iPhone Mass Death / ଆଇଫୋନ ପାଇଁ ଆତ୍ମହତ୍ୟା ଘଟଣା; ଫୋନ ନୁହଁ ଥିଲା ଅନେକ କିଛି କାରଣ, ପଡ଼ୋଶୀ କହିଦେଲେ
·2 weeks ago·3 min read

Key Points
ଆଇଫୋନ ପାଇଁ ପୁଅ ତାପରେ ପିତାମାତା ମୃତ୍ୟୁ ଘଟଣା
ପଡ଼ୋଶୀ କହିଲେ ପରିବାରର ସବୁ ସତ କଥା
ପଡ଼ୋଶୀ କହିଲେ ପରିବାରର ସବୁ ସତ କଥା
ମୁମ୍ବାଇ: ଆଇଫୋନ ପାଇଁ ଜିଦି କରି ଗୋଟିଏ ପୁଅଟିଏ ପାହାଡ଼ ପାଖରେ ଠିଆ ହୋଇଛି ଓ କିଛି ସମୟ ପରେ ପୂରା ପରିବାର ନିଶ୍ଚିହ୍ନ ହୋଇଯାଉଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସାମାନ୍ୟ ଫୋନଟିଏ ପାଇଁ ଜୀବନ ହାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିନ୍ତୁ ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ମୃତ ପରିବାରର ଜଣେ ପଡ଼ୋଶୀ କହିଛନ୍ତି ଯେ ଖାଲି ଆଇଫୋନ ନୁହଁ, ଏହା ପଛରେ ଅନେକ କାରଣ ରହିଛି ।
ଏହି ଘଟଣା ଭାଇରାଲ ହେବାପରେ ଅନେକ ୟୁଜର ପୁଅଟିକୁ ଦୋଷୀ ବୋଲି କହୁଥିବାବେଳେ ଅନ୍ୟ କିଛି ୟୁଜର ପିତାମାତାଙ୍କ ଲାଳନପାଳନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ପାହାଡ଼ ଧାରରେ ପୁଅ ଠିଆ ହୋଇଥିବାବେଳେ ବାପା ତାକୁ ବୁଝାଇବାକୁ ପାଖକୁ ଆସୁଛନ୍ତି ଓ ଭାରସାମ୍ୟ ହରାଇ ଦୁଇ ଜଣ ଉଚ୍ଚ ପାହାଡ଼ରୁ ତଳକୁ ଖସିପଡୁଛନ୍ତି । ସେପଟେ ପୁଅ, ସ୍ଵାମୀର ଏପରି ଅବସ୍ଥା ଦେଖି ମହିଳା ଜଣକ ମଧ୍ୟ ଡେଇଁ ପଡୁଛନ୍ତି । ଏହି ଘଟଣାଟି ଗତ କିଛି ଦିନ ହେଲା ସମସ୍ତଙ୍କୁ ଚକିତ କରିଦେଇଛି । ଏବେ ମୁହଁ ଖୋଲିଛନ୍ତି ମୃତ ପରିବାରଙ୍କ ପଡ଼ୋଶୀ ।

- କଣ କହିଲେ ପଡ଼ୋଶୀ ?
- iPhoneର EMI ପାଇଁ ହୋଇଥିଲା ଯୁକ୍ତିତର୍କ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- 'ପୂର୍ବରୁ ବି ସମସ୍ତେ ପାହାଡ଼଼ ଉପରକୁ ଯାଇଥିଲେ'
ପଢନ୍ତୁ ଏହି ଖବର: ଟିଚର ଗାଳିଦେଲେ, ଚାପୁଡ଼ା ମାରିଲେ...କାନ୍ଦି କାନ୍ଦି ଚାଲିଗଲା କୁନିପୁଅର ଜୀବନ
- ସେଦିନ କଣ ହୋଇଥିଲା କହିଲା ପୋଲିସ
ବି.ଦ୍ର: ଯଦି ଆପଣ କିମ୍ବା ଆପଣ ଜାଣିଥିବା କେହି ଆତ୍ମହତ୍ୟା କରିବାର ଚିନ୍ତା କରୁଛନ୍ତି, ତେବେ ଏହା ଏକ ଅତ୍ୟନ୍ତ ଗୁରୁତର ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି। ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ଯୋଗାଯୋଗ କରନ୍ତୁ । ଆପଣ ଟେଲିମାନ୍ସ ହେଲ୍ପଲାଇନ୍ ନମ୍ବର 1800914416କୁ ମଧ୍ୟ କଲ୍ କରିପାରିବେ । ଏଠାରେ ଆପଣଙ୍କ ପରିଚୟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ଏବଂ ଏହି ପରିସ୍ଥିତିକୁ ଦୂର କରିବା ପାଇଁ ବିଶେଷଜ୍ଞମାନେ ଆପଣଙ୍କୁ ଆବଶ୍ୟକ ପରାମର୍ଶ ଦେବେ । ମନେ ରଖନ୍ତୁ, ଜୀବନ ଅତ୍ୟନ୍ତ ମୂଲ୍ୟବାନ।
Related Topics
Explore more stories