Rape Case / ମିଛ ଖବର ଦେଇ ହୋଟେଲକୁ ନେଲା; ଦୁଷ୍କର୍ମ କଲା ପଡ଼ୋଶୀ
·3 days ago·2 min read

Key Points
ପଡ଼ୋଶୀର କଳା କାରନାମା
ବହୁ ଦିନ ଧରି ପକାଇଥିଲା ଖରାପ ଦୃଷ୍ଟି
ବାହାନା କରି ମହିଳାଙ୍କୁ କଲା ଦୁଷ୍କର୍ମ
ବହୁ ଦିନ ଧରି ପକାଇଥିଲା ଖରାପ ଦୃଷ୍ଟି
ବାହାନା କରି ମହିଳାଙ୍କୁ କଲା ଦୁଷ୍କର୍ମ
ସାମ୍ନାକୁ ଆସିଲା ଏକ ପଡ଼ୋଶୀର ଜଘନ୍ୟକାଣ୍ଡ । ବହୁ ଦିନ ଧରି ମହିଳାଙ୍କ ଉପରେ ପକାଇଥିଲା ଖରାପ ଦୃଷ୍ଟି । ମହିଳାଙ୍କ ସରଳତାର ସୁଯୋଗ ନେଇ କଲା ଦୁଷ୍କର୍ମ । ପୀଡ଼ିତାଙ୍କ ସ୍ଵାମୀଙ୍କ ଦୁର୍ଘଟଣା ହୋଇଛି କହି ମିଛ ଖବର ଦେଲା । ଏହାପରେ ମହିଳା ଜଣକ ଚିନ୍ତିତ ହୋଇଯିବା ପରେ ତାଙ୍କୁ ସାଥୀରେ ନେଇ ହୋଟେଲକୁ ଗଲା । ଏହାପରେ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ଦୁଷ୍କର୍ମ କଲା । ଏହି ନିନ୍ଦନୀୟ ଘଟଣା ମଧ୍ୟପ୍ରଦେଶ ଗ୍ଵାଲିଅରର ଏକ ହୋଟେଲରେ ଘଟିଛି ।
ଫିଜିକଲ୍ ଥାନା ଅଞ୍ଚଳରେ ୩୮ ବର୍ଷୀୟ ମହିଳା ଜଣକ କହିଛନ୍ତି ଯେ ସେ ବସଷ୍ଟାଣ୍ଡ ନିକଟ ଦେଇ ଯାଉଥିଲେ । ଏହି ସମୟରେ ତାଙ୍କର ପଡ଼ୋଶୀ ୪୦ ବର୍ଷୀୟ ପଙ୍କଜ ରାଠୋର ତାଙ୍କ ନିକଟକୁ ଆସିଥିଲା ଏବଂ ତାଙ୍କ ସ୍ଵାମୀଙ୍କ ଦୁର୍ଘଟଣା ହୋଇଛି ବୋଲି ମିଛ ଖବର ଦେଇଥିଲା । ପଡ଼ୋଶୀ ହୋଇଥିବାରୁ ମହିଳା ଜଣକ ଅଭିଯୁକ୍ତ ଉପରେ ସହଜରେ ବିଶ୍ଵାସ କରିନେବା ସହ ତା' ସାଥୀରେ ଯାଇଥିଲେ । ଏହା ଶେଷରେ ତାଙ୍କ ପାଇଁ ଏକ ବଡ଼ ଭୁଲ୍ ହୋଇଛି । ପଡ଼ୋଶୀ ଜଣକ ବିଶ୍ଵାସରେ ବିଷ ଦେଇ ତାଙ୍କ ସହ କରିଛି ଖରାପ କାମ । ଅଭିଯୁକ୍ତ ମହିଳାଙ୍କୁ ଗ୍ଵାଲିଅରର ଏକ ହୋଟେଲକୁ ନେଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଜଣାପଡ଼ିଛି ।
ପଢନ୍ତୁ ଏହି ଖବର: କୋଟାରେ ଗୋଟିଏ ପରିବାରରୁ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ; ଅପରାଧ କଣ ଥିଲା ?

- ଝାନ୍ସୀରେ ପୁଣିଥରେ ଦୁଷ୍କର୍ମ
ପଢନ୍ତୁ ଏହି ଖବର: କୋଟାରେ ଗୋଟିଏ ପରିବାରରୁ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ; ଅପରାଧ କଣ ଥିଲା ?
- ଦୁଷ୍କର୍ମକାରୀକୁ ଗିରଫ କଲା ପୋଲିସ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories