Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜଧାନୀରେ ଫୁଟିଲା ଗୁଳି, ୫୦୦ ଟଙ୍କା ପାଇଁ ଯୁକ୍ତିତର୍କ ପରେ ବ୍ଲାଙ୍କ ଫାୟାରିଂ କଲେ ଗ୍ରାହକ

Crime

Bhubaneswar Firing / ରାଜଧାନୀରେ ଫୁଟିଲା ଗୁଳି, ୫୦୦ ଟଙ୍କା ପାଇଁ ଯୁକ୍ତିତର୍କ ପରେ ବ୍ଲାଙ୍କ ଫାୟାରିଂ କଲେ ଗ୍ରାହକ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·1 min read
ରାଜଧାନୀରେ ଫୁଟିଲା ଗୁଳି, ୫୦୦ ଟଙ୍କା ପାଇଁ ଯୁକ୍ତିତର୍କ ପରେ ବ୍ଲାଙ୍କ ଫାୟାରିଂ କଲେ ଗ୍ରାହକ
Firing

Key Points

ରାଜଧାନୀରେ ଫୁଟିଲା ଗୁଳି
ପାଞ୍ଚଶହ ଟଙ୍କାକୁ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ଯୁକ୍ତିତର୍କ
ଖୁଚୁରା ନଥିବାରୁ ଆରମ୍ଭ ହୋଇଥିଲା ପାଟିତୁଣ୍ଡ
ରାଜଧାନୀରେ ଫୁଟିଲା ଗୁଳି I ପାଞ୍ଚ ଶହ ଟଙ୍କା ପାଇଁ ଯୁକ୍ତିତର୍କ ପରେ ବ୍ଲାଙ୍କ ଫାୟାରିଂ କଲେ ଗ୍ରାହକ I ଖାରବେଳ ନଗର ଥାନା ସତ୍ୟନଗର ପଞ୍ଜାବୀ କଲୋନୀ ଅଧୀନରେ ଘଟିଛି ଏହି ଘଟଣା । ଗ୍ରାହକ ଓ ପାନ ଦୋକାନୀ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ । ୫୦ ଟଙ୍କାର ସମାଗ୍ରୀ କିଣି ଗ୍ରାହକ ବଢାଇ ଥିଲେ ୫୦୦ ସହ ଟଙ୍କା I

କିନ୍ତୁ ପାନ ଦୋକାନୀଙ୍କ ପାଖରେ ଖୁଚୁରା ନଥିବାରୁ ଆରମ୍ଭ ହୋଇଥିଲା ତୁ ତୁ ମେଁ ମେଁ । ଦୋକାନୀ ଓ ତାଙ୍କ ସହଯୋଗୀ ଗ୍ରାହକଙ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ । ପରେ ଜୀବନ ବଞ୍ଚାଇବାକୁ ଗ୍ରାହକ ଜଣଙ୍କ ବ୍ଲାଙ୍କ ଫାୟାରିଂ କରିଥିବା ଅଭିଯୋଗ ହୋଇଛି । ଖାରବେଳ ନଗର ଥାନା ପୋଲିସ ବନ୍ଧୁକ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ପଚରା କରୁଛି ।

ଏଥିସହ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାର ନୁଆ ଟ୍ବିଷ୍ଟ, PSO କହିଲେ ଗୋପାଳ ଗୁଳିମାଡ଼ କରୁଥିବା ଦେଖିନି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gunshot Panic in Bhubaneswar: Blank Firing After ₹500 Dispute at Pan Shop | Argus News