Aarti Murder / ୧୧ ବର୍ଷ, ୩ ପୁରୁଷ, ରକ୍ତାକ୍ତ ଅନ୍ତ...ଏମିତି ଜୀବନ କାହିଁକି ଜିଉଁଥିଲେ ଆରତୀ ?
·2 hours ago·3 min read

Key Points
ଚର୍ଚ୍ଚାରେ ଗ୍ଵାଲିଅର ଆରତୀ ହତ୍ୟାକାଣ୍ଡ
୧୧ ବର୍ଷ ଭିତରେ ୩ ପୁରୁଷଙ୍କ ସହ ସମ୍ପର୍କ
ଶେଷରେ ଜୀବନ ନେଇଗଲା ଏକ୍ସ ବୟଫ୍ରେଣ୍ଡ
୧୧ ବର୍ଷ ଭିତରେ ୩ ପୁରୁଷଙ୍କ ସହ ସମ୍ପର୍କ
ଶେଷରେ ଜୀବନ ନେଇଗଲା ଏକ୍ସ ବୟଫ୍ରେଣ୍ଡ
ଭୋପାଳ: ମଧ୍ୟପ୍ରଦେଶ ଗ୍ଵାଲିଅର ଆରତୀ ହତ୍ୟାକାଣ୍ଡକୁ ନେଇ ଏବେ ସବୁଠି ଚର୍ଚ୍ଚା । ୧୧ ବର୍ଷ ଭିତରେ ୩ଜଣ ପୁରୁଷଙ୍କ ସହିତ ସମ୍ପର୍କରେ ଥିଲେ । ଶେଷରେ ଜୀବନ ନେଇଗଲା ପୁରୁଣା ପୁରୁଷ ବନ୍ଧୁ । ଯେତେବେଳେ ଏହି ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଧର୍ମେନ୍ଦ୍ରଙ୍କୁ ପଚରାଉଚରା କରିଥିଲା, ସେତେବେଳେ ଅଭିଯୁକ୍ତର ବୟାନ ଶୁଣି ପୋଲିସ ହତବାକ୍ ହୋଇଥିଲା । ହତ୍ୟା କରିଥିବା ସ୍ଵୀକାର କରିବା ସମୟରେ ଧର୍ମେନ୍ଦ୍ର କହିଥିଲା ଯେ ସେ ଆରତୀଙ୍କ ବେକ ଚିପିଥିଲା ଓ ସେ ମାତ୍ର ୧ ମିନିଟ୍ ମଧ୍ୟରେ ମୃତ୍ୟୁବରଣ କରିଥିଲେ ।
ଅଭିଯୁକ୍ତ ଧର୍ମେନ୍ଦ୍ର କହିଛି ଯେ ଆରତୀ ତାଙ୍କୁ ଛାଡ଼ି ଦେଇଥିଲେ, ଯେଉଁଥିପାଇଁ ସେ ଆରତୀ ଉପରେ ରାଗ ରଖିଥିଲା । ସେ ପୋଲିସକୁ କହିଥିଲା ଯେ ଆରତୀ ତାକୁ ଧୋକା ଦେଇଥିଲା ଓ ତାର ସମ୍ପର୍କୀୟ ଭାଇ ସଞ୍ଜୁ ସହିତ ସମ୍ପର୍କ ଗଢିଥିଲା । ସରକାରୀ ଓ ଆଧାର କାର୍ଡରେ ତାର ନାମ ଥିଲା, କିନ୍ତୁ ଆରତୀ ଅନ୍ୟ ପୁରୁଷ ସହ ରହୁଥଇଲା । ଏସବୁ ସେ ସହିନପାରି ହତ୍ୟା କରିଥିବା କହିଥିଲା ।
ପଢନ୍ତୁ ଏହି ଖବର: ବାଥରୁମ ଟାଇଲ୍ ତଳେ ମୃତ ସ୍ଵାମୀ; ସେଇଠି ୪୫ଦିନ ଧରି ଗାଧୋଉଥିଲା ସ୍ତ୍ରୀ
ପୋଲିସ ଯାଞ୍ଚ ସମୟରେ ଜଣାପଡ଼ିଛି ଯେ ଏହି ହତ୍ୟାକାଣ୍ଡର ପୂର୍ବରୁ ଆରତୀ ନିଜ ଭାଇକୁ ଶେଷ ଥର ପାଇଁ ଫୋନ କରିଥିଲେ । ସେ କାନ୍ଦି କାନ୍ଦି ଧର୍ମେନ୍ଦ୍ର ସମ୍ପର୍କରେ କହିଥିଲେ । ଧର୍ମେନ୍ଦ୍ର ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛି ଏବଂ ତା ସହିତ ନ ରହିଲେ ସଞ୍ଜୁ ଓ ଆରତୀ ଉଭୟଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ସେ ଜଣାଇଥିଲେ ।

- କଣ କହିଲା ପୋଲିସ ?
- ଆରତୀଙ୍କ ଜୀବନରେ ଥିଲେ ଅନେକ ପୁରୁଷ
- ଆରତୀଙ୍କ ଜୀବନରେ ଆସିଲା ତୃତୀୟ ପୁରୁଷ
- ଜୁଲାଇ ୧ରେ ଆରତୀଙ୍କୁ ହତ୍ୟା
ପଢନ୍ତୁ ଏହି ଖବର: ବାଥରୁମ ଟାଇଲ୍ ତଳେ ମୃତ ସ୍ଵାମୀ; ସେଇଠି ୪୫ଦିନ ଧରି ଗାଧୋଉଥିଲା ସ୍ତ୍ରୀ
ପୋଲିସ ଯାଞ୍ଚ ସମୟରେ ଜଣାପଡ଼ିଛି ଯେ ଏହି ହତ୍ୟାକାଣ୍ଡର ପୂର୍ବରୁ ଆରତୀ ନିଜ ଭାଇକୁ ଶେଷ ଥର ପାଇଁ ଫୋନ କରିଥିଲେ । ସେ କାନ୍ଦି କାନ୍ଦି ଧର୍ମେନ୍ଦ୍ର ସମ୍ପର୍କରେ କହିଥିଲେ । ଧର୍ମେନ୍ଦ୍ର ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛି ଏବଂ ତା ସହିତ ନ ରହିଲେ ସଞ୍ଜୁ ଓ ଆରତୀ ଉଭୟଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ସେ ଜଣାଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories