FD Interest Rate / ପଛରେ ପଡ଼ିଲେ SBI ଓ HDFC; ଫିକ୍ସଡ୍ ଡିପୋଜିଟରେ ଅଧିକ ରିଟର୍ଣ୍ଣ ଦେଉଛି ଏହି ବ୍ୟାଙ୍କ
·1 hour ago·2 min read

Key Points
FDରେ ମିଳୁଛି ୮.୬୦% ସୁଧ
ଛୋଟ ବ୍ୟାଙ୍କର ବଡ଼ ଅଫର
ପଛରେ ପଡ଼ିଲେ SBI ଓ HDFC
ଛୋଟ ବ୍ୟାଙ୍କର ବଡ଼ ଅଫର
ପଛରେ ପଡ଼ିଲେ SBI ଓ HDFC
ନୂଆଦିଲ୍ଲୀ: ଅବସର ପରେ ନିଜର ସଞ୍ଚିତ ଟଙ୍କାକୁ ସୁରକ୍ଷିତ ରଖିବା ସହ ଭଲ ରିଟର୍ଣ୍ଣ ପାଇବାକୁ କିଏ ବା ନଚାହେଁ । ବିଶେଷ କରି ବରିଷ୍ଠ ନାଗରିକଙ୍କ ପାଇଁ ଫିକ୍ସଡ୍ ଡିପୋଜିଟ୍ ବା FD ଏକ ଲୋକପ୍ରିୟ ନିବେଶ ବିକଳ୍ପ । ତେବେ ନଭେମ୍ବର ୨୦୨୬ରେ କିଛି ବ୍ୟାଙ୍କ FD ଉପରେ ଆକର୍ଷଣୀୟ ସୁଧ ଦେଉଛନ୍ତି । ଏହି ତାଲିକାରେ ସବୁଠାରୁ ଆଗରେ ରହିଛି ସୂର୍ଯ୍ୟୋଦୟ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ । ଏଠାରେ ୫ ବର୍ଷର FD ଉପରେ ବରିଷ୍ଠ ନାଗରିକଙ୍କୁ ବାର୍ଷିକ ୮.୬୦ ପ୍ରତିଶତ ସୁଧ ମିଳୁଛି
- SBI ଓ HDFCରେ କେତେ ସୁଧ ?
- ଅନ୍ୟ ବ୍ୟାଙ୍କର ସୁଧ ହାର
- FD କରିବା ପୂର୍ବରୁ ଏହି କଥା ଜାଣନ୍ତୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢିଲା ମହଙ୍ଗା ଭତ୍ତା
- ଫିକ୍ସଡ୍ ଡିପୋଜିଟ୍ କଲେ କଣ ହେବ ?