Heartbreaking Incident / ଉପର ମହଲାରେ ଥିଲା ବଡ଼ ଭାଇ; ତଳ ମହଲାରେ ସାନ ଭାଇ ସହ ଚାଲିଥିଲା ଅତ୍ୟାଚାର
·5 months ago·3 min read

Key Points
ଏବେ କୁନି ପୁଅର ମୃତଦେହ ପାଖେ ବସି ମାଆ ଛାତି ପିଟି କାନ୍ଦୁଛି, ପୁଅର ଫଟୋ ଉପରେ ଟପ୍ ଟପ୍ କରି ଝରି ପଡ଼ୁଥିବା ଲୁହକୁ ପଣତ କାନିରେ ଆଦର ସହକାରେ ପୋଛି ଦେଉଛି । ମାଆ ସମସ୍ତଙ୍କୁ ଜବାବ ମାଗୁଛି, ମୋ ପୁଅର ମୃତ୍ୟୁ ପାଇଁ ଦାୟୀ କିଏ ?
ପାଟନା: ଆଶା, ଭରସା, ଆଂକାକ୍ଷା... ଆଜି ମଉଳି ଯାଇଛି । ହଷ୍ଟେଲରେ ଛାଡ଼ିବାର ୫ ଦିନ ଭିତରେ ବଦଳି ଯାଇଛି ସବୁକିଛି । ମାଆ ପାଦ ତଳୁ ଧସି ଯାଇଛି ମାଟି । ମିଳିଛି କଅଁଳା ପୁଅର ମୃତଦେହ । ଏପ୍ରିଲ୍ ୧, ମାଆ ୬ ବର୍ଷର ପୁଅକୁ ନେଇ ଘରୋଇ ସ୍କୁଲ୍ର ହଷ୍ଟେଲ୍ରେ ଛାଡ଼ି ଆସିଥିଲା ।
ଆଉ ଠିକ୍ ୫ ଦିନ ପରେ ଏପ୍ରିଲ୍ ୬ରେ ମିଳିଲା ପୁଅର ମୃତଦେହ । ଏବେ କୁନି ପୁଅର ମୃତଦେହ ପାଖେ ବସି ମାଆ ଛାତି ପିଟି କାନ୍ଦୁଛି, ପୁଅର ଫଟୋ ଉପରେ ଟପ୍ ଟପ୍ କରି ଝରି ପଡ଼ୁଥିବା ଲୁହକୁ ପଣତ କାନିରେ ଆଦର ସହକାରେ ପୋଛି ଦେଉଛି । ମାଆ ସମସ୍ତଙ୍କୁ ଜବାବ ମାଗୁଛି, ମୋ ପୁଅର ମୃତ୍ୟୁ ପାଇଁ ଦାୟୀ କିଏ ?
ଏଥିସହ ପଢ଼ନ୍ତୁ: ହଷ୍ଟେଲରେ ଫ୍ୟାନ୍ ବୁଲୁ ନଥିବାରୁ ରାତି ଅଧରେ କୁଆଡ଼େ ପଳାଇଲେ ୨ ଦଶମ ଶ୍ରେଣୀ ଛାତ୍ର
ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରରେ । ବିହାରର ଜେହନାବାଦ ସ୍ଥିତ ଗୁରୁକୁଳରେ ପଢ଼ିବା ଲାଗି ୫ ବର୍ଷର ଛୁଆକୁ ଛାଡ଼ିଥିଲେ ମାଆ । ଆଉ ଛୁଆକୁ ଛାଡ଼ି ଆସିବାର ୫ ଦିନ ପରେ ପୁଅର ମୃତ୍ୟୁ ଖବର ମାଆର ପଣତକାନି ଭିଜାଇ ଦେଇଛି । ଯେଉଁ ପଣତ ଛୁଆକୁ ଘୋଡ଼ାଇ ରଖୁଥିଲା ସେହି କାନି ଆଜି ଛୁଆ ପାଇଁ ନ୍ୟାୟ ଭିକ୍ଷା କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରିବାରର ଅଭିଯୋଗ, ୫ ବର୍ଷର ଛୁଆକୁ ଯୌନ ନିର୍ଯାତନା ଦିଆ ଯାଇଛି । ଧାରୁଆ ଅସ୍ତ୍ରରେ ଶରୀରକୁ ଗଭୀର ଆଘାତ କରାଯାଇଛି । ରାତି ସାରା ନିର୍ମମ, ଅକଥନୀୟ ଅତ୍ୟାଚାର ପରେ ସକାଳ ଆଖି ବୁଜିଛି ୫ ବର୍ଷର ଛୁଆ ।
ସାରା ରାତି ନିର୍ଯାତନା
ମୃତ ଛୁଆର ବାପା ଅଜୟ ଶର୍ମାଙ୍କ ଅଭିଯୋଗ କ୍ରମେ, ଏପ୍ରିଲ୍ ସକାଳ ପ୍ରାୟ ୫ଟା ୨୦ରେ ଫୋନ୍ ଆସିଥିଲା । ସ୍କୁଲ୍ର ଅଧ୍ୟକ୍ଷ ତରୁଣ କୁମାର ଫୋନ୍ କରି ପୁଅ ଗୁରୁତର ଅସୁସ୍ଥ ଥିବା ଜଣାଇଥିଲେ । ପୁଅ ଆଶୁକୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ଜଣାଇଥିଲେ ।
