Plastic Note Used Country / ଦେଶରେ ସରୁଛି କାଗଜ ନୋଟର ଯୁଗ; କେଉଁ ଦେଶ ପ୍ରଥମେ ଆଣିଥିଲା ପ୍ଲାଷ୍ଟିକ୍ ନୋଟ୍ ?
·1 hour ago·3 min read

Key Points
ଦେଶରେ ସରିବାକୁ ଯାଉଛି କାଗଜ ନୋଟର ଯୁଗ
ଏବେ ସୁଦ୍ଧା ୬୦ ଦେଶରେ ଚାଲୁଛି ପ୍ଲାଷ୍ଟିକ୍ ନୋଟ୍
କେଉଁ ଦେଶ ପ୍ରଥମେ ପ୍ଲାଷ୍ଟିକ୍ ନୋଟ୍ ଆଣିଥିଲା ଓ କାହିଁକି ?

ଦେଶରେ ସରିବାକୁ ବସିଛି କାଗଜ ନୋଟର ଯୁଗ । ଏବେ କାଗଜ ନୋଟକୁ ମାତ୍ ଦେଇ ବଜାରରେ ପ୍ରଚଳିତ ହେବ ପ୍ଲାଷ୍ଟିକ ନୋଟ୍ । ନା ଏହା କେବେ ଚିରିବ ନା ଓଦା ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପ୍ଲାଷ୍ଟିକ୍ ନୋଟ୍ ଆଣିବା ଉପରେ ବିଚାର କରୁଛି । ତେବେ ଆପଣ କଣ ଜାଣନ୍ତି ଭାରତ ପୂର୍ବରୁ ବିଶ୍ଵରେ ପ୍ରାୟ ୬୦ଟି ଦେଶରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳିତ ହେଉଛି । ଏହି ନୋଟ୍ ଅଧିକ ଦୀର୍ଘାୟୁ, ସୁରକ୍ଷିତ ଓ ନକଲି ନୋଟ୍ ଉପରେ ରୋକ୍ ଲଗାଇବ । ଏପରିକି ନୋଟ୍ ଛପାଇବା ଖର୍ଚ୍ଚ ମଧ୍ୟ କମ୍ ହେବ ବୋଲି କୁହାଯାଉଛି ।
RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ପଲିମର ବା ପ୍ଲାଷ୍ଟିକ୍ ନୋଟ୍ ପାଇଁ ପ୍ରସ୍ତାବ ଏପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଏହା ଉପରେ ଅଧିକ ବିଚାର କରାଯାଉଛି । ଏହା ଏକ ପାଇଲଟ୍ ପ୍ରୋଜେକ୍ଟ ଭାବେ ଖୁବଶୀଘ୍ର ଆସିପାରେ । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ଟଙ୍କା ଏବଂ ୨୦ ଟଙ୍କା ନୋଟ୍ ଆସିବ, କାରଣ ଏହି ନୋଟଗୁଡ଼ିକୁ ବହୁଳ ଭାବରେ ବ୍ୟବହାର କରାଯାଏ ଏବଂ ଏହା ଶୀଘ୍ର ନଷ୍ଟ ହୋଇଯାଏ ମଧ୍ୟ ।

ଯଦି ଭାରତରେ ପ୍ଲାଷ୍ଟିକ୍ ନୋଟ୍ ଆସେ, ତେବେ ଆମ ଦେଶ ପୂର୍ବରୁ ବିଶ୍ଵର ଅନେକ ଦେଶ ଏହି ପଲିମର୍ ନୋଟକୁ ଆପଣାଇ ସାରିଛନ୍ତି । ଯେପରିକି ଅଷ୍ଟ୍ରେଲିଆ, କାନାଡା, ୟୁକେ, ସିଙ୍ଗାପୁର, ନ୍ୟୁଜିଲ୍ୟାଣ୍ଡ, ମାଲେସିଆ ଏବଂ ଥାଇଲ୍ୟାଣ୍ଡ ସମେତ ପ୍ରାୟ ୬୦ଟି ଦେଶରେ ପ୍ଲାଷ୍ଟିକ୍ ମୁଦ୍ରା ପ୍ରଚଳନ ହୋଇସାରିଛି ।

ପଢନ୍ତୁ ଏହି ଖବର: ଗର୍ଭବତୀଙ୍କୁ ମିଳିବ ଟଙ୍କା; ଜାଣନ୍ତୁ କଣ ପ୍ରଧାନମନ୍ତ୍ରୀ ମାତୃତ୍ଵ ବନ୍ଦନା ଯୋଜନା..

- କେଉଁ ଦେଶରେ ପ୍ରଥମେ ଆସିଥିଲା ପ୍ଲାଷ୍ଟିକ୍ ନୋଟ୍ ?

- ପ୍ଲାଷ୍ଟିକ୍ ନୋଟ୍ ବ୍ୟବହାର କାହିଁକି ଭଲ ?

- ଜାଲ୍ ନୋଟ୍ ମୁଦ୍ରଣକୁ ରୋକିବ
ପଢନ୍ତୁ ଏହି ଖବର: ଗର୍ଭବତୀଙ୍କୁ ମିଳିବ ଟଙ୍କା; ଜାଣନ୍ତୁ କଣ ପ୍ରଧାନମନ୍ତ୍ରୀ ମାତୃତ୍ଵ ବନ୍ଦନା ଯୋଜନା..
- ନୋଟ୍ ଛାପିବା ଖର୍ଚ୍ଚ ହ୍ରାସ ପାଇବ
- 'ଭୟଭୀତ ହେବାର ଆବଶ୍ୟକତା ନାହିଁ'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories