Job Interview Fraud / ବ୍ୟକ୍ତିଗତ ସାକ୍ଷାତକାର ପାଇଁ ଗଲେ, ଜାଣିଲେ କୌଣସି କମ୍ପାନୀ ନାହିଁ
·4 months ago·2 min read

Key Points
ଚାକିରି ନାଁରେ ଚୋରି କଲେ ବ୍ୟକ୍ତିଗତ ତଥ୍ୟ
ଇଣ୍ଟରଭ୍ୟୁ ପାଇଁ ଗଲାବେଳକୁ କମ୍ପାନୀ ହିଁ ନାହିଁ
ଇଣ୍ଟରଭ୍ୟୁ ପାଇଁ ଗଲାବେଳକୁ କମ୍ପାନୀ ହିଁ ନାହିଁ
ଚାକିରି ପାଇଁ ଅନେକ ସ୍ଵପ୍ନ ଦେଖିଥିଲେ । ଏଥିଲାଗି ବ୍ୟକ୍ତିଗତ ଇଣ୍ଟରଭ୍ୟୁ ପାଇଁ ବି କୁହାଯାଇଥିବା ସ୍ଥାନରେ ପହଞ୍ଚିଥିଲେ । ହେଲେ ଦେଖିଲା ବେଳକୁ କମ୍ପାନୀ ହିଁ ନାହିଁ । ଚାକିରି ଦେବା କହି ଉକ୍ତ ବ୍ୟକ୍ତିଙ୍କର ପରିଚୟ ଚୋରି କରାଯାଇଛି । ଏହି ଚାକିରି ଆଶାୟୀ ଜଣକ ଗତ ୪ ମାସ ଧରି କାମ ଖୋଜୁଥିଲେ । ଏଥିଲାଗି ଏକ ପ୍ରମୁଖ ବିଜନେସ ସେଣ୍ଟରରେ ସାକ୍ଷାତକାର ପାଇଁ ପହଞ୍ଚିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେଠାରେ କମ୍ପାନୀଟିର କୌଣସି ଅସ୍ତିତ୍ୱ ନଥିଲା ।
ସେ ଆହୁରି କହିଛନ୍ତି ଯେ ଇଣ୍ଟରଭ୍ୟୁ ପାଇଁ ସେ ଉପଯୁକ୍ତ କପଡ଼ା ପିନ୍ଧି ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ଯେତେବେଳେ ଚାକିରି ଖୋଜୁଥିବା ବ୍ୟକ୍ତି ସାକ୍ଷାତକାର ବିଷୟରେ ସୁରକ୍ଷା ଅଧିକାରୀଙ୍କୁ ଜଣାଇଲେ, ସେତେବେଳେ ସବୁ କିଛି ଯେପରି ଗୋଟିଏ ସେକେଣ୍ଡରେ ବଦଳିଗଲା । ସୁରକ୍ଷାକର୍ମୀ ଜଣ ଯାଞ୍ଚ କରିବା ପରେ କହିଥିଲେ ଯେ ୧୪ତମ ମହଲା ମାସ ମାସ ଧରି ଖାଲି ଏବଂ ନିର୍ମାଣାଧୀନ ଅଛି । ଏହି କୋଠାରେ ଏପରି କୌଣସି କମ୍ପାନୀ ନାହିଁ । ଯୁବକ ଜଣକ ସେ ନିଯୁକ୍ତିଦାତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନମ୍ବରଟି ଆଉ ଲାଗୁନି । ପୂର୍ବରୁ ସେୟାର କରାଯାଇଥିବା କମ୍ପାନୀ ୱେବସାଇଟ୍ ମଧ୍ୟ ଏକ "404 Not Found" ଦେଖାଉଛି ।
- ଯୁବକଙ୍କୁ ଆସିଥିଲା କଲ୍

- ଇଣ୍ଟରଭ୍ୟୁ ନାଁରେ ତଥ୍ୟ ଚୋରି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଫେସବୁକରେ ବନ୍ଧୁତା ସ୍ଥାପନ କରି ମହିଳାଙ୍କୁ ଟାର୍ଗେଟ; ଲୁଟିଲା ଲକ୍ଷ ଲକ୍ଷ
- ସମାନ ଘଟଣାର ଶିକାର ଅନେକ ୟୁଜର
- ଏହି କଥାକୁ ମନେ ରଖନ୍ତୁ
Related Topics
Explore more stories