ଫୋନ୍ର ୧୫ ମିନିଟ୍ ପରେ ଅଜୟ ମେଡିକାଲ୍ରେ ପହଞ୍ଚିଥିଲେ । ସେତେବେଳକୁ ଆଶୁ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଦେହ ସାରା କେବଳ କଟା ଦାଗ ଥିଲା । ତଣ୍ଟିରେ ଛେଦ ସହ ଯୌନାଙ୍ଗ କାଟି ଦିଆଯାଇଥଲା । ଆଖି ପତ୍ତା ନଷ୍ଟ କରି ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ।
ଶାରୀରିକ ନିର୍ଯାତନାରୁ ମୃତ୍ୟୁ
ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଆଶୁକୁ ପାଟନାର ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲ୍ ନେବାକୁ ପରାମର୍ଶ ଦେଇଥିଲେ । ଆଉ ସ୍ଥାନାନ୍ତର ବେଳେ ଆଶୁର ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଅନୁସାରେ, ଛୁଆକୁ ବାରମ୍ବାର ଶାରୀରିକ ନିର୍ଯାତନା ଦିଆଯାଇଛି ଏବଂ ବାରମ୍ବାର ଧାରୁଆ ଅସ୍ତ୍ରରେ ଶରୀରକୁ ଆଘାତ ପହଞ୍ଚାଇଛି । ଏପରିକି ପରିବାର ଲୋକେ ଗଣଦୁଷ୍କର୍ମ ଅଭିଯୋଗ ମଧ୍ୟ ଆଣିଛନ୍ତି ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସୈତାନ ସ୍ୱାମୀ
ତେବେ ରୋଚକ କଥା ହେଉଛି, ଆଶୁକୁ ୫ ଦିନ ତଳେ ଯେଉଁ ସ୍କୁଲ୍ ହଷ୍ଟେଲ୍ରେ ଛଡ଼ା ଯାଇଥିଲା । ସେଠି ପୂର୍ବୁ ତା ବଡ଼ ଭାଇ ରିଷୁ ମଧ୍ୟ ପଢ଼ୁଛି । ସମା ସ୍କୁଲ୍ ଓ ସମାନ ହଷ୍ଟେଲରେ ଦୁଇ ଭାଇ ପଢ଼ୁଥିବା ବେଳେ ସେମାନଙ୍କ ରହିବା ରୁମ୍ ଓ ମହଲା ଅଲଗା ଥିଲା । ବଡ଼ ଭାଇ ଋିଷୁ ଅନୁସାରେ, ଘଟଣା ଦିନ ଶୋଇବା ପାଇଁ ଆଶୁକୁ ସାଙ୍ଗରେ ନେଇଥିଲା କୁମାର।
ଏ ମାମଲାରେ ପୋଲିସ ଘରୋଇ ସ୍କୁଲ୍ର ମାଲିକ ତଥା ଅଧ୍ୟକ୍ଷ ତରୁଣ କୁମାରଙ୍କୁ ଗିରଫ କରିଛି । ଜଣେ ଶିକ୍ଷକ ଓ ଦୁଇ ଜଣ ମହିଳା ସହକର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସ୍କୁଲ୍ରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ମଧ୍ୟ ପୋଲିସ ଜେରା କରୁଛି । ଦୁଷ୍କର୍ମ, ଶାରୀରିକ ନିର୍ଯାତନା ଏବଂ ପକ୍ସୋ ଆକ୍ଟରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏବେ ଉକ୍ତ ସ୍କୁଲ୍କୁ ପ୍ରଶାସନ ସିଲ୍ କରି ଦେଇଛି ।

Related Topics
Explore more stories