Crime In Odisha / ହିନ୍ଦୁ ଝିଅଙ୍କୁ ଫସାଇ ବଳପୂର୍ବକ ବାହା ହେଲେ ସ୍ଵାମୀଙ୍କୁ ମିଳୁଛି ୧୦ ଲକ୍ଷ; ସ୍ତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ
·3 months ago·2 min read

Key Points
କେବଳ ହିନ୍ଦୁ ଝିଅଙ୍କୁ ସଇଦ ଉଦିନ ଫସାଇ ବାହା ହେଉଛନ୍ତି ତା' ନୁହେଁ । ହିନ୍ଦୁ ଝିଅଙ୍କୁ ବଳପୂର୍ବକ ବାହା ହେଉଥିବା ସଇଦଙ୍କୁ ମୁସଲିମ ସଂଗଠନ ୧୦ ଲକ୍ଷ ଟଙ୍କା ଦେଉଥିବା ଅଭିଯୋଗ ଆଣିଛନ୍ତି ଫରିଦା ଖାତୁନ ।
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରୁ ଆସିଲା ଚାଞ୍ଚଲ୍ୟକର ଅଭିଯୋଗ । ହିନ୍ଦୁ ଝିଅଙ୍କୁ ଫସାଉଛନ୍ତି, ବାହା ହୋଇ ରୋଜଗାର କରୁଛନ୍ତି ୧୦ ଲକ୍ଷ ଟଙ୍କା । ଏମିତି ୨ ହିନ୍ଦୁ ଝିଅଙ୍କୁ ବାହା ହୋଇ ମୁସଲିମ୍ ସଂଗଠନ ଠାରୁ ୨୦ ଲକ୍ଷ ଟଙ୍କା ପାଇଲେଣି ସ୍ଵାମୀ । ନିଜ ସ୍ଵାମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ମୁସଲମାନ ମହିଳା ଫରିଦା ଖାତୁନ ।
ଏନେଇ ଫରିଦା ଖାତୁନ କେନ୍ଦ୍ରାପଡ଼ା ପୋଲିସର ଦ୍ଵାରସ୍ଥ ହୋଇଛନ୍ତି । କହିଛନ୍ତି, "ସ୍ଵାମୀ ସଇଦ ଉଦିନ ମୋତେ ମିଛ କହି ବାହାହେଲେ । ମୋର ଛୁଆ ହେବା ପରେ ଛାଡ଼ି ପଳାଇଲେ । ପୁଣି ଜଣେ ହିନ୍ଦୁ ଝିଅଙ୍କୁ ବାହା ହୋଇଛନ୍ତି । ହିନ୍ଦୁ ଝିଅଙ୍କୁ ବିବାହ କଲେ ମୁସଲିମ୍ ସଂଗଠନ ସଇଦ ଉଦିନଙ୍କୁ ୧୦ ଲକ୍ଷ ଟଙ୍କା ଦେଉଛି । ସଇଦ ଏଭଳି ଭାବେ ଦୁଇ ଜଣ ହିନ୍ଦୁ ଝିଅଙ୍କୁ ଫସାଇ ବଳପୂର୍ବକ ବିବାହ କରି ୧୦ ଲକ୍ଷ ଟଙ୍କା ଲେଖାଏଁ ପାଇଛନ୍ତି ।"
ଏଥିସହ ପଢ଼ନ୍ତୁ: ବାପା ସାଜିଲା କଂସେଇ, ମାଆ ଛେଉଣ୍ଡ ୫ ପିଲାଙ୍କୁ ଫାଶୀ ଦେଇଦେଲା...
