Mafia Atiq Ahmed / ଜେଲରେ ୨ ପୁଅ, ୨ ମୃତ ଏବଂ ସ୍ତ୍ରୀ ପରୱିନ ଫେରାର, ମାଫିଆ ଡନ୍ ଅତିକ୍ ପରିବାରରେ କିଏ ରହିଲେ ?
·1 hour ago·2 min read

Key Points
ମାଫିଆ ଡନ୍ ଅତିକ୍ ଅହମ୍ମଦ ପରିବାରକୁ ନେଇ ଚର୍ଚ୍ଚା
ଆଜି ଦୁର୍ଘଟଣାରେ ସାନପୁଅ ଆରପାରିକୁ ଚାଲିଗଲା
ଆଜି ଦୁର୍ଘଟଣାରେ ସାନପୁଅ ଆରପାରିକୁ ଚାଲିଗଲା
ଲକ୍ଷ୍ନୌ: ମାଫିଆ ନେତା ଅତିକ୍ ଅହମ୍ମଦ ସାନ ପୁଅ ଅବାନ୍ ଅହମ୍ମଦର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଅବନ୍ ଜେଲରେ ଥିବା ବଡ଼ ଭାଇ ଅଲିକୁ ଭେଟିବାକୁ ଯାଉଥିବା ସମୟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା । ଅବାନ୍ ଅହମ୍ମଦ ଉତ୍ତର ପ୍ରଦେଶର ଶକ୍ତିଶାଳୀ ନେତା ଅତିକ୍ ଅହମ୍ମଦର ସବୁଠୁ ସାନ ତଥା ୫ ନମ୍ବର ପୁଅ ଥିଲା । ପୂର୍ବରୁ ଅତିକ୍ର ତୃତୀୟ ପୁଅ ଅସଦ ଅହମ୍ମଦ ଏକ ଏନକାଉଣ୍ଟରରେ ନିହତ ହୋଇଥିଲା । ଏବେ ଗ୍ୟାଙ୍ଗଷ୍ଟର ଅତିକ୍ ପରିବାରରେ ଆଉ କିଏ ବଞ୍ଚିଲେ ତାକୁ ନେଇ ଚର୍ଚ୍ଚା ହେଉଛି ।
ମାଫିଆ ଡନ୍ ଅତିକ୍ ଅହମ୍ମଦ ଉତ୍ତର ପ୍ରଦେଶର ବାହୁବଳୀ ନେତା ଥିଲା । ଅତିକ୍ ପରିବାରରେ ପତ୍ନୀ ଶାଇସ୍ତା ପରୱିନ୍ ଏବଂ ପାଞ୍ଚ ପୁଅ ଥିଲେ । ୨୦୨୩ରେ ଏକ ଏନକାଉଣ୍ଟରରେ ଅସଦ ଅହମ୍ମଦର ମୃତ୍ୟୁ ହୋଇଥିଲା । ଦୁଇ ପୁଅ ଉମର ଏବଂ ଅଲି ବିଭିନ୍ନ ଅଭିଯୋଗରେ ଜେଲରେ ଅଛନ୍ତି । ଅତିକ୍ର ଭାଇ ମହମ୍ମଦ ଆଶରଫ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଫେବୃଆରୀ ୨୪ ତାରିଖରେ ଉମେଶ ପାଲ ହତ୍ୟା ପରଠାରୁ ଅତିକ୍ର ସ୍ତ୍ରୀ ଶାଇସ୍ତା ପରୱିନ୍ ଫେରାର୍ ଅଛନ୍ତି । ତାଙ୍କ ମୁଣ୍ଡ ଉପରେ ୫୦,୦୦୦ ଟଙ୍କାର ପୁରସ୍କାର ରଖାଯାଇଛି ।
ପଢନ୍ତୁ ଏହି ଖବର: ରିଲ୍ ବନାଉଥିଲେ, ହଠାତ୍ ବାହାର କଲେ ପିସ୍ତଲ...ଭିଡିଓ ଭାଇରାଲ ପରେ ଛାଡ଼ିଗଲା ରିଲ୍ସ ନିଶା

- ବଡ଼ ପୁଅ ଲକ୍ଷ୍ନୌରେ, ଆଉ ଏକ ପୁଅ ଜେଲରେ
ପଢନ୍ତୁ ଏହି ଖବର: ରିଲ୍ ବନାଉଥିଲେ, ହଠାତ୍ ବାହାର କଲେ ପିସ୍ତଲ...ଭିଡିଓ ଭାଇରାଲ ପରେ ଛାଡ଼ିଗଲା ରିଲ୍ସ ନିଶା
- ୨୦୨୩ରେ ଅତିକକୁ ହତ୍ୟା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories