Post Office SCSS / ପୋଷ୍ଟ ଅଫିସର ଚମତ୍କାର ସ୍କିମ୍; ଅବସର ପରେ ପ୍ରତି ମାସରେ ହାତକୁ ଆସିବ ୨୦,୫୦୦
·1 hour ago·2 min read

Key Points
ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଶଂସନୀୟ ସ୍କିମ୍
ପ୍ରତି ମାସରେ ହାତକୁ ଆସିବ ୨୦,୫୦୦
ଜାଣନ୍ତୁ କିପରି ଉଠାଇବେ ଲାଭ
ପ୍ରତି ମାସରେ ହାତକୁ ଆସିବ ୨୦,୫୦୦
ଜାଣନ୍ତୁ କିପରି ଉଠାଇବେ ଲାଭ
ନୂଆଦିଲ୍ଲୀ: ଚାକିରିରୁ ଅବସର ନେବା ପରେ ନିୟମିତ ଆୟର ଅଭାବ ଅନେକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ । ବିଶେଷକରି ବୃଦ୍ଧାବସ୍ଥାରେ ଦୈନନ୍ଦିନ ଖର୍ଚ୍ଚ ପାଇଁ ଅନ୍ୟ ଉପରେ ନିର୍ଭର ନକରି ଆର୍ଥିକ ଭାବେ ସ୍ୱାଧୀନ ରହିବାକୁ ସମସ୍ତେ ଚାହାନ୍ତି । ଏପରି ସ୍ଥିତିରେ ବରିଷ୍ଠ ନାଗରିକଙ୍କ ପାଇଁ ଡାକଘରର ସିନିୟର ସିଟିଜେନ୍ସ ସେଭିଂସ୍ ସ୍କିମ୍ (SCSS) ଏକ ଆକର୍ଷଣୀୟ ସଞ୍ଚୟ ବିକଳ୍ପ ହୋଇପାରେ । ଏହି ଯୋଜନାରେ ୩୦ ଲକ୍ଷ ଟଙ୍କା ନିବେଶ କଲେ ବାର୍ଷିକ ୨.୪୬ ଲକ୍ଷ ଟଙ୍କା ସୁଧ ମିଳିପାରିବ । ଅର୍ଥାତ୍ ମାସିକ ହାରାହାରି ୨୦,୫୦୦ ଟଙ୍କା ହାତକୁ ଆସିବ ।
ପଢନ୍ତୁ ଏହି ଖବର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୨% ବଢିଲା DA
- ୮.୨% ସୁଧ ହାରକୁ ସୁରକ୍ଷିତ ନିବେଶ
- କେଉଁମାନେ ଖୋଲିପାରିବେ ଆକାଉଣ୍ଟ ?
ପଢନ୍ତୁ ଏହି ଖବର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୨% ବଢିଲା DA
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୫ ବର୍ଷ ପରେ ଫେରିପାଇବେ ମୂଳଧନ
Related Topics
Explore more stories