ଫରିଦା ୫ ବର୍ଷ ତଳେ ସଇଦ ଉଦିନଙ୍କୁ ବିବାହ କରିଥିଲେ । ଫରିଦାଙ୍କ ଅନୁସାରେ, ତାଙ୍କ ବିବାହର ୨ ବର୍ଷ ପରେ ସଇଦ ଜଣେ ହିନ୍ଦୁ ଝିଅକୁ ବିବାହ କରିଥିଲେ । ପୁଣି ବର୍ଷକ ପରେ ଅନ୍ୟ ଜଣେ ମୁସଲମାନ ଯୁବତୀଙ୍କୁ ବାହା ହେଲେ । ୩ ବର୍ଷ ପର ଆଉ ଜଣଙ୍କୁ ବାହା ହୋଇଛନ୍ତି । ମାସକ ତଳେ ପୁଣି ଥର ଆଉ ଜଣେ ହିନ୍ଦୁ ଝିଅଙ୍କୁ ବାହା ହୋଇଥିବା ଅଭିଯୋଗ ଆଣିଛନ୍ତି ଫରିଦା ଖାତୁନ ।
କେବଳ ହିନ୍ଦୁ ଝିଅଙ୍କୁ ସଇଦ ଉଦିନ ଫସାଇ ବାହା ହେଉଛନ୍ତି ତା' ନୁହେଁ । ହିନ୍ଦୁ ଝିଅଙ୍କୁ ବଳପୂର୍ବକ ବାହା ହେଉଥିବା ସଇଦଙ୍କୁ ମୁସଲିମ ସଂଗଠନ ୧୦ ଲକ୍ଷ ଟଙ୍କା ଦେଉଥିବା ଅଭିଯୋଗ ଆଣିଛନ୍ତି ଫରିଦା ଖାତୁନ । ସ୍ଵାମୀଙ୍କ ବିରୋଧରେ ସେ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି । କେନ୍ଦ୍ରାପଡ଼ା ଏସ୍ପି କହିଛନ୍ତି, "ଅଭିଯୋଗର ତଦନ୍ତ ଚାଲିଛି, ସଇଦକୁ ଧରିବାକୁ ପୋଲିସ ଟିମ୍ ହାଇଦ୍ରାବାଦ ଯାଇଛି ।"
ଏଥିସହ ପଢ଼ନ୍ତୁ: ୧୧ ଦିନ ତଳେ ହୋଇଥିଲା ବିବାହ; ଖେଳ ବେଳେ ସେଲ୍ଫି ପାଇଁ କହି ଗୁଳି ମାରିଦେଲେ
ମୁସଲମାନ ମହିଳା ଜଣଙ୍କ ତାଙ୍କ ସ୍ଵାମୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ସ୍ଥାନୀୟ ଲୋକ ବି ସମର୍ଥନ କରିଛନ୍ତି । ସ୍ଥାନୀୟ ଲୋକ କହିଛନ୍ତି, "ମୁସଲମାନ ମହିଳା ଜଣଙ୍କ ସ୍ଵାମୀଙ୍କ ବିରୋଧରେ ଆଣୁଥିବା ଅଭିଯୋଗ ସତ୍ୟ । ସଇଦ ଉଦିନ ବିବାହ କରି ଅନେକ ହିନ୍ଦୁ ଝିଅଙ୍କୁ ଏଭଳି ଧୋକା ଦେଇଛନ୍ତି । ଟଙ୍କା ପାଇଲା ପରେ ହିନ୍ଦୁ ଝିଅଙ୍କୁ ଛାଡ଼ି ଦେଉଛନ୍ତି । ଜିଲ୍ଲାରେ ଚାଲିଥିବା ଲଭ୍ ଜିହାଦ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।"
ଅଭିଯୋଗ ଅନୁସାରେ, ବିଗତ ୫ ବର୍ଷରେ ୪ରୁ ଅଧିକ ବିବାହ କଲେଣି ସଇଦ । ଆଉ ବିବାହ ପରେ ସେ କୁଆଡ଼େ ହିନ୍ଦୁ ଝିଅଙ୍କୁ ହାଇଦ୍ରାବାଦର ହୋଟେଲରେ ବିକ୍ରି କରି ଦେଉଥିବା ଅଭିଯୋଗ ହୋଇଛି । ଏ ଦିଗରେ ପୋଲିସ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାବାସୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories