Fake IAS Officer / ନକଲି IAS ତୃପ୍ତି ସିଂ ଠକେଇର ଲମ୍ବା ତାଲିକା; ୪୯ ଲକ୍ଷ ମାମଲାରେ ବଢ଼ିଲା ଅଡୁଆ
·2 hours ago·3 min read

Key Points
ନକଲି IAS ତୃପ୍ତି ସିଂ ଠକେଇ ମାମଲା
ଲମ୍ବିଛି ଅପରାଧର ଚେର
୪୯ ଲକ୍ଷ ଠକେଇ ଅଭିଯୋଗରେ ଆଉ ଏକ ମାମଲା
ଲମ୍ବିଛି ଅପରାଧର ଚେର
୪୯ ଲକ୍ଷ ଠକେଇ ଅଭିଯୋଗରେ ଆଉ ଏକ ମାମଲା
ଭୋପାଳ: ବଢ଼ିବାରେ ଲାଗିଛି ନକଲି ଆଇଏଏସ ଅଫିସର ତୃପ୍ତି ସିଂଙ୍କ ସମସ୍ୟା । ନିଜକୁ ଜଣେ IAS ଅଧିକାରୀ ଏବଂ ମଧ୍ୟପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମର ଅତିରିକ୍ତ ନିର୍ଦ୍ଦେଶକ ବୋଲି କହି ଲୋକଙ୍କୁ ଠକି ଚାଲିଥିଲେ । ବାଗସେୱାନିଆ ପୋଲିସ ଷ୍ଟେସନ ତାଙ୍କ ବିରୋଧରେ ଆଉ ଏକ ଠକେଇ ମାମଲା ରୁଜୁ କରିଛି । ଏହା ସହିତ ନକଲି ଆଇଏଏସ ତୃପ୍ତି ଏବଂ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ ୪ଟି ଏଫଆଇଆର ରୁଜୁ ହୋଇଛି ।
ତେବେ ସଦ୍ୟତମ ମାମଲାରେ, ତାଙ୍କ ବିରୋଧରେ ମଧ୍ୟପ୍ରଦେଶ ପର୍ଯ୍ୟଟନ ବିକାଶ ନିଗରମ ହୋଟେଲ ଏବଂ ରିସର୍ଟ ଭଡ଼ା ଦେବାର ପ୍ରତିଶ୍ରୁତି ଦେଇ ପ୍ରାୟ ୫୦ ଲକ୍ଷ ଟଙ୍କା ଠକେଇ କରିବାର ଅଭିଯୋଗ ହୋଇଛି । ଏହାସହିତ ନକଲି ଆଇଏଏସ ତୃପ୍ତି ସିଂଙ୍କ ଅପରାଧର ପେଡି ଖୋଲିବାରେ ଲାଗିଛି । ସେ ଆଉ କାହାକୁ ଚୂନ ମାରିଛନ୍ତି କି ନାହିଁ ସେ ନେଇ ପୋଲିସ ତଦନ୍ତ କରୁଛି ।

- କଣ ପୂରା ଘଟଣା ?
- ସରକାରୀ ଗାଡ଼ି ଦେଖାଇ ବିଶ୍ୱାସ ଜିତିଲେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୯ଟି କିସ୍ତିରେ ନେଇଥିଲେ ୫୦ ଲକ୍ଷ ଟଙ୍କା
- କେମିତି ଧରାପଡ଼ିଲା ନକଲି IAS ଅଫିସର ?
ପଢନ୍ତୁ ଏହି ଖବର: ପର୍ଣ୍ଣ ଦେଖୁଥିଲେ ସାବଧାନ ! ଡାଟା ଚୋରି କରୁଛନ୍ତି ସାଇବର ଠକ, ଜାରି ହେଲା ୭ଟି ଠକ ଆପ୍
- ତୃପ୍ତି ସିଂ ବିରୋଧରେ ଏକାଧିକ ମାମଲା
Related Topics
Explore more stories