Bhubaneswar Murder / ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ, ଧାରୁଆ ଅସ୍ତ୍ରରେ ଦୋକାନୀଙ୍କୁ ହାଣିଲେ
·1 hour ago·1 min read

Key Points
ରାଜଧାନୀରେ ପୁଣି ବୀଭତ୍ସ ହତ୍ୟାକାଣ୍ଡ
ଦୋକାନୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା
ହତ୍ୟାର କାରଣ ଅସ୍ପଷ୍ଟ, ଲିଙ୍ଗରାଜ ଥାନା ପୋଲିସ୍ର ତଦନ୍ତ

ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ । ଭୁବନେଶ୍ବରରେ ପୁଣି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ଦୋକାନୀଙ୍କୁ ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତକଙ୍କ ମୁଣ୍ଡକୁ ଦୁବୃର୍ତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ।
ଅଧିକ ପଢ଼ନ୍ତୁ: ବାଲି ମାଫିଆ ଘରୁ ସାଢ଼େ ୫ କୋଟି ଟଙ୍କା, ୧୫ କେଜି ସୁନା ଜବତ; ପୋଲିସକୁ ସାବାସୀ ଦେଲେ ମୁଖ୍ୟମନ୍ତ୍ରୀ
ଏହି ଘଟଣା ଲିଙ୍ଗରାଜ ଥାନା ଅନ୍ତର୍ଗତ ଗ୍ୟାରେଜ ଛକ ଗାୟତ୍ରୀ ବସ୍ତି ନିକଟରେ ଘଟିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ନାମ ଜିତୁ କାଣ୍ଡି ବୋଲି ଜଣାପଡ଼ିଛି । ତାଙ୍କ ଘର ଶିଶୁପାଳ ଅଞ୍ଚଳରେ ହୋଇଥିବାବେଳେ ସେ ଗ୍ୟାରେଜ ଛକ ନିକଟରେ ବ୍ୟବସାୟ କରୁଥିଲେ । ତେବେ କେଉଁ କାରଣରୁ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories