Number Plate Scam / ମାତ୍ର କିଛି ସେକେଣ୍ଡର କାଣ୍ଡ, ଆଖି ପିଛୁଳାକେ ବଦଳିଗଲା ଗାଡ଼ିର ନମ୍ବର ପ୍ଲେଟ୍
·5 months ago·2 min read

Key Points
ଡାକ୍ତରଙ୍କ କଳା କାରନାମା
ମୁହୂର୍ତ୍ତରେ ବଦଳିଗଲା ଗାଡ଼ିର ନମ୍ବର
ମୁହୂର୍ତ୍ତରେ ବଦଳିଗଲା ଗାଡ଼ିର ନମ୍ବର
ଆଖି ପିଛୁଳାକେ ବଦଳାଇଦେଲେ ଗାଡ଼ିର ନମ୍ବର ପ୍ଲେଟ୍ । ପୋଲିସ ଜଣେ ଚତୁର ଡାକ୍ତରଙ୍କୁ ଗିରଫ କରିଛି, ଯିଏ ଟ୍ରାଫିକରେ ଧରାନପଡ଼ିବା ପାଇଁ ମୁହୂର୍ତ୍ତରେ ନିଜ BMW କାରର ନମ୍ବର ପ୍ଲେଟ୍ ବଦଳାଇ ଦେଇଛନ୍ତି । ସେ ଟ୍ରାଫିକ୍ ନିୟମ ଏବଂ ନିୟମକୁ ଅବମାନନା କରୁଥିଲେ, କିନ୍ତୁ ମଦ୍ୟପାନ କରି ଗାଡ଼ି ଚଲାଇବା ସମୟରେ ତାଙ୍କର ଚାଲାକି ଧରାପଡ଼ିଛି । ହାଇଦ୍ରାବାଦର ଏହି ଚତୁର ଡାକ୍ତର କେତେ ଦିନ ଧରି ଏପରି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିଲେ ସେ ସମ୍ପର୍କରେ ତଥ୍ୟ ଖୋଜୁଛି ପୋଲିସ ।
- ମାତ୍ର କିଛି ସେକେଣ୍ଡରେ ନମ୍ବର ପ୍ଲେଟ୍ ପରିବର୍ତ୍ତନ
- ମଦ ପିଇ ଚଲାଉଥିଲେ BMW
- କେମିତି ନମ୍ବର ପ୍ଲେଟ୍ ପରିବର୍ତ୍ତନ କରୁଥିଲେ ଡାକ୍ତର ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: eKYC ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ ଦାବି; ପିଛା କରୁଥିଲା ଅଭିଯୁକ୍ତ
- ନମ୍ବର ପ୍ଲେଟ୍ ଦେଖି ପୋଲିସ ଆଶ୍ଚର୍ଯ୍ୟ
- ଠକ ଡାକ୍ତର ବିରୋଧରେ ମାମଲା
Related Topics
Explore more stories