Suspicious Death / ଚାଲିଗଲେ ଲିପିକା; ବାଥରୁମରେ ଅନ୍ତିମ ସଂସ୍କାର କଲେ ବଡ଼ ଭାଇ
·5 months ago·2 min read

Key Points
ବାଥରୁମରେ ଜଳିଲା ଭଉଣୀର ଶବ
ଅନ୍ତିମ ସଂସ୍କାର କଲେ ବଡ଼ ଭାଇ
ଅନ୍ତିମ ସଂସ୍କାର କଲେ ବଡ଼ ଭାଇ
ଝାଡ଼ଖଣ୍ଡର ଧାନବାଦର ଗୋବିନ୍ଦପୁରରେ ଜଣେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ପରିବାରରେ ଅଜବ ଘଟଣା । ଭଉଣୀର ଶବକୁ ବାଥରୁମରେ ଜାଳିଲା ବଡ଼ ଭାଇ । ବୈଜ୍ଞାନିକଙ୍କ ପୁଅ ତାଙ୍କ ଛାଡପତ୍ର ପାଇଥିବା ଭଉଣୀଙ୍କ ମୃତ୍ୟୁ ପରେ ତାଙ୍କ ଘରର ବାଥରୁମରେ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି । ଅର୍ଦ୍ଧଦଗ୍ଧ ଶରୀରରୁ ଦୁର୍ଗନ୍ଧ ପଡ଼ୋଶୀରେ ବ୍ୟାପିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଆଉ ପୋଲିସ ଘରେ ପହଞ୍ଚିବା ପରେ ଆଶ୍ଚର୍ଯ୍ୟ ହୋଇପଡ଼ିଛି । ତିନି ବର୍ଷ ପୂର୍ବେ ବୈଜ୍ଞାନିକ ପିତାଙ୍କ ମୃତ୍ୟୁ ପରଠାରୁ ଲିପିକା ଗମ୍ଭୀର ମାନସିକ ଅବସାଦରେ ପୀଡିତ ଥିବା କୁହାଯାଉଛି ।
- ୨୦୨୩ରେ ହୋଇଥଇଲା ବୈଜ୍ଞାନିକ ସଞ୍ଜିତଙ୍କ ମୃତ୍ୟୁ
- ବଡ଼ ଭାଇକୁ ପଚରାଉଚରା କରୁଛି ପୋଲିସ
- ବାଥରୁମ ଏକା ଯାଇପାରୁନଥିଲେ ଲିପିକା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ମେଳାରେ ନିଶା କୋଲ୍ଡଡ୍ରିଙ୍କସ ପିଆଇ ଗଣଦୁଷ୍କର୍ମ; ୩ଦିନ ପୀଡ଼ିତାଙ୍କୁ ବାନ୍ଧି ରଖିଲେ
- ପରିବାର ଉପରେ ପଡ଼ିଥିଲା ଆର୍ଥିକ ପ୍ରଭାବ
Related Topics
Explore more stories