Woman Assault / ମେଳାରେ ନିଶା କୋଲ୍ଡଡ୍ରିଙ୍କସ ପିଆଇ ଗଣଦୁଷ୍କର୍ମ; ୩ଦିନ ପୀଡ଼ିତାଙ୍କୁ ବାନ୍ଧି ରଖିଲେ
·5 months ago·2 min read

Key Points
ବିହାର ମୁଜ୍ଜଫରପୁର ଜିଲ୍ଲାରେ ଯୁବତୀଙ୍କୁ ଗଣଦୁଷ୍କର୍ମ
ମେଳାରେ ନିଶା କୋଲ୍ଡଡ୍ରିଙ୍କସ ପିଆଇ ଜଘନ୍ୟକାଣ୍ଡ
ମେଳାରେ ନିଶା କୋଲ୍ଡଡ୍ରିଙ୍କସ ପିଆଇ ଜଘନ୍ୟକାଣ୍ଡ
ବିହାର ମୁଜ୍ଜଫରପୁର ଜିଲ୍ଲାରେ ଯୁବତୀଙ୍କୁ ଗଣଦୁଷ୍କର୍ମ । ଯୁବତୀଙ୍କୁ ମେଳାରେ ନିଶା ଥଣ୍ଡା ପିଆଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତମାନେ ଯୁବତୀଙ୍କୁ ତିନି ଦିନ ବାନ୍ଧିକି ରଖିଥିଲେ । ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟ ଅଭିଯୁକ୍ତ ଋଷି ଯାଦବକୁ ଗିରଫ କରିଥିବାବେଳେ ଏହାର ଅନ୍ୟ ସାଥୀଙ୍କୁ ଖୋଜୁଛି । ପୀଡ଼ିତା ମୁଖ୍ୟ ଅଭିଯୁକ୍ତକୁ ପୂର୍ବରୁ ଜାଣିଥିଲେ ବୋଲି କହିଛନ୍ତି ।
ପଢନ୍ତୁ ଏହି ଖବର: ମିଛ ଖବର ଦେଇ ହୋଟେଲକୁ ନେଲା; ଦୁଷ୍କର୍ମ କଲା ପଡ଼ୋଶୀ
- କଣ ପୂରା ଘଟଣା ?
- ଯୁବତୀଙ୍କ ପିଆଇଲା ନିଶା ଥଣ୍ଡା
ପଢନ୍ତୁ ଏହି ଖବର: ମିଛ ଖବର ଦେଇ ହୋଟେଲକୁ ନେଲା; ଦୁଷ୍କର୍ମ କଲା ପଡ଼ୋଶୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୀଡ଼ିତା ଜଣକ କହିଛନ୍ତି ଯେ ସେ ଅଭିଯୋଗ କରିବା ପରେ ଅହିୟାପୁର ଥାନା ପହଞ୍ଚିଥିଲେ, ହେଲେ ସେଠାରେ ପୋଲିସ ତାଙ୍କ କଥା ଶୁଣିନଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ୩ ଦିନ ପରେ ମାମଲା ରୁଜୁ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ବୟାନ ଶୁଣିବା ପରେ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଏବେ ମୁଖ୍ୟ ଅଭିଯୁକ୍ତ ଋଷି ଯାଦବକୁ ପୋଲିସ ଗିରଫ କରିସାରିଛି ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜୁଥିବା କହିଛି ପୋଲିସ।
Related Topics
Explore more stories