Porn App Trap / ପର୍ଣ୍ଣ ଦେଖୁଥିଲେ ସାବଧାନ ! ଡାଟା ଚୋରି କରୁଛନ୍ତି ସାଇବର ଠକ, ଜାରି ହେଲା ୭ଟି ଠକ ଆପ୍
·1 hour ago·2 min read

Key Points
ଫେସ୍ବୁକ୍-ଇନ୍ଷ୍ଟାରେ ପର୍ଣ୍ଣ ଆପ୍ ଜରିଆରେ ଠକେଇ
ଡାଟା ଚୋରି କରି ବ୍ୟାଙ୍କ ଖାତା ଖାଲି କରୁଛନ୍ତି ହ୍ୟାକର୍ସ
ଗୃହ ମନ୍ତ୍ରାଳୟ ଜାରିକଲା ୭ଟି ଠକ ଆପ୍ର ତାଲିକା
ଡାଟା ଚୋରି କରି ବ୍ୟାଙ୍କ ଖାତା ଖାଲି କରୁଛନ୍ତି ହ୍ୟାକର୍ସ
ଗୃହ ମନ୍ତ୍ରାଳୟ ଜାରିକଲା ୭ଟି ଠକ ଆପ୍ର ତାଲିକା
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଜ୍ଞାପନ ଜରିଆରେ ଲୋକଙ୍କୁ ଠକିବାର ଏକ ନୂଆ ତରିକା ସାମ୍ନାକୁ ଆସିଛି । ଗୃହ ମନ୍ତ୍ରାଳୟର ସାଇବର ୱିଙ୍ଗ୍ 'ନ୍ୟାସନାଲ ସାଇବରକ୍ରାଇମ୍ ଥ୍ରେଟ୍ ଆନାଲିଟିକ୍ସ ୟୁନିଟ୍' (NCTAU) ଏକ ଆଡଭାଇଜରି ଜାରି କରିଛି । ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି ଯେ, ଠକମାନେ ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମ୍ରେ ପର୍ଣ୍ଣ ଆପ୍ଗୁଡ଼ିକର ବିଜ୍ଞାପନ ଚଳାଇ ଲୋକଙ୍କ ବ୍ୟାଙ୍କ ଖାତା ଖାଲି କରୁଛନ୍ତି । ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଟାର୍ଗେଟ କରୁଥିବା ଏହି ଠକେଇକୁ ନେଇ ସରକାର ସତର୍କ ରହିବାକୁ କହିଛନ୍ତି ।
ଗୃହ ମନ୍ତ୍ରାଳୟର ଏହି ୱିଙ୍ଗ୍ କିଛି ସନ୍ଦିଗ୍ଧ ଆପ୍ର ନାଁ ପ୍ରକାଶ କରିଛି, ଯାହା ଏବେ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ସକ୍ରିୟ ଅଛନ୍ତି । ସରକାର ମୁଖ୍ୟତଃ ଏହିସବୁ ନାଁ ଏବଂ ଏଗୁଡ଼ିକର ଅନ୍ୟାନ୍ୟ ଭାରିଏଣ୍ଟ୍ଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସାଇବର ଠକେଇର ମାଧ୍ୟମ ସାଜିଥିବା ଏହି ପର୍ଣ୍ଣ ଆପ୍ ଗୁଡ଼ିକ ହେଉଛି NIGHT PLAY, RELOOP, KYSS, VIMO, VIXA, NEXO ଏବଂ RIVO ।

- ପର୍ଣ୍ଣୋଗ୍ରାଫିକ୍ କଣ୍ଟେଣ୍ଟ ଦେଖାଇ ଠକେଇ
- ଏମିତି ଡାଟା ଚୋରି କରନ୍ତି ଠକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଭାରତରେ ୧୪୬% ବଢୁଛି ସ୍କାମ; ୨୨,୦୦୦ କୋଟିରୁ ଅଧିକ ସାଇବର ଠକେଇ
- ଏମିତି ସିଧାସଳଖ ବ୍ୟାଙ୍କ ଖାତାକୁ ଟାର୍ଗେଟ୍
Related Topics
Explore more stories