OAS Sexual Assault / ସହକର୍ମୀଙ୍କୁ ଯୌନ ଶୋଷଣ ଘଟଣା; ଜେଲର ୪ କାନ୍ଥ ଭିତରେ କଟିଲା ବାବୁଙ୍କ ରାତି
·1 hour ago·2 min read

Key Points
ସହକର୍ମୀଙ୍କୁ ଯୌନ ଶୋଷଣ ଓ ହତ୍ୟା ଉଦ୍ୟମ ଘଟଣା
ମହିଳା କମିସନଙ୍କ କଡ଼ା ଆକ୍ସନ
ଅରୁଣ ବିଶ୍ୱାଳଙ୍କ ବିରୋଧରେ କମିଶନ ପକ୍ଷରୁ ମାମଲା ରୁଜୁ
ମାମଲାରେ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ
ମହିଳା କମିସନଙ୍କ କଡ଼ା ଆକ୍ସନ
ଅରୁଣ ବିଶ୍ୱାଳଙ୍କ ବିରୋଧରେ କମିଶନ ପକ୍ଷରୁ ମାମଲା ରୁଜୁ
ମାମଲାରେ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ
ଭୁବନେଶ୍ଵର: ଝାରପଡ଼ା ଜେଲର ଚାରି କାନ୍ଥ ଭିତରେ କଟିଲା ବାବୁଙ୍କ ରାତି । ଏପଟେ ସହକର୍ମୀଙ୍କୁ ଯୌନ ଶୋଷଣ ଓ ହତ୍ୟା ଉଦ୍ୟମ ଭଳି ସାଂଘାତିକ ଅଭିଯୋଗରେ ଗିରଫ ହୋଇଥିବା ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କ ମାମଲାରେ ଏବେ ଆକ୍ସନ ମୋଡ୍ରେ ମହିଳା କମିସନ । ପରିବହନ ବିଭାଗର ଆଡିସନାଲ ସେକ୍ରେଟାରୀ ଅରୁଣ ବିଶ୍ବାଳଙ୍କ ବିରୋଧରେ ତଦନ୍ତ ଜୋର୍ଦାର କରିଛି କମିସନ।
ପଢନ୍ତୁ ଏହି ଖବର: ସହକର୍ମୀଙ୍କୁ ଯୌନ ଶୋଷଣ ମାମଲା, ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦିଅ
- ୧୫ ଦିନ ମଧ୍ୟରେ ରିପୋର୍ଟ ତଲବ
- ଜେଲରେ ଭିତରେ କଟିଲା ରାତି
ପଢନ୍ତୁ ଏହି ଖବର: ସହକର୍ମୀଙ୍କୁ ଯୌନ ଶୋଷଣ ମାମଲା, ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦିଅ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଭଳି ସାଂଘାତିକ ଅଭିଯୋଗରେ ଜଣେ ବରିଷ୍ଠ ସରକାରୀ ଅଧିକାରୀ ଗିରଫ ହୋଇ ଜେଲ୍ ଯିବା ପରେ, ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ପରିବହନ ବିଭାଗ ଏହାଙ୍କ ବିରୋଧରେ କିଭଳି ଓ କେଉଁ କଠିନ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
Related Topics
Explore more stories