Vigilance Raid / ଘରେ ପୁଳାପୁଳା ଟଙ୍କା; ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ନଗଦ ୨.୯୮ ଲକ୍ଷ ଜବତ
·1 hour ago·2 min read

Key Points
ପିଇଓ କାର୍ତ୍ତିକ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଆଜି ଭୋର ସକାଳୁ ମାଡ଼ି ବସିଲା ଟିମ୍
ଏକକାଳୀନ ଦୁଇଟି ସ୍ଥାନରେ ଚଢାଉ ହୋଇଛି
ଆଜି ଭୋର ସକାଳୁ ମାଡ଼ି ବସିଲା ଟିମ୍
ଏକକାଳୀନ ଦୁଇଟି ସ୍ଥାନରେ ଚଢାଉ ହୋଇଛି
ବରଗଡ଼: ଘରେ ପୁଳା ପୁଳା ଟଙ୍କା । ଖାଲି ୫୦୦ ଟଙ୍କିଆ ନୋଟ୍ । ଏକାବେଳେ ୨.୯୮ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ ଟିମ । ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ କନ୍ଧାଗାର୍ଡ ଗ୍ରାମର କାର୍ତ୍ତିକ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟର ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ଦୁଇଟି ସ୍ଥାନରେ ରେଡ୍ ଚାଲିଛି ।
ପଢନ୍ତୁ ଏହି ଖବର: ବିଲ୍ ପାସ୍ ପାଇଁ ଠିକାଦାରଙ୍କ ଠାରୁ ୩ ଲକ୍ଷ ଲାଞ୍ଚ, ଘରୁ ମିଳିଲା ଆଉ ନଗଦ ୪ ଲକ୍ଷ
- ସକାଳୁ ସକାଳୁ ଭିଜିଲାନ୍ସ ଚଢାଉ
- ୨.୯୮ ଲକ୍ଷ ନଗଦ ଟଙ୍କା ଜବତ
ପଢନ୍ତୁ ଏହି ଖବର: ବିଲ୍ ପାସ୍ ପାଇଁ ଠିକାଦାରଙ୍କ ଠାରୁ ୩ ଲକ୍ଷ ଲାଞ୍ଚ, ଘରୁ ମିଳିଲା ଆଉ ନଗଦ ୪ ଲକ୍ଷ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଖୋଳତାଡ଼ କରୁଛି ଭିଜିଲାନ୍ସ
Related Topics
Explore more stories