Job scam / ଫେସବୁକରେ ବନ୍ଧୁତା ସ୍ଥାପନ କରି ମହିଳାଙ୍କୁ ଟାର୍ଗେଟ; ଲୁଟିଲା ଲକ୍ଷ ଲକ୍ଷ
·1 hour ago·2 min read

Key Points
ଫେସବୁକରେ ପ୍ରଥମେ ଫ୍ରେଣ୍ଡ ରିକ୍ଵେଷ୍ଟ ପଠାଇଲା
ବିଧବାଙ୍କ ସରଳତାର ଫାଇଦା ଲୁଟିନେଲା ୧୩ ଲକ୍ଷ
ଚାକିରି କରିଦେବ ବୋଲି ଦେଇଥିଲା ପ୍ରତିଶ୍ରୁତି
ବିଧବାଙ୍କ ସରଳତାର ଫାଇଦା ଲୁଟିନେଲା ୧୩ ଲକ୍ଷ
ଚାକିରି କରିଦେବ ବୋଲି ଦେଇଥିଲା ପ୍ରତିଶ୍ରୁତି
ମହିଳାଙ୍କୁ କରୁଥିଲା ଟାର୍ଗେଟ । ଫେସବୁକରେ ବନ୍ଧୁତା ସ୍ଥାପନ କରିବା ପରେ ଫସାଉଥିଲା । ଚାକିରି ଦେବା ନାଁରେ କରୁଥିଲା ଲକ୍ଷ ଲକ୍ଷ ଟଙ୍କାର ଠକେଇ । ଏପରି ଜଣେ ଠକ ସରୋଜ ନନ୍ଦକୁ ବଲାଙ୍ଗୀରରୁ ଗିରଫ କରିଛି ସୁନ୍ଦରଗଡ ଜିଲ୍ଲା ଭଷ୍ମା ପୋଲିସ । ଭଷ୍ମା ଥାନା ଭାଲୁଗଡ଼ ଅଞ୍ଚଳ ବିଧବା ରଞ୍ଜିତା କାଲୋ ଠକେଇ ହୋଇଥିବା ନେଇ ଏତଲା ଦେଲା ପରେ ପୋଲିସ ସରୋଜକୁ ଗିରଫ କରିଛି । ଠକ ସରୋଜ ନିଜକୁ ଜିଏସଟି ଅଧିକାରୀ ପରିଚୟ ଦେଇ ଲୁଟୁଥିବା ଜଣାପଡ଼ିଛି ।
ପଢନ୍ତୁ ଏହି ଖବର: ଏମିତି ଏକ ଗାଁ; ପିଲାଙ୍କୁ ଭଡ଼ାରେ ନେଇ ଦିଆଯାଉଥିଲା ଚୋରି ତାଲିମ; ୬ ଗିରଫ
- ଲୁଟିନେଲା ୧୩ ଲକ୍ଷ ଟଙ୍କା
- ଟଙ୍କା ନଦେଲେ ଗାଳିଗୁଲଜ କରୁଥିଲା
ପଢନ୍ତୁ ଏହି ଖବର: ଏମିତି ଏକ ଗାଁ; ପିଲାଙ୍କୁ ଭଡ଼ାରେ ନେଇ ଦିଆଯାଉଥିଲା ଚୋରି ତାଲିମ; ୬ ଗିରଫ
- ଥାନାର ଦ୍ଵାରସ୍ଥ ହେଲେ ରଞ୍ଜିତା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories