Twisha Sharma case / ତ୍ଵିଶା ଶର୍ମା ଶାଶୁ-ସ୍ଵାମୀଙ୍କୁ ଶକ୍ତ ଝଟକା; କେସ୍ ଲଢିବାକୁ ମନା କରିଦେଲେ ଓକିଲ
·1 hour ago·2 min read

Key Points
ବହୁଚର୍ଚ୍ଚିତ ଅଭିନେତ୍ରୀ ତ୍ଵିଶା ଶର୍ମା ମୃତ୍ୟୁ ଘଟଣା
ସ୍ଵାମୀ ସିଦ୍ଧାର୍ଥ ଓ ଶାଶୁ ଗିରିବାଲାଙ୍କୁ ଶକ୍ତ ଝଟକା
ଅଧାରୁ କେସ୍ ଲଢିବାକୁ ମନାକରିଦେଲେ ଓକିଲ
ସ୍ଵାମୀ ସିଦ୍ଧାର୍ଥ ଓ ଶାଶୁ ଗିରିବାଲାଙ୍କୁ ଶକ୍ତ ଝଟକା
ଅଧାରୁ କେସ୍ ଲଢିବାକୁ ମନାକରିଦେଲେ ଓକିଲ
ନୋଏଡା ମଡେଲ ତଥା ଅଭିନେତ୍ରୀ ତ୍ଵିଶା ଶର୍ମା ଆତ୍ମହତ୍ୟା ଘଟଣାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତ୍ଵିଶାଙ୍କ ସ୍ଵାମୀ ସମର୍ଥ ସିଂହଙ୍କ ଓକିଲ ମୁଗେନ୍ଦ୍ର ସିଂ ତାଙ୍କ କେସ୍ ଲଢିବାକୁ ସିଧାସିଧା ମନା କରିଦେଇଛନ୍ତି । ସେ ଏବେ ସମର୍ଥ ଓ ତ୍ଵିଶାଙ୍କ ଶାଶୁ ଗିରିବାଲା ସିଂହଙ୍କ କେସ୍ ଲଢିବେ ନାହିଁ ବୋଲି ଗଣମାଧ୍ୟମକୁ ସୂଚିତ କରିଛନ୍ତି । ତେବେ ଗତକାଲି ତ୍ଵିଶାଙ୍କ ଦ୍ଵିତୀୟ ଶବ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର ହୋଇଛି, ଏପଟେ ସ୍ଵାମୀଙ୍କ ପାଇଁ କେସ୍ ଲଢୁଥିବା ଓକିଲଙ୍କ ଏପରି ନିଷ୍ପତ୍ତିକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ମୁଗେନ୍ଦ୍ର ସିଂ କହିଛନ୍ତି ଯେ ସେ ପରିବାରକୁ ପରାମର୍ଶ ଦେଇଥିଲେ ଯେ ସିଦ୍ଧାର୍ଥ ଆତ୍ମସମର୍ପଣ କରିଦିଅନ୍ତୁ । ତାଙ୍କ ପରାମର୍ଶ ପରେ ହିଁ ସମର୍ଥ ଆତ୍ମସମର୍ପଣ କରିଥିଲେ, କିନ୍ତୁ ପରିବାର ଆଇନଜୀବୀ ମୁଗେନ୍ଦ୍ରଙ୍କ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସିଦ୍ଧାର୍ଥ ପୋଲିସ ଆଗରେ ଆତ୍ମସମର୍ପଣ କରିବାକୁ ପରିବାର ହୁଏତ ଚାହୁଁନଥିଲା ବୋଲି କହିଛନ୍ତି ଆଇନଜୀବୀ ମୁଗେନ୍ଦ୍ର । ଏଠାରେ କହିରଖୁଛୁ କି, ତ୍ଵିଶାଙ୍କ ଆତ୍ମହତ୍ୟାର ପ୍ରାୟ ୧୦ ଦିନ ପରେ ଅଭିଯୁକ୍ତ ସ୍ଵାମୀ ସିଦ୍ଧାର୍ଥଙ୍କୁ ଗିରଫ କରିଥିଲା ପୋଲିସ ।
ପଢନ୍ତୁ ଏହି ଖବର: ଯେଉଁ ଝିଅକୁ କୋଳେଇଥିଲି, କାଖେଇଥିଲି...ଦ୍ଵିତୀୟ ପୋଷ୍ଟମର୍ଟମ ପରେ ତ୍ଵିଶାଙ୍କୁ ବିଦାୟ ଦେଲେ ବାପା

- ସମର୍ଥଙ୍କୁ ଶକ୍ତ ଝଟକା
- ହାଇକୋର୍ଟରେ ଆଜି ଶୁଣାଣି
ପଢନ୍ତୁ ଏହି ଖବର: ଯେଉଁ ଝିଅକୁ କୋଳେଇଥିଲି, କାଖେଇଥିଲି...ଦ୍ଵିତୀୟ ପୋଷ୍ଟମର୍ଟମ ପରେ ତ୍ଵିଶାଙ୍କୁ ବିଦାୟ ଦେଲେ ବାପା
- କେମିତି ହୋଇଥିଲା ତ୍ଵିଶାଙ୍କ ମୃତ୍ୟୁ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories