Delivery Inside Toilet / iPhone କାରଖାନା ଟଏଲେଟରେ ଡେଲିଭରି; କୁଆଁ କୁଆଁ ରାବ ପୂର୍ବରୁ କାଟିଲା ବେକ, ଶିଶୁକୁ ମାରିଲା ଫ୍ଲସ୍
·4 months ago·2 min read

Key Points
ଅବିବାହିତା ମାଆର ବର୍ବରତା
ଶୌଚାଳୟରେ ଶିଶୁକୁ ଦେଲେ ଜନ୍ମ
କାନ୍ଦିବା ପୂର୍ବରୁ କାଟିଦେଲେ ବେକ
ଶୌଚାଳୟରେ ଶିଶୁକୁ ଦେଲେ ଜନ୍ମ
କାନ୍ଦିବା ପୂର୍ବରୁ କାଟିଦେଲେ ବେକ
ଭାରତରେ ଆପଲର ଶୀର୍ଷ କାରଖାନା ମଧ୍ୟରୁ ଗୋଟିଏ ବେଙ୍ଗାଲୁରୁ ଫକ୍ସକନ କାରଖାନାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଜଣେ ୧୯ ବର୍ଷୀୟା ଯୁବତୀ ଶୌଚାଳୟରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଆଉ ଜନ୍ମ ହେବାର କିଛି ମିନିଟ୍ ମଧ୍ୟରେ ଶିଶୁଟିକୁ ହତ୍ୟା କରିଛନ୍ତି । ଏପରିକି ଶିଶୁଟିକୁ କାଟି ଶୌଚାଳୟରେ ଫ୍ଲସ୍ କରିବାକୁ ଚେଷ୍ଟା କରିଥିଲେ । ଅଭିଯୁକ୍ତ ଯୁବତୀ ଜଣକ ଫକ୍ସକନ କାରଖାନାର ଜଣେ କର୍ମଚାରୀ ଥିବା ଜଣାପଡ଼ିଛି ।
ଅଭିଯୁକ୍ତ ଯୁବତୀ ଜଣେ ଅବିବାହିତା ମା' ଥିଲେ ଏବଂ ଅପମାନର ଭୟରେ ଏହି ଭୟଙ୍କର ପଦକ୍ଷେପ ନେଇଛନ୍ତି । ପୋଲିସ ଯୁବତୀଙ୍କୁ ଗିରଫ କରିଛି । ପୋଲିସ ସୂତ୍ର ଅନୁସାରେ, କ୍ୟାମ୍ପସରେ ଏହା ଦ୍ୱିତୀୟ ଏପରି ଘଟଣା, ଯାହା ଅଧିକାରୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଶୌଚାଳୟ ପିଟ୍ ଭିତରେ ଭ୍ରୁଣ ମିଳିଥିଲା । ପରିସ୍ଥିତି ଦେଖିବା ପରେ ସ୍ଥାନୀୟ କର୍ମଚାରୀମାନେ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଥିଲେ ।

- କେହି ଜାଣି ନଥିଲେ ଯେ ସେ ଗର୍ଭବତୀ ଥିଲେ
- ନିଜେ କଲେ ନିଜର ଡେଲିଭରି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କେମିତି ଘଟଣା ଜଣାପଡ଼ିଲା ?
ପଢନ୍ତୁ ଏହି ଖବର: ବଳପୂର୍ବକ ପ୍ରସବ କରାଇଲେ, ଶିଶୁର ମୁଣ୍ଡ କଟି ମହିଳାଙ୍କ ପେଟ ଭିତରେ ବାକି ଅଧା ଅଂଶ ବାହାରେ
- ଗତ ବର୍ଷ ଘଟିଥିଲା ସମାନ ଘଟଣା
Related Topics
Explore more stories