Minor Girl Murder / ଭାଣିଜୀକୁ ମାରିଦେଲେ; ମାମୁ ଘର ପାଇଖାନାରୁ ମୃତଦେହ ଉଦ୍ଧାର
·1 hour ago·2 min read

Key Points
ମାମୁ ଘରେ ଭାଣିଜୀର ହତ୍ୟା
ପାଇଖାନା ଘରୁ ମିଳିଲା ମୃତଦେହ
ମାଇଁ ହତ୍ୟା କରିଥିବା ଅଭିଯୋଗ
ପାଇଖାନା ଘରୁ ମିଳିଲା ମୃତଦେହ
ମାଇଁ ହତ୍ୟା କରିଥିବା ଅଭିଯୋଗ
ପାଇଖାନା ନିକଟରୁ ମିଳିଲା ନାବାଳିକାଙ୍କ ମୃତଦେହ । ମାମୁ ଘରେ ଏହି ନାବାଳିକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ହତ୍ୟା ଘଟଣାରେ ମାଇଁର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ମାଇଁ ତଣ୍ଟି ଚିପି ହତ୍ୟା କରିଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଗାଁ ନିକଟ ଲକ୍ଷ୍ମଣପଲ୍ଲିରେ ଏହି ଅଭାବନୀୟ ଘଟଣା ଘଟିଛି ।
ନଅ ବର୍ଷର ନାବାଳିକାକୁ ତଣ୍ଟିଚିପି ବିଭତ୍ସ ଭାବେ ନିଜ ମାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ନାବାଳିକା ଜଣକ ହେଲେ ବୁଗୁଡ଼ା ବ୍ଲକ କାନକୁଟୁରୁ ଗାଁର ମଙ୍ଗୁଳୁ ମହାରଣାଙ୍କ ଝିଅ ଅର୍ଚ୍ଚନା । ଅର୍ଚ୍ଚନା ମାମୁଁ ଘରେ ରହି ପାଠ ପଢୁଥିଲେ । ଗତକାଲି ଦିନ ୧୧ଟା ସମୟରେ ଅର୍ଚ୍ଚନା ଘରୁ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଖୋଜାଖୋଜି କରିବା ପରେ ନ ପାଇବାରୁ ଥାନାରେ ନିଖୋଜ ଏତଲା ଦେଇଥିଲେ । ଗତକାଲି ରାତିରେ ଅର୍ଚ୍ଚନାର ମୃତଦେହ ପଡୋଶୀ ଘର ପାଇଖାନା ନିକଟରେ ଜରିପାଲ ଘୋଡ଼ା ଯାଇଥିବା ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ପଢନ୍ତୁ ଏହି ଖବର: ଉପର ମହଲାରେ ଥିଲା ବଡ଼ ଭାଇ; ତଳ ମହଲାରେ ସାନ ଭାଇ ସହ ଚାଲିଥିଲା ଅତ୍ୟାଚାର
- ମାଇଁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ

- ସନ୍ତାନ ନ ହେଉଥିବାରୁ ମାରିଥିବା ଅଭିଯୋଗ
ପଢନ୍ତୁ ଏହି ଖବର: ଉପର ମହଲାରେ ଥିଲା ବଡ଼ ଭାଇ; ତଳ ମହଲାରେ ସାନ ଭାଇ ସହ ଚାଲିଥିଲା ଅତ୍ୟାଚାର
- ଗାଁରେ ଶୋକାକୁଳ ପରିସ୍ଥିତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories