Jagatsinghpur Crime / ପାର୍ବଣ ପୂର୍ବରୁ ଅଶାନ୍ତ ଜଗତସିଂହପୁର; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍, ବୋମା ଜବତ
·51 mins ago·2 min read

Key Points
ପାର୍ବଣ ପୂର୍ବରୁ ଅଶାନ୍ତ ଜଗତସିଂହପୁର
ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି
ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍
ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି
ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍
ପାର୍ବଣ ପୂର୍ବରୁ ଅଶାନ୍ତ ହୋଇପଡ଼ିଛି ଜଗତସିଂହପୁର । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି । ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ । ଜଗତସିଂହପୁର ସଦର ଥାନା ସୋମନାଥ ହାଟ ନିକଟ ଏକ ବଣ ଭିତରୁ ତିନୋଟି ଜୀବନ୍ତ ବୋମା ଜବତ କରାଯାଇଛି । ଏହାପରେ ପୋଲିସ ପାଟ୍ରୋଲିଂକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଜୀବନ୍ତ ବୋମା ମିଳିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।
ପଢନ୍ତୁ ଏହି ଖବର: "ପଶ୍ଚାତ୍ତାପ ନାହିଁ, ଭୁଲ ବି ମାଗିବିନି"; ସ୍ତ୍ରୀର କଟାମୁଣ୍ଡ ଫ୍ରିଜରେ ରଖି କହିଲା ଏମିତି
- ବନ୍ଧୁକ ମୁନରେ ୨ ଲକ୍ଷ ଲୁଟ୍
- କିଛି ଦିନ ପୂର୍ବରୁ ଜୀବନ୍ତୁ ଗୁଳି ଜବତ ହୋଇଥିଲା
ପଢନ୍ତୁ ଏହି ଖବର: "ପଶ୍ଚାତ୍ତାପ ନାହିଁ, ଭୁଲ ବି ମାଗିବିନି"; ସ୍ତ୍ରୀର କଟାମୁଣ୍ଡ ଫ୍ରିଜରେ ରଖି କହିଲା ଏମିତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସହରରେ ଅପରାଧୀମାନେ ପୋଲିସକୁ ଖୁଲା ଚ୍ୟାଲେଞ୍ଜ ଦେଇ ଅପରାଧ ଘଟାଉଛନ୍ତି । କେଉଁଠି ସୁନା ଦୋକାନ ଲୁଟ୍ ତ ଆଉ କେଉଁଠି ମାଡ଼ ମାରି ଟଙ୍କା ଲୁଟ୍ । ଏଭଳି ଘଟଣାକୁ ସ୍ଥାନୀୟ ଲୋକେ ତୀବ୍ର ନିନ୍ଦା କରିଛନ୍ତି । ଅପରାଧ ମୁକାବିଲା କରିବା ପାଇଁ ପୋଲିସ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର ।
Related Topics
Explore more stories