Share Market Crash / ୨୫ବର୍ଷ ମଧ୍ୟରେ ଏପରି ହୋଇନଥିଲା...ଲଗାତାର ୮ମ ସପ୍ତାହରେ ଖସିଲା ସେୟାର ବଜାର
·1 hour ago·2 min read

Key Points
ଭାରତୀୟ ସେୟାର ବଜାରରେ ହାହାକାର
ଲଗାତାର ଅଷ୍ଟମ ସପ୍ତାହରେ ଖସିଲା ବଜାର
୨୫ ବର୍ଷ ମଧ୍ୟରେ କେବେବି ଏମିତି ହୋଇନଥିଲା
ଲଗାତାର ଅଷ୍ଟମ ସପ୍ତାହରେ ଖସିଲା ବଜାର
୨୫ ବର୍ଷ ମଧ୍ୟରେ କେବେବି ଏମିତି ହୋଇନଥିଲା
ମୁମ୍ବାଇ: ଭାରତୀୟ ସେୟାର ବଜାରରେ ହାହାକାର । ଷ୍ଟକ୍ ମାର୍କେଟ୍ ଗତ କିଛି ସପ୍ତାହ ଧରି ପ୍ରେସରରେ କାରୋବାର କରୁଛି । ଚଳିତ ସପ୍ତାହରେ ବଜାର ଦ୍ରୁତ ଗତିରେ ଖସୁଥିବାବେଳେ ଆଗକୁ ବି ଆହୁରି ଖସିବ ବୋଲି ଆଶଙ୍କା କରାଯାଇଛି । ବଜାର ଉପରେ ଚାପ ବଢୁଛି । ସେପଟେ କଞ୍ଚା ତେଳ ଦାମ ମଧ୍ୟ ବୃଦ୍ଧି ପାଉଥିବାବେଳେ ଦୋହଲିଯାଇଛି ସେୟାର ମାର୍କେଟ୍ । ଏହା ଲଗାତାର ଅଷ୍ଟମ ସପ୍ତାହ ଯେତେବେଳେ ଉଭୟ ସେନସେକ୍ସ ଓ ନିଫ୍ଟି ଦ୍ରୁତ ଗତିରେ ହ୍ରାସ ପାଇଛି । ଏହା ଗତ ୨୫ ବର୍ଷ ମଧ୍ୟରେ ପ୍ରଥମ ଥର, ଯେତେବେଳେ ଅଷ୍ଟମ ସପ୍ତାହ ଲାଗି ସେୟାର ବଜାରରେ ମାନ୍ଦାବସ୍ଥା ଜାରି ରହିଛି ।
ବିଦେଶୀ ନିବେଶକ ବିକ୍ରି କରୁଛନ୍ତି: ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ନିରନ୍ତର ଟଙ୍କା ଉଠାଇ ନେଉଛନ୍ତି । ସେମାନେ ସେପ୍ଟେମ୍ବର ୩୦ ତାରିଖରେ ₹୧୦,୧୪୮ କୋଟିରୁ ଅଧିକ ମୂଲ୍ୟର ସେୟାର ବିକ୍ରି କରିଛନ୍ତି । ସେପ୍ଟେମ୍ବରର ଶେଷ ଦୁଇଟି ଅଧିବେଶନରେ ବିଦେଶୀ ନିବେଶକମାନେ ₹୨୦,୦୦୦ କୋଟିରୁ ଅଧିକ ମୂଲ୍ୟର ସେୟାର ବିକ୍ରି କରିଛନ୍ତି । ସେପଟେ ଘରୋଇ ସଂସ୍ଥାଗତ ନିବେଶକମାନେ (DIIs) ବୁଧବାର ଅଧିବେଶନରେ ₹୧୧,୨୭୧ କୋଟି ମୂଲ୍ୟର ସେୟାର କିଣିଛନ୍ତି ।
ଆମେରିକୀୟ ବଣ୍ଡ୍ର ପ୍ରଭାବ: ଆମେରିକୀୟ ୧୦-ବର୍ଷିଆ ବଣ୍ଡ ୫.୩%କୁ ବୃଦ୍ଧି ପାଇବା ସହିତ ଏହା ନିବେଶ ପାଇଁ ଅଧିକ ଆକର୍ଷଣୀୟ ମନେ ହେଉଛି । ଫଳସ୍ୱରୂପ ଅଧିକ ନିବେଶକ ଏହି ବଜାରରେ ନିବେଶ କରିବାକୁ ବିଚାର କରୁଛନ୍ ତି।
- ନିବେଶକଙ୍କ ମଧ୍ୟରେ ଆତଙ୍କ
- କାହିଁକି ହ୍ରାସ ଘଟୁଛି?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି: ଅନ୍ୟପଟେ ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ବଜାର ଚାପକୁ ବୃଦ୍ଧି କରିଛି । ଡିସେମ୍ବର ଡେଲିଭରି ପାଇଁ ବ୍ରେଣ୍ଟ ଫ୍ୟୁଚର୍ସ ସକାଳ ୧୧ଟା ୦୩ରେ ପ୍ରତି ବ୍ୟାରେଲ $୯୬.୫୫ରୁ ବୃଦ୍ଧି ପାଇ ଅପରାହ୍ନ ୧.୦୭ଟା ସୁଦ୍ଧା ପ୍ରତି ବ୍ୟାରେଲ $୧୦୦.୨୦ରେ ପହଞ୍ଚିଛି ।
ପଢନ୍ତୁ ଏହି ଖବର: ବିବାହରେ ମିଳିଲା ୧୦ ଲକ୍ଷ ଭର୍ତ୍ତି ଲିଫାଫା; ଉଡ଼ିଲା ହୋସ୍, ଘରେ ପଶିବ କି ଆୟକର ବିଭାଗ ?
ଟଙ୍କା ଡଲାର ପ୍ରତି ୯୬ ଟପିଲା: ଭାରତୀୟ ମୁଦ୍ରା ଚାପ ଅନୁଭବ କରୁଛି । ଡଲାର ତୁଳନାରେ ଟଙ୍କା ୯୬ ସ୍ତର ତଳକୁ ଖସିଯାଇଛି । ଆମେରିକୀୟ ଡଲାର ତୁଳନାରେ ଟଙ୍କା ୯୬.୧୯ର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ବିଦେଶୀ ପାଣ୍ଠି ବାହାରକୁ ଯିବା ଏବଂ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମଧ୍ୟରେ ଟଙ୍କାର ହ୍ରାସ ଘଟିଛି, ଯାହା ଗୁରୁବାର ବଜାର ବିକ୍ରୟର ପ୍ରମୁଖ କାରଣ ଥିଲା ।

Related Topics
Explore more stories