Police Encounter / କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀକୁ ଏନ୍କାଉଣ୍ଟର
·3 months ago·2 min read

Key Points
କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀକୁ ଏନ୍କାଉଣ୍ଟର
ଗୁଳି କଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍
ଇନଫୋଭ୍ୟାଲି ଥାନା ଅରିସଲରେ ଏନକାଉଣ୍ଟର
ପୋଲିସକୁ ଦେଖି ପ୍ରଥମେ ଗୁଳି କରିଥିଲା ଡ୍ରଗ୍ସ ମାଫିଆ ପପୁନ

ଭୁବନେଶ୍ଵର: ଗର୍ଜିଲା ପୋଲିସ ବନ୍ଧୁକ । ଘାଇଲା ହେଲା ଡ୍ରଗ୍ସ ମାଫିଆ । ରାଜଧାନୀ ଭୁବନେଶ୍ଵରରେ ଏନ୍କାଉଣ୍ଟର କରିଛି କମିଶନରେଟ୍ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ । ପୋଲିସ ଏନ୍କାଉଣ୍ଟରରେ କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀ ଆହତ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଇନଫୋଭ୍ଯାଲି ଥାନା ଅନ୍ତର୍ଗତ ଅରିସଲ ନିକଟରେ ପପୁନ ବଡ଼ ଧରଣର ନିଶା ସାମଗ୍ରୀ ବିକ୍ରି ପାଇଁ ଯୋଜନା କରୁଥିଲା । ଏନେଇ ନେଇ ସ୍ପେଶାଲ କ୍ରାଇମ୍ ୟୁନିଟ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା ।
ଏଥିସହ ପଢ଼ନ୍ତୁ: ବ୍ରହ୍ମପୁରରେ ପୁଣି ଦୁଇ ଅପରାଧୀଙ୍କୁ ପୋଲିସର ଏନକାଉଣ୍ଟର୍
ପୋଲିସକୁ ଦେଖି ଅଭିଯୁକ୍ତ ପପୁନ ସେଠାରୁ ବାଇକ୍ରେ ଖସିଯିବାକୁ ଉଦ୍ୟମ କରିଥିଲା । ପୋଲିସ ତାକୁ କାବୁ କରିବାକୁ ଚେଷ୍ଟା କରିବାରୁ ପପୁନ ନିଜ ପାଖରେ ରଖିଥିବା ବନ୍ଧୁକରୁ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାର ଜବାବରେ ପୋଲିସ ନିଜର ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚାଳନା କରିଥିଲା । ପୋଲିସ ଗୁଳି ପପୁନର ଗୋଡ଼ରେ ବାଜିବାରୁ ସେ ସେଠାରେ ହିଁ ପଡ଼ି ଯାଇଥିଲା । ପପୁନକୁ ଆହତ ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ପପୁନ ମାଝୀର ଘର । ସେ ଜଣେ ହାର୍ଡକୋର ନିଶା ବେପାରୀ ହୋଇଥିବା ବେଳେ ତାର ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି ।
ସେପଟେ ବ୍ରହ୍ମପୁରରେ ପୋଲିସର ଏନକାଉଣ୍ଟର ଜାରି ରହିଛି । ସୋମବାର-ମଙ୍ଗଳବାର ରାତିରେ ବ୍ରହ୍ମପୁରରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୋଲିସ । ହିଞ୍ଜିଳିକାଟୁ ଓ ସିକିରି ଗ୍ରାମ ଦୁଇ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି ।
ବହୁ ଚର୍ଚ୍ଚିତ ଗୋପାଳପୁର ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣାରେ ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ । ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁରରେ ଉଭୟ ଅଭିଯୁକ୍ତ ପୋଲିସକୁ ଆକ୍ରମଣ କରି ଫେରାର ହେବା ପାଇଁ ଉଦ୍ୟମ କରିଥିଲେ ।
ଏଥିସହ ପଢ଼ନ୍ତୁ: ପୋଲିସକୁ ଆଉ ଭୟ ନାହିଁ କି ? ରାଜଧାନୀରେ କାହିଁକି ବଢ଼ୁଛି ଅପରାଧ ?
ପୋଲିସ ଉପରେ ଆକ୍ରମଣ କରିବାରୁ ଆଙ୍କୁଶପୁରରେ ରଞ୍ଜନ ଓ ସରୋଜକୁ ପୋଲିସ କରିଛି ଏନକାଉଣ୍ଟର । ରଞ୍ଜନଙ୍କ ଡାହାଣ ଗୋଡ଼ରେ ଗୋଟିଏ ଗୁଳି ଓ ସରୋଜର ବାମ ଗୋଡ଼ରେ ଗୋଟିଏ ଗୁଳି ବାଜିଛି । ଆହତ ଅବସ୍ଥାରେ ଉଭୟଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।

ଏହା ପୂର୍ବରୁ ରବିବାର ଦିନ ମଧ୍ୟ ବ୍ରହ୍ମପୁରରେ ଏକ ଏନକାଉଣ୍ଟର୍ ହୋଇଥିଲା । ଜଗା ସାହୁ ଓରଫ ଜଗନ୍ନାଥକୁ ଏନକାଉଣ୍ଟର କରିଥିଲା ପୋଲିସ। ଜଗା ବାଉରୀ ସୁକୁଣ୍ଡାରେ ଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିବା ବେଳେ ଜଗା ପୁଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା । ପୁଲିସର ପାଲଟା ଗୁଳି ଚାଳନାରେ ଜଗା ଆହତ ହୋଇଥିଲା ।
Related Topics
Explore more stories