Man Calls wife Sister / ବିବାହ ପ୍ରଥମ ରାତିରେ ରଖିଲା ସମ୍ପର୍କ; ଦ୍ଵିତୀୟ ଦିନ ଡାକିଲା ଭଉଣୀ
·6 months ago·2 min read

Key Points
ହରିୟାଣା ହିସାର ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା
ବିବାହର ପ୍ରଥମ ରାତିରେ ରଖିଲା ଶାରୀରିକ ସମ୍ପର୍କ
ଦ୍ଵିତୀୟ ଦିନ ନବବଧୂଙ୍କୁ କହିଲା ଭଉଣୀ
ବିବାହର ପ୍ରଥମ ରାତିରେ ରଖିଲା ଶାରୀରିକ ସମ୍ପର୍କ
ଦ୍ଵିତୀୟ ଦିନ ନବବଧୂଙ୍କୁ କହିଲା ଭଉଣୀ
ହରିୟାଣାର ହିସାର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ବିବାହର ପ୍ରଥମ ଦିନରେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା । ଏହା ପରଦିନ ତାକୁ ଭଉଣୀ ଡାକିବା ଆରମ୍ଭ କରିଦେଇଥିଲା । ଏପରିକି ଏ ସମ୍ପର୍କରେ କାହାକୁ ନ କହିବାକୁ ମଧ୍ୟ ମହିଳାଙ୍କୁ ଧମକ ଦେଇଥିଲା । ଏହି ଘଟଣା ଏବେ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି ।
ପୀଡ଼ିତା ଏହା ମଧ୍ୟ କହିଛନ୍ତି ଯେ, ଏହି ଘଟଣାଟି ପଞ୍ଚାୟତରେ ପହଞ୍ଚିବା ପରେ ମଧ୍ୟ ସମସ୍ୟାର ସମାଧାନ ମିଳିନଥିଲା । ଅଗଷ୍ଟ ୨୦୨୫ରେ ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ଘରୁ ବିଦା କରିଦେଇଥିଲେ । ଏହାପରେ ସେ ଆଜାଦ ନଗର ଥାନାରେ ଯାଇ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ଵାମୀ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
- 'ଯୌତୁକ ନ ମିଳିଲେ ରଖିବିନି ସମ୍ପର୍କ'
ପୀଡ଼ିତା ଏହା ମଧ୍ୟ କହିଛନ୍ତି ଯେ, ଏହି ଘଟଣାଟି ପଞ୍ଚାୟତରେ ପହଞ୍ଚିବା ପରେ ମଧ୍ୟ ସମସ୍ୟାର ସମାଧାନ ମିଳିନଥିଲା । ଅଗଷ୍ଟ ୨୦୨୫ରେ ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ଘରୁ ବିଦା କରିଦେଇଥିଲେ । ଏହାପରେ ସେ ଆଜାଦ ନଗର ଥାନାରେ ଯାଇ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ଵାମୀ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
- ବାହାଘରରେ ଖର୍ଚ୍ଚ ହୋଇଥିଲା ୮ ଲକ୍ଷ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିବାହର ପ୍ରଥମ ରାତିରେ ଅଭିଯୁକ୍ତ ଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଏହା ପର ଦିନ ତାଙ୍କର ବ୍ୟବହାର ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା ଏବଂ ପୀଡ଼ିତାଙ୍କୁ ଭଉଣୀ ବୋଲି ଡାକିଥିଲା । ଏ ନେଇ ସେ ଶାଶୁଙ୍କୁ କହିବା ପରେ ସେ ମଧ୍ୟ ମହିଳାଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରିଥିଲେ । ସେ କମ ଯୌତୁକ ନେଇ ଆସିଥିବାରୁ ଏପରି ହୋଇଥିବା ଶାଶୁ କହିଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଅଭିଯୋଗ ଆଧାରରେ ମାମଲାର ଯାଞ୍ଚ କରୁଥିବା କହିଛି ।
ଅଧିକ ଖବର ପଢନ୍ତୁ...
ଅଧିକ ଖବର ପଢନ୍ତୁ...
Related Topics
Explore more stories