Dead body Under Bathroom / ବାଥରୁମ ଟାଇଲ୍ ତଳେ ମୃତ ସ୍ଵାମୀ; ସେଇଠି ୪୫ଦିନ ଧରି ଗାଧୋଉଥିଲା ସ୍ତ୍ରୀ
·2 months ago·2 min read

Key Points
ବାଥରୁମ ଟାଇଲ୍ ତଳେ ମୃତ ସ୍ଵାମୀ
ସେଇଠି ୪୫ ଦିନ ଧରି ଗାଧେଇଲା ସ୍ତ୍ରୀ
ଚର୍ଚ୍ଚାରେ ୟୁପିର ବାଥରୁମ ମର୍ଡର
ସେଇଠି ୪୫ ଦିନ ଧରି ଗାଧେଇଲା ସ୍ତ୍ରୀ
ଚର୍ଚ୍ଚାରେ ୟୁପିର ବାଥରୁମ ମର୍ଡର
ଉତ୍ତର ପ୍ରଦେଶର ଆଗ୍ରାରୁ ଏମିତି ଏକ ହତ୍ୟାକାଣ୍ଡ ଖବର ସାମ୍ନାକୁ ଆସିଛି, ଯଆହାକି ପୋଲିସ ଓ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ପ୍ରାୟ ୪୫ ଦିନ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ନିଖୋଜ ଥିବା ଚର୍ଚ୍ଚା ହେଉଥିଲା, କିନ୍ତୁ ଯେତେବେଳେ ପୋଲିସ ଘରର ବାଥରୁମ ଟାଇଲ୍ ଭାଙ୍ଗିଥିଲା ସେତେବେଳେ ଟାଇଲ୍ ତଳୁ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ଏହି ଘଟଣାରେ ଏବେ ମୃତବ୍ୟକ୍ତିଙ୍କ ପତ୍ନୀକୁ ପୋଲିସ ପଚରାଉଚରା କରୁଛି ।
ପଢନ୍ତୁ ଏହି ଖବର: ଘରୁ ସୁନା ଅଳଙ୍କାର ଚୋରି କଲେ; ଧରାପଡ଼ିଯିବାରୁ ଡ୍ରେସ୍ ଖୋଲିବାକୁ ଧମକ
- ମେ ୧୮ରୁ ନିଖୋଜ ଥିଲେ
- କେମିତି ଜଣାପଡ଼ିଲା ସତ ?
ପଢନ୍ତୁ ଏହି ଖବର: ଘରୁ ସୁନା ଅଳଙ୍କାର ଚୋରି କଲେ; ଧରାପଡ଼ିଯିବାରୁ ଡ୍ରେସ୍ ଖୋଲିବାକୁ ଧମକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ସମୟରେ ପୋଲିସର ନଜର ବାଥରୁମ ଟାଇଲ୍ ଉପରେ ପଡ଼ିଥିଲା । ତାଜା ପ୍ଲାଷ୍ଟର ହେବା ଦେଖି ପୋଲିସର ସନ୍ଦେହ ହୋଇଥିଲା । ଏହାପରେ ବାଥରୁମ ଟାଇଲ୍ ହଟାଇ ଖୋଳାଖୋଳି ଆରମ୍ଭ ହୋଇଥିଲା ଏବଂ ଟାଇଲ୍ ତଳୁ ସୁରେନ୍ଦ୍ର କୁମାର ଶର୍ମାଙ୍କ ଶବ ମିଳିଥିଲା । ଏହି ଖବର ନିଆଁ ପରି ଚାରିଆଡ଼େ ବ୍ୟାପିଯାଇଥିଲା । ଘଟଣାରେ ସ୍ଥାନୀୟ ଲୋକେ ଯେତିକି ଆଶ୍ଚର୍ଯ୍ୟ ସେତିକି ଭୟଭୀତ ମଧ୍ୟ ହୋଇପଡ଼ିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ହତ୍ୟାକାରୀ ହେଉଛନ୍ତି ସୁରେନ୍ଦ୍ରଙ୍କ ସ୍ତ୍ରୀ ରୁବି । ସେ ସ୍ଵାମୀଙ୍କୁ ହତ୍ୟା କରିବା ପରେ ବାଥରୁମ ତଳେ ପୋତି ନୂଆ ଟାଇଲ୍ ଲଗାଇଥିଲେ ।
- କାହିଁକି ସ୍ଵାମୀଙ୍କୁ ହତ୍ୟା କଲେ ରୁବି ?
Related Topics
Explore more stories