Banks Merger News / ସତରେ କଣ ମର୍ଜ ହେବ ୯ଟି ସରକାରୀ ବ୍ୟାଙ୍କ; ଭାଇରାଲ ଡକ୍ୟୁମେଣ୍ଟକୁ ନେଇ ଚର୍ଚ୍ଚା
·1 hour ago·3 min read

Key Points
ସତରେ କଣ ମିଶିଯିବ ଦେଶର ୯ ସରକାରୀ ବ୍ୟାଙ୍କ
କିଛିଦିନ ହେବ ଭାଇରାଲ୍ ହେଉଛି ଡକ୍ୟୁମେଣ୍ଟ
ଏହା ପଛର ପ୍ରକୃତ ସତ କଣ ଜାଣନ୍ତୁ...
କିଛିଦିନ ହେବ ଭାଇରାଲ୍ ହେଉଛି ଡକ୍ୟୁମେଣ୍ଟ
ଏହା ପଛର ପ୍ରକୃତ ସତ କଣ ଜାଣନ୍ତୁ...
ନୂଆଦିଲ୍ଲୀ: ଗତ କିଛି ଦିନ ସୋସିଆଲ ମିଡିଆରେ କିଛି ପ୍ରମୁଖ ସରକାରୀ ବ୍ୟାଙ୍କଗୁଡ଼ିକର ମିଶ୍ରଣ ସମ୍ପର୍କିତ ଏକ ପୋଷ୍ଟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ କେନ୍ଦ୍ର ସରକାର ୯ଟି ସରକାରୀ ବ୍ୟାଙ୍କକୁ ୩ଟି ବଡ଼ ୟୁନିଟରେ ମିଶ୍ରଣ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଏହା ଆଦୌ ସତ ନୁହେଁ । ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (PIB) ଫ୍ୟାକ୍ଟ-ଚେକିଂ ୟୁନିଟ୍ ଏହି ଦାବିକୁ ମିଥ୍ୟା ବୋଲି କହିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର ହେଉଥିବା କିଛି ଡକ୍ୟୁମେଣ୍ଟକୁ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଦର୍ଶାଯାଇଛି । ଏହା ଭାରତ ସରକାରଙ୍କ ସରକାରୀ ଗେଜେଟ୍ ଭାବରେ ଦେଖାଯାଇ ଲୋକଙ୍କୁ ଭ୍ରମିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଭାଇରାଲ ଡକ୍ୟୁମେଣ୍ଟରେ ଦାବି କରାଯାଇଛି ଯେ କେନ୍ଦ୍ର ସରକାର କିଛି ପ୍ରମୁଖ ବ୍ୟାଙ୍କଗୁଡ଼ିକର ମିଶାଇ ଦେବା ଲାଗି ଅନୁମୋଦନ କରିଛନ୍ତି ।
ପଢନ୍ତୁ ଏହି ଖବର: ଏଣିକି ATMରୁ ମିଳିବ ଡେବିଟ୍-କ୍ରେଡିଟ୍ କାର୍ଡ ! ଜାଣନ୍ତୁ ନୂଆ ବ୍ୟାଙ୍କିଂ ସୁବିଧା

- କେଉଁ ବ୍ଯାଙ୍କଗୁଡ଼ିକ ମର୍ଜ ହେବା ପାଇଁ ଦାବି ?
A document circulating on social media, purportedly issued by the Ministry of Finance, claims that the Central Government has notified a scheme for the amalgamation of Public Sector Banks.#PIBFactCheck:
— PIB Fact Check (@PIBFactCheck) September 16, 2026
❌ The document is #Fake and has NOT been issued by @FinMinIndia.
🔰… pic.twitter.com/nCbOS9fRFX
- ଦାବିକୁ ମିଥ୍ୟା କହିଲା PIB
ପଢନ୍ତୁ ଏହି ଖବର: ଏଣିକି ATMରୁ ମିଳିବ ଡେବିଟ୍-କ୍ରେଡିଟ୍ କାର୍ଡ ! ଜାଣନ୍ତୁ ନୂଆ ବ୍ୟାଙ୍କିଂ ସୁବିଧା
- ୨୦୧୯ରେ ହୋଇଥିଲା ବଡ଼ ବ୍ୟାଙ୍କ ମିଶ୍ରଣ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories