Couple Sudden Death / ୨୫ ଦିନରେ ସରିଗଲା ଖୁସି; ପ୍ରଥମେ ସ୍ତ୍ରୀ ଓ ପରେ ସ୍ଵାମୀର ମୃତ୍ୟୁ
·1 hour ago·3 min read

Key Points
ଡକାଡକି ହୋଇ ଚାଲିଗଲେ ସ୍ଵାମୀ ସ୍ତ୍ରୀ
ବିବାହର ମାତ୍ର ୨୫ ଦିନରେ ମୃତ୍ୟୁ
ସାଥୀରେ ରହିଛନ୍ତି ମାତ୍ର ୫ ଦିନ
ବିବାହର ମାତ୍ର ୨୫ ଦିନରେ ମୃତ୍ୟୁ
ସାଥୀରେ ରହିଛନ୍ତି ମାତ୍ର ୫ ଦିନ
ଅଗ୍ନିକୁ ସାକ୍ଷୀ ରଖି ପରସ୍ପରର ହାତ ଧରିଥିଲେ । ସୁଖଦୁଃଖରେ ଠିଆ ହେବେ ବୋଲି ପ୍ରତିଜ୍ଞା ନେଇଥିଲେ । ସାତ ଜନ୍ମର ସାଥୀ ହୋଇ ନୂଆ ଜୀବନ ଆରମ୍ଭ କରିଥିଲେ । କିନ୍ତୁ ଯେମିତି ତାଙ୍କ ଖୁସିରେ ଲାଗିଥିଲା କାହାର ନଜର । ୨୫ ଦିନ ଭିତରେ ସରିଗଲା ସବୁ ଖୁସି । ବିବାହର ମାତ୍ର ୨୫ ଦିନ ପରେ ଚାଲିଗଲେ ସ୍ଵାମୀ-ସ୍ତ୍ରୀ । ପ୍ରଥମେ ସ୍ତ୍ରୀ ଓ ପରେ ସ୍ଵାମୀ । ନବଦମ୍ପତି ସାଥୀରେ ମାତ୍ର ୫ ଦିନ ରହିଥିବାବେଳେ ସମସ୍ତଙ୍କୁ ଦୁଃଖ ଦେଇ ଆରପାରିକୁ ଚାଲିଯାଇଛନ୍ତି ।
ମଧ୍ୟପ୍ରଦେଶ ଗ୍ଵାଲିଅରରୁ ଆସିଛି ଏପରି ଘଟଣା । ପ୍ରଥମେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହାର ୨ ଦିନ ପରେ ଧୈର୍ଯ୍ୟହରା ସ୍ଵାମୀଙ୍କ ବି ମୃତ୍ୟୁ ଘଟିଛି । ବ୍ୟକ୍ତି ଜଣକ ସ୍ତ୍ରୀଙ୍କ ବିୟୋଗକୁ ସହିନପାରି ଶୁକ୍ରବାର ବାଥରୁମରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ମୃତଦେହ ନିକଟରୁ କୌଣସି ସୁଇସାଇଡ୍ ନୋଟ୍ ପାଇନଥିବାବେଳେ ପୁରା ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ପଢନ୍ତୁ ଏହି ଖବର: ଅଭିନେତ୍ରୀ ତ୍ଵିଶା ଶର୍ମାଙ୍କ ହେବ ଦ୍ଵିତୀୟ ଶବ ବ୍ୟବଚ୍ଛେଦ, ହାଇକୋର୍ଟ ଦେଲେ ମଞ୍ଜୁରୀ

- ବୁଧବାର ବାପଘରେ ମେଘାଙ୍କ ମୃତ୍ୟୁ
- ୨ ଦିନ ପରେ ସ୍ଵାମୀର ମୃତ୍ୟୁ
- ସାଥୀରେ ମାତ୍ର ୫ଦିନ ବିତାଇଛନ୍ତି ନବଦମ୍ପତି
ପଢନ୍ତୁ ଏହି ଖବର: ଅଭିନେତ୍ରୀ ତ୍ଵିଶା ଶର୍ମାଙ୍କ ହେବ ଦ୍ଵିତୀୟ ଶବ ବ୍ୟବଚ୍ଛେଦ, ହାଇକୋର୍ଟ ଦେଲେ ମଞ୍ଜୁରୀ
- ମୋବାଇଲ ଫୋନ ଓ ଡିଜିଟାଲ ପ୍ରମାଣ ଏକମାତ୍ର ଭରସା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories