SMS Fraud / ଭାରତରେ ୧୪୬% ବଢୁଛି ସ୍କାମ; ୨୨,୦୦୦ କୋଟିରୁ ଅଧିକ ସାଇବର ଠକେଇ
·1 hour ago·2 min read

Key Points
ଭାରତରେ ବଢିବାରେ ଲାଗିଛି ଅନଲାଇନ ଠକେଇ
୨୨,୦୦୦ କୋଟିରୁ ଅଧିକ ସାଇବର ସ୍କାମ ରେକର୍ଡ
୨୨,୦୦୦ କୋଟିରୁ ଅଧିକ ସାଇବର ସ୍କାମ ରେକର୍ଡ
ନୂଆଦିଲ୍ଲୀ: ଭାରତରେ SMS ମାଧ୍ୟମରେ ଠକେଇ ମାମଲାରେ ବୃଦ୍ଧି ପାଇବାରେ ଲାଗିଛି । ଗତବର୍ଷ ଏହି ମାମଲାଗୁଡ଼ିକ ୧୪୬ ପ୍ରତିଶତ ବୃଦ୍ଧି ପାଇଛି। ଏକ ସଦ୍ୟ ରିପୋର୍ଟରେ କୁହାଯାଇଛି ଯେ ଅଧିକ ସୁରକ୍ଷିତ କୁହାଯାଉଥିବା iOSରେ ଠକେଇ ମାମଲା ୮୬ ପ୍ରତିଶତ ବୃଦ୍ଧି ପାଇଛି, ଯେତେବେଳେ Androidରେ ଏହି ବୃଦ୍ଧି ୩୫ ପ୍ରତିଶତ ହୋଇଛି ।
ସାଇବର ଠକେଇ ଯୋଗୁଁ ହୋଇଥିବା କ୍ଷତି ସମ୍ପର୍କରେ କହିଲେ, କେବଳ ୨୦୨୫ ମସିହାରେ ଭାରତରେ ୨୨,୪୯୬ କୋଟି ଟଙ୍କାର ସାଇବର ଠକେଇ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଏହା ସାଇବର ଠକେଇ ଯୋଗୁଁ ଲୋକମାନେ କେତେ ବଡ଼ କ୍ଷତିର ସମ୍ମୁଖୀନ ହେଉଛନ୍ତି ତାହା ଦର୍ଶାଉଛି । ଠକେଇକୁ ରୋକିବା ଲାଗି ଆଧୁନିକ ଉପାୟ ଗ୍ରହଣ କରାଯାଉଥିଲେ ସୁଦ୍ଧା ଠକମାନେ ମଧ୍ୟ ଆଧୁନିକ ଉପାୟ ଖୋଜୁଛନ୍ତି । ଯାହାଦ୍ଵାରା ଠକେଇ ବଢୁଛି । ଅନ୍ୟପଟେ ବାରମ୍ବାର ଲୋକଙ୍କୁ ସଚେତନ କରାଗଲେ ସୁଦ୍ଧା ଲୋକେ ସାଇବର ଠକଙ୍କ ଜାଲରେ ଫସିଯାଉଛନ୍ତି ।
ପଢନ୍ତୁ ଏହି ଖବର: କିଏ ୬୯ ବର୍ଷୀୟ ବୃଦ୍ଧ ବିଙ୍ଗସନ୍ ଜନ୍ ? ୧୯୯୦ରୁ ଦାମି ହୋଟେଲକୁ ପାଣି ପିଆଉଛନ୍ତି

- SMS ଠକେଇ କାହିଁକି ବୃଦ୍ଧି ପାଉଛି?
- କମ୍ ସମୟରେ ବଡ଼ ଠକେଇ
ପଢନ୍ତୁ ଏହି ଖବର: କିଏ ୬୯ ବର୍ଷୀୟ ବୃଦ୍ଧ ବିଙ୍ଗସନ୍ ଜନ୍ ? ୧୯୯୦ରୁ ଦାମି ହୋଟେଲକୁ ପାଣି ପିଆଉଛନ୍ତି
- ୨୨,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories