Gangster Atiq Son / ଜେଲରେ ଖାଦ୍ୟ ଖାଉନି ଗ୍ୟାଙ୍ଗଷ୍ଟର ଅତିକ୍ର ପୁଅ; କାନ୍ଦି କାନ୍ଦି ଅବସ୍ଥା ଖରାପ
·2 weeks ago·2 min read

Key Points
ଦୁର୍ଘଟଣାରେ ଆଖି ବୁଜିଛି ଗ୍ଯାଙ୍ଗଷ୍ଟର ଅତିକ୍ର ପୁଅ
ଏପଟେ ଭାଇକୁ ହରାଇ ଭାଙ୍ଗିପଡ଼ିଲାଣି ଅଲ୍ଲୀ
ଜେଲରେ କାନ୍ଦି କାନ୍ଦି ଅବସ୍ଥା ଖରାପ
ଏପଟେ ଭାଇକୁ ହରାଇ ଭାଙ୍ଗିପଡ଼ିଲାଣି ଅଲ୍ଲୀ
ଜେଲରେ କାନ୍ଦି କାନ୍ଦି ଅବସ୍ଥା ଖରାପ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମାଫିଆ ଡନ୍ ଅତିକ୍ ଅହମ୍ମଦ ପରିବାରରେ ଦୁଃଖର ପାହାଡ଼ । ନିକଟରେ ସାନ ପୁଅ ଅବାନ୍ ଅହମ୍ମଦର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏହି ଖବର ଶୁଣି ଝାନ୍ସୀ ଜେଲରେ ବନ୍ଦୀ ଥିବା ଆଉ ଏକ ପୁଅ ଅଲ୍ଲୀ ଅହମ୍ମଦ ଭୁଲିଲାଣି ଖାଇବା । ଭାଇକୁ ହରାଇ ଜେଲରେ କାନ୍ଦିକି ଗଡୁଛି ଅଲ୍ଲୀ । ନା ସେ ମଧ୍ୟାହ୍ନ ଭୋଜନ ଖାଉଛି ନା ଖାଉଛି ରାତ୍ରୀଭୋଜନ ।
ଅତିକ୍ ଅହମ୍ମଦର ସାନ ପୁଅ ଅବାନ୍ ଅହମ୍ମଦର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଖବର ତା' ଭାଇ ଅଲ୍ଲୀକୁ ଗଭୀର ଆଘାତ ଦେଇଛି, ଯିଏ ଝାନ୍ସୀ ଜେଲରେ ଏବେ ବି ବନ୍ଦୀ ଅଛି । ଜେଲ ସୂତ୍ର ଅନୁସାରେ, ଅବାନ୍ର ମୃତ୍ୟୁ ଖବର ପାଇ ଅଲ୍ଲୀ ଖୁବ ଜୋରରେ କାନ୍ଦିବାକୁ ଲାଗିଥିଲା । ଜେଲ କର୍ମଚାରୀମାନେ ତାକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ତା' ଲୁହ ବହୁତ ସମୟ ପର୍ଯ୍ୟନ୍ତ ଅଟକି ନଥିଲା ।

- ଖାଇବା ଛାଡ଼ିଦେଲାଣି ଅଲ୍ଲୀ
- ଅବାନ୍କୁ ୧୦ ମାସରେ ୫୦ ଥର ଭେଟିଥିଲେ
- କେମିତି ଘଟିଲା ଅବାନ୍ର ମୃତ୍ୟୁ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଯେତେବେଳେ ଭାଇର ମୃତ୍ୟୁ ଖବର ମିଳିଥିଲା
ପଢନ୍ତୁ ଏହି ଖବର: ଜେଲରେ ୨ ପୁଅ, ୨ ମୃତ ଏବଂ ସ୍ତ୍ରୀ ପରୱିନ ଫେରାର, ମାଫିଆ ଡନ୍ ଅତିକ୍ ପରିବାରରେ କିଏ ରହିଲେ ?
ଅବାନ୍ର ମୃତ୍ୟ ଖବର ଗ୍ଯାଙ୍ଗଷ୍ଟର ଅତିକ୍ ଅହମ୍ମଦର ପୂରା ପରିବାରକୁ ଶୋକରେ ସାଗରରେ ଭସାଇଦେଇଛି । ଏପଟେ ଅଲ୍ଲୀ ଏବଂ ତାର ଆଉ ଜଣେ ଭାଇ ଉମରକୁ ଏବେ ଅବାନର ଅନ୍ତିମ ସଂସ୍କାର ଏବଂ କବରରେ ଯୋଗ ଦେବା ପାଇଁ ପାରୋଲରେ ପ୍ରୟାଗରାଜ ନିଆଯିବା ପ୍ରକ୍ରିୟା ଚାଲିଛି । ସୂଚନା ମିଳିଛି ଯେ ଅଲ୍ଲୀ ଏବଂ ଉମର ଉଭୟ ଆଜି ରାତି ୮ଟା ସୁଦ୍ଧା ପ୍ରୟାଗରାଜରେ ପହଞ୍ଚିବେ ।
Related Topics
Explore more stories