Death Penalty / ସିରିଆର ପୂର୍ବତନ ରାଷ୍ଟ୍ରପତି ବାଶାର ଅଲ୍-ଆସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ; କଣ ଥିଲା ଦୋଷ
·21 mins ago·2 min read

Key Points
ସିରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡ
ବଡ଼ ରାୟ ଶୁଣାଇଲେ ଅଦାଲତ
ବଡ଼ ରାୟ ଶୁଣାଇଲେ ଅଦାଲତ
ଡାମାସକସ: ସିରିଆର ଏକ କୋର୍ଟ ପୂର୍ବତନ ରାଷ୍ଟ୍ରପତି ବାଶାର ଅଲ-ଆସାଦଙ୍କୁ ମୃତ୍ଯୁ ଦଣ୍ଡ । ସିରିଆର ଗୃହଯୁଦ୍ଧ ସମୟରେ ଯୁଦ୍ଧ ଅପରାଧ ଓ ମାନବତା ବିରୋଧୀ ଅପରାଧ ଅଭିଯୋଗରେ ସିରିଆର ପୂର୍ବତନ ରାଷ୍ଟ୍ରପତି ବାଶାର ଅଲ୍-ଆସାଦଙ୍କୁ ଏକ ଅଦାଲତ ମୃତ୍ୟୁ ଦଣ୍ଡ ଦଣ୍ଡ ଶୁଣାଇଛନ୍ତି । ବାଶାରଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ମଧ୍ୟ ମାନବତା ବିରୋଧୀ ଏବଂ ଯୁଦ୍ଧ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦେଇଛନ୍ତି କୋର୍ଟ ।
ଉଭୟଙ୍କ ଉପରେ ସିରିଆର ୧୪ ବର୍ଷର ସଂଘର୍ଷ ସମୟରେ ମାନବତା ବିରୋଧୀ ଅପରାଧ ଏବଂ ଯୁଦ୍ଧ ଅପରାଧ ଅଭିଯୋଗ ହୋଇଥିଲା, ଯେଉଁଥିରେ ପ୍ରାୟ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା । ସମାନ ମାମଲାରେ ଆସାଦଙ୍କ ଜଣେ ସମ୍ପର୍କୀୟ ଭାଇ ତଥା ମାମୁଁଙ୍କ ପୁଅ ଆତିଫ୍ ନଜିବଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଛି । ନଜିବଙ୍କ ବିରୁଦ୍ଧରେ ଦକ୍ଷିଣ ପ୍ରଦେଶ ଦାରାରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ନେତୃତ୍ୱ ନେବାର ଅଭିଯୋଗ ହୋଇଥିଲା, ଯାହା ଏକ ବିଦ୍ରୋହ ସୃଷ୍ଟି କରିଥିଲା ଏବଂ ଗୃହଯୁଦ୍ଧର କାରଣ ହୋଇଥିଲା । ସିରିଆର ଏକ କୋର୍ଟ ଦଣ୍ଡ ଘୋଷଣା କରିବା ସମୟରେ, ନଜିବ ଏକ କଏଦୀଙ୍କ ପୋଷାକ ପିନ୍ଧି ଏକ ପିଞ୍ଜରା ଭିତରେ ଠିଆ ହୋଇଥିଲେ ।
ତାଙ୍କ ବିରୁଦ୍ଧରେ ୨୦୧୧ ମସିହାରେ ସିରିଆର ଦାରା ପ୍ରଦେଶରେ ପ୍ରତିବାଦକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି । ଏହି ନିର୍ଦ୍ଦେଶ ଯୋଗୁଁ ସମଗ୍ର ସିରିଆରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା ଯାହା ୧୪ ବର୍ଷ ଧରି ଜାରି ରହିଥିଲା, ଯାହାର ପରିଣାମସ୍ୱରୂପ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା ।
ପଢନ୍ତୁ ଏହି ଖବର: ମସଜିଦ ପରିସରରେ ଟଳିପଡ଼ିଲା ଲସ୍କର କମାଣ୍ଡର; ରହସ୍ୟଘେରରେ ମୃତ୍ୟୁର କାରଣ

- ୨୦୨୪ରେ ଋଷ ଖସି ପଳାଇଥିଲେ ବାଶାର ଏବଂ ମାହେର
ତାଙ୍କ ବିରୁଦ୍ଧରେ ୨୦୧୧ ମସିହାରେ ସିରିଆର ଦାରା ପ୍ରଦେଶରେ ପ୍ରତିବାଦକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି । ଏହି ନିର୍ଦ୍ଦେଶ ଯୋଗୁଁ ସମଗ୍ର ସିରିଆରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା ଯାହା ୧୪ ବର୍ଷ ଧରି ଜାରି ରହିଥିଲା, ଯାହାର ପରିଣାମସ୍ୱରୂପ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା ।
ପଢନ୍ତୁ ଏହି ଖବର: ମସଜିଦ ପରିସରରେ ଟଳିପଡ଼ିଲା ଲସ୍କର କମାଣ୍ଡର; ରହସ୍ୟଘେରରେ ମୃତ୍ୟୁର କାରଣ
- ବାଶାର ଅଲ୍-ଆସାଦଙ୍କ ସମ୍ପର୍କରେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories