Stock Market Crash / ସେୟାର ବଜାରରେ ଝଡ଼; ଖୋଲୁ ଖୋଲୁ ଖସିଲା ସେନସେକ୍ସ; ଏହା ସବୁଠୁ ବଡ଼ କାରଣ
·4 months ago·2 min read

Key Points
ଲଗାତାର ଦ୍ୱିତୀୟ ଦିନରେ ଷ୍ଟକ୍ ବଜାର ହ୍ରାସ
ସେନସେକ୍ସ ୭୫୦ ପଏଣ୍ଟ ହ୍ରାସ ପାଇଛି
ଇଣ୍ଡିଗୋ, ବଜାଜ, ଅଲଟ୍ରାଟେକ୍ ସିମେଣ୍ଟ, ଇଟନାଲ ଏବଂ ମାରୁତି ସେୟାର ହ୍ରାସ
ପାୱାରଗ୍ରୀଡ୍, ଟିସିଏସ୍, ବିଇଏଲ୍ ଏବଂ ସନ୍ ଫାର୍ମାର ସେୟାର ବୃଦ୍ଧି
ସେନସେକ୍ସ ୭୫୦ ପଏଣ୍ଟ ହ୍ରାସ ପାଇଛି
ଇଣ୍ଡିଗୋ, ବଜାଜ, ଅଲଟ୍ରାଟେକ୍ ସିମେଣ୍ଟ, ଇଟନାଲ ଏବଂ ମାରୁତି ସେୟାର ହ୍ରାସ
ପାୱାରଗ୍ରୀଡ୍, ଟିସିଏସ୍, ବିଇଏଲ୍ ଏବଂ ସନ୍ ଫାର୍ମାର ସେୟାର ବୃଦ୍ଧି
ଯାହା ଭୟ ଥିଲା ତାହା ଘଟିଲା । ଭାରତୀୟ ଷ୍ଟକ୍ ବଜାର ଖୋଲିବା ମାତ୍ରେ କ୍ରାସ୍ ହୋଇଗଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ସେନସେକ୍ସ ପୂର୍ବ ବନ୍ଦ ତୁଳନାରେ ୭୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି, ସେପଟେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ସୂଚକାଙ୍କ ୧୭୫ ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁଁ ବଜାରରେ ପୁଣି ଥରେ ଝଡ଼ ସୃଷ୍ଟି ହୋଇଛି । ବିଦେଶରୁ ମଧ୍ୟ ସେନସେକ୍ସ ଏବଂ ନିଫ୍ଟି ପାଇଁ ଲାଲ ସଙ୍କେତ ମିଳିଛି ।
- କେତେ ହ୍ରାସ ପାଇଲା ସେନସେକ୍ସ ?
- ଏହି ସେୟାର ଅଧିକ ପ୍ରଭାବିତ
- ଷ୍ଟକ୍ ବଜାର କାହିଁକି ଭୁଶୁଡ଼ିଲା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ଲାଗୁ ହେଲା ମହଙ୍ଗା ଭତ୍ତା, ଏତିକି ବଢିବ ଦରମା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏପ୍ରିଲ ୭ ତାରିଖରେ ଘୋଷିତ ଯୁଦ୍ଧବିରତି ବଳବତ୍ତର ରହିବ, କିନ୍ତୁ ଇରାନ କୌଣସି ଶାନ୍ତି ବୈଠକରେ ସାମିଲ ହେବାକୁ ମନା କରିଦେଇଛି । ଏହି ସମୟରେ ଉଭୟ ପକ୍ଷ ହର୍ମୁଜ ପ୍ରଣାଳୀରେ ଅବରୋଧ ବଜାୟ ରଖିଛନ୍ତି । ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଆସୁଥିବା କିଛି ଜାହାଜ ଉପରେ ଗୁଳି ଚଳାଇଛି ଏବଂ ସେମାନଙ୍କ ମଧ୍ୟରୁ କିଛି ଜାହାଜକୁ ଜବତ କରିଛି । ଏହା ନିବେଶକମାନଙ୍କୁ ଚିନ୍ତିତ କରିଛି ।

Related Topics
Explore more stories