Mutton vs chicken / ମଟନ୍ ଖୁଆଇବେ କହି ଦେଇଦେଲେ ଚିକେନ୍; ବୁଲିଲା ଲାଠି, ବର କନ୍ୟା...
·2 months ago·2 min read

Key Points
ସାମ୍ନାକୁ ଆସିଲା ଅଜବ ଘଟଣା
ମଟନ୍ କହି ପରଷିଥିଲେ ଚିକେନ୍
ଆଉ ତା ପରେ ବିବାହରେ ତୁମୁଳକାଣ୍ଡ
ମଟନ୍ କହି ପରଷିଥିଲେ ଚିକେନ୍
ଆଉ ତା ପରେ ବିବାହରେ ତୁମୁଳକାଣ୍ଡ
ପାଟନା: ପ୍ରଥମରୁ ସବୁକିଛି ଠିକ୍ ଥିଲା । ବାଜା, ମହୁରୀ ତାଳରେ ପରିବେଶରେ ଖୁସିର ମାହୋଲ ଥିଲା । ଧୁମ୍ ନାଚି ବରକୁ ଧରି ପହଞ୍ଚିଥିଲେ ବରଯାତ୍ରୀ । କନ୍ୟା ପକ୍ଷ ମଧ୍ୟ ଭଲ ଆୟୋଜନ କରିଥିଲେ । ହେଲେ ରହିଗଲା ଗୋଟିଏ ଭୁଲ୍ । ଯେତେବେଳେ ବରଯାତ୍ରୀଙ୍କୁ ବିବାହ ଭୋଜି ପରଷା ଯାଇଥିଲା, ସେତେବେଳେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ମଟନ୍ ପ୍ରତିଶ୍ରୁତି ଦେଇ ଚିକେନ୍ ପରଷିବା ପରେ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ପ୍ରବଳ ମାରପିଟ ହୋଇଥିବା ଜଣାପଡ଼ିଛି ।
ବିହାରର ସହରସା ଜିଲ୍ଲାରେ ଏକ ବିବାହ ଉତ୍ସବ ସମୟରେ ଏପରି ହିଂସାତ୍ମକ ସଂଘର୍ଷ ଘଟିଛି । ଏକ ବିବାହ ଭୋଜିରେ ପରିବେଷଣ କରାଯାଇଥିବା ଖାଦ୍ୟକୁ ନେଇ ବିବାଦ ହେବାରୁ ବର ଏବଂ କନ୍ୟା ପକ୍ଷ ମଧ୍ୟରେ ଝଗଡ଼ା ହୋଇଥିଲା । ସିମରି ବଖତିୟାରପୁର ପୌର ପରିଷଦ ଅନ୍ତର୍ଗତ ବାଲୁଆପାର (ୱାର୍ଡ ନମ୍ବର ୧୨)ର ମହମ୍ମଦ ଅନୱରଙ୍କ ପୁଅ ମହମ୍ମଦ ଅବଦୁଲ୍ଲା ଓରଫ ଚାନ୍ଦ ରାଜନପୁର ଗ୍ରାମର ବାସିନ୍ଦା ମହମ୍ମଦ ଜାଭେଦଙ୍କ ଝିଅ ସହିତ ବିବାହ ହେଉଥିଲା ।

- ଥାଳିରେ ଚିକେନ୍ ଦେଖି ରାଗିଗଲେ ବରଯାତ୍ରୀ
- ଡଜନ୍ ଲୋକ ଆହତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବେଦିରେ ଭାଉଜଙ୍କ ଓଢ଼ଣା ଟାଣିଦେଲା ଦିଅର; ସାତ ଫେରା ପୂର୍ବରୁ ଗଲେ ଥାନା
- ପୋଲିସର ତଦନ୍ତ ଆରମ୍ଭ
Related Topics
Explore more stories