା- ୮୦ ଟଙ୍କା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଟକ ଛତ୍ରବଜାରରେ ପରିବା ଦାମ (ପ୍ରତି କିଲୋ ପିଛା)
ବିନ-୧୦୦
ଭେଣ୍ଡି-୫୦
କଲରା-୬୦
ବାଇଗଣ-୫୦
ଟମାଟ-୨୫
ପୋଟଳ-୮୦
ଝୁଡଙ୍ଗ-୫୦
କାଙ୍କଡ଼-୫୦
ପଢନ୍ତୁ ଏହି ଖବର: ଆଜିଠୁ ବନ୍ୟା କ୍ଷୟକ୍ଷତି ଆକଳନ,ରିପୋର୍ଟ ଆଧାରରେ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା
ବିନ-୧୦୦
ଭେଣ୍ଡି-୫୦
କଲରା-୬୦
ବାଇଗଣ-୫୦
ଟମାଟ-୨୫
ପୋଟଳ-୮୦
ଝୁଡଙ୍ଗ-୫୦
କାଙ୍କଡ଼-୫୦
ପଢନ୍ତୁ ଏହି ଖବର: ଆଜିଠୁ ବନ୍ୟା କ୍ଷୟକ୍ଷତି ଆକଳନ,ରିପୋର୍ଟ ଆଧାରରେ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା
Related Topics
Explore more